ଷ୍ଟକ୍‌ ମାର୍କେଟରେ ଜବରଦସ୍ତ ଘାଟା

ମୁମ୍ବାଇ: ସୋମବାର ସେନସେକ୍ସକୁ  ଲାଗିଛି ଜବରଦସ୍ତ ଝଟ୍‌କା।  ସୋମବାର ସେନସେକ୍ସର ଇକ୍ୟୁଟି ବେଞ୍ଚ ମାର୍କ ୧୫୪୬ ପଏଣ୍ଟରୁ ୫୮,୦୦୦ ଲିଭେଲକୁ ହ୍ରାସ ଘଟିଛି। ଅନ୍ତର୍ଜାତୀୟ ବଜାରରେ ବେପାର ଘାଟା ଯୋଗୁ ଏଭଳି ପରିସ୍ଥିତି ଉପୁଜି ଥିବା କୁହାଯାଉଛି। ଏଥିସହ ବିଦେଶୀ ପୁଞ୍ଜି ନିବେଶରେ ନିଷ୍କ୍ରିୟତା ଦିନକୁ ଦିନ ବାଣିଜ୍ୟକୁ ପ୍ରବାବିତ କରୁଛି। ଆରମ୍ଭରୁ ଏକ ଧିମା ଗତିରୁ ଅଗ୍ରସର ହୋଇଥିବା ସେନ୍‌ସେକ୍ସ ଅପରାହ୍ନ ବେଳକୁ ସାମାନ୍ୟ ପିକ୍‌ରେ ପହଞ୍ଚିଥିଲା। ପ୍ରାୟ ସମସ୍ତ ସୂଚକାଙ୍କ ରେଡ୍‌ ମାର୍କରେ ସୀମିତ […]

sensex

sensex

Tapas Behera
  • Published: Monday, 24 January 2022
  • Updated: 24 January 2022, 07:10 PM IST

ମୁମ୍ବାଇ: ସୋମବାର ସେନସେକ୍ସକୁ  ଲାଗିଛି ଜବରଦସ୍ତ ଝଟ୍‌କା।  ସୋମବାର ସେନସେକ୍ସର ଇକ୍ୟୁଟି ବେଞ୍ଚ ମାର୍କ ୧୫୪୬ ପଏଣ୍ଟରୁ ୫୮,୦୦୦ ଲିଭେଲକୁ ହ୍ରାସ ଘଟିଛି। ଅନ୍ତର୍ଜାତୀୟ ବଜାରରେ ବେପାର ଘାଟା ଯୋଗୁ ଏଭଳି ପରିସ୍ଥିତି ଉପୁଜି ଥିବା କୁହାଯାଉଛି। ଏଥିସହ ବିଦେଶୀ ପୁଞ୍ଜି ନିବେଶରେ ନିଷ୍କ୍ରିୟତା ଦିନକୁ ଦିନ ବାଣିଜ୍ୟକୁ ପ୍ରବାବିତ କରୁଛି।

ଆରମ୍ଭରୁ ଏକ ଧିମା ଗତିରୁ ଅଗ୍ରସର ହୋଇଥିବା ସେନ୍‌ସେକ୍ସ ଅପରାହ୍ନ ବେଳକୁ ସାମାନ୍ୟ ପିକ୍‌ରେ ପହଞ୍ଚିଥିଲା। ପ୍ରାୟ ସମସ୍ତ ସୂଚକାଙ୍କ ରେଡ୍‌ ମାର୍କରେ ସୀମିତ ରହି ବନ୍ଦ ହୋଇଥିଲା।  ୩୦ ସେୟାର ବିଶିଷ୍ଟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)  ସେନସେକ୍ସ ୧,୫୪୫,୬୭ ପଏଣ୍ଟ ଅର୍ଥାତ ୨.୬୨ ପ୍ରତିଶତରେ କ୍ଲୋଜ୍‌ ହୋଇଥିଲା। ସେହିପରି  ନିଫଟି ୪୬୮.୦୫ ପଏଅଣ୍ଟକୁ ଖସିଥିଲା। ସବୁ ସେନସେକ୍ସ ଉପାନାଦ ରେଡ୍‌ ମାର୍କରୁ ଅଗ୍ରସର ହୋପାରି ନଥିଲା । ସବୁଠୁ କ୍ଷତି ସହିଛି ବାଜାଜ୍‌ ଫାଇନାନ୍ସ। ଏସୀୟ ମିଶ୍ରିତ ବଜାର ତୁଳନାରେ ଆଜି ଭାରତୀୟ ବଜାରର ଆରମ୍ଭ ଅତି ଦୁର୍ବଳ ଥିଲା। ଆଜିର ବେପାରରେ ପ୍ରାୟ ୩ ପ୍ରତିଶତ କ୍ଷତି ହୋଇଛି। ଉଭୟ ସେନସେକ୍ସ ଓ ନିଫଟିରେ ପ୍ରବଳ ହ୍ରାସ ପରିଲକ୍ଷିତ ହେବା ଯୋଗୁଁ ନିବେଶକମାନେ ଅତିକମରେ ୯ ଲକ୍ଷ ୧୫ ହଜାର କୋଟି ଟଙ୍କାର କ୍ଷତି ସହିଥିବା ଅନୁମାନ କରାଯାଉଛି ।

ବମ୍ବେ ଷ୍ଟକ ଏକ୍ସେଚେଞ୍ଜର ସୂଚକାଙ୍କ ସେନସେକ୍ସ ଆଜି  ୧୮୧ ପଏଣ୍ଟ ହ୍ରାସ ସହ ଆରମ୍ଭ ହୋଇଥିଲା । ଦିନ ମଧ୍ୟରେ ଏହା ପ୍ରାୟ ୨ ହଜାର ପଏଣ୍ଟ ହ୍ରାସ ପାଇଥିଲା । ପରେ ସ୍ଥିତିରେ ଟିକିଏ ସୁଧାର ଆସିବାରୁ ସେନସେକ୍ସ ନିଜର କ୍ଷତିକୁ କିଛିଟା ଭରଣା କରିଥିଲା । ଶେଷରେ  ୧୫୪୫.୬୭ ପଏଣ୍ଟ ହ୍ରାସ ସହ ୫୭,୪୯୧.୫୧ ପଏଣ୍ଟ ସହ ବନ୍ଦ ହୋଇଥିଲା । ଅନ୍ୟପକ୍ଷରେ ଆଜି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫଟି ୬୧ ପଏଣ୍ଟ ହ୍ରାସ ସହ ଖୋଲିଥିଲା । ପରେ ଏହି ହ୍ରାସ ମାତ୍ରା ବଢିଚାଲିଥିଲା । ଦିନ ମଧ୍ୟରେ ନିଫଟି ସର୍ବାଧିକ ୫୦୦ ପଏଣ୍ଟ ହ୍ରାସ ପାଇଥିଲା । ବନ୍ଦ ହେବା ବେଳକୁ ନିଫଟି  ନିଜର କ୍ଷତିକୁ କିଛିଟା ଭରଣା କରିବା ସହ ୪୬୮ ପଏଣ୍ଟ ହ୍ରାସ ପାଇ ୧୭୧୪୯ ପଏଣ୍ଟରେ ବନ୍ଦ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story