‘ଗୋଧ୍ରା ଦଙ୍ଗାରେ ଅମିତ ଶାହଙ୍କୁ ବେଲ କରାଇଥିଲେ ପାୱାର’

ମୁମ୍ବାଇ:  ନିଜ ସହଯୋଗୀକୁ ଟାର୍ଗେଟ କରିଛି ଶିବସେନା। ଯେଉଁ ଏନ୍‌ସିପି ହାତ ଧରି ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ କରିଥିଲା ଆଜି ସେଇ ଦଳର ମୁଖ୍ୟ ଶରଦ ପାୱାରଙ୍କୁ ବାଣ ମାରିଛି ଦଳ। ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜାମିନ ଦେବାରେ ଶରଦ ପାୱାର ସାହାଯ୍ୟ କରିଥିବା ସେନା ପକ୍ଷରୁ ଚାଞ୍ଚଲ୍ୟକର ବୟାନ୍‌ ପ୍ରକାଶ ପାଇଛି। ଶିବସେନାର ମୁଖପତ୍ର ସାମ୍ନାର ସମ୍ପାଦୀୟ ପୃଷ୍ଠାରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଟାର୍ଗେଟ କରାଯାଇଛି। […]

Union-Home-Minister-Amit-Sh

Union-Home-Minister-Amit-Sh

Tapas Behera
  • Published: Sunday, 11 September 2022
  • Updated: 11 September 2022, 04:38 PM IST

Sports

Latest News

ମୁମ୍ବାଇ:  ନିଜ ସହଯୋଗୀକୁ ଟାର୍ଗେଟ କରିଛି ଶିବସେନା। ଯେଉଁ ଏନ୍‌ସିପି ହାତ ଧରି ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ କରିଥିଲା ଆଜି ସେଇ ଦଳର ମୁଖ୍ୟ ଶରଦ ପାୱାରଙ୍କୁ ବାଣ ମାରିଛି ଦଳ। ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜାମିନ ଦେବାରେ ଶରଦ ପାୱାର ସାହାଯ୍ୟ କରିଥିବା ସେନା ପକ୍ଷରୁ ଚାଞ୍ଚଲ୍ୟକର ବୟାନ୍‌ ପ୍ରକାଶ ପାଇଛି। ଶିବସେନାର ମୁଖପତ୍ର ସାମ୍ନାର ସମ୍ପାଦୀୟ ପୃଷ୍ଠାରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଟାର୍ଗେଟ କରାଯାଇଛି। ବିଶିଷ୍ଟ ରାଜନୈତିକ ସମୀକ୍ଷକ କଡ଼କନାଥ ମୁମ୍ବାଇକର ‘ରୋକଠୋକ୍‌’ ସ୍ତମ୍ବରେ  ଆଜି ଏଭଳି ଆଚମ୍ବିତ କଲା ଭଳି  ତଥ୍ୟ ରଖିଛନ୍ତି। ଏହି କଲମଟି ନିୟମିତ ଭାବେ ସଞ୍ଜୟ ରାୱତ ଲେଖି ଆସୁଥିଲେ। ଏବେ ମନିଲଣ୍ଡରି ମାମଲାରେ ଜେଲରେ ଅଛନ୍ତି।

ସେଥିରେ ଆହୁରି ଉଲ୍ଲେଖ ଅଛି ଯେ, ମହାରାଷ୍ଟ୍ର ବିଷୟରେ ଅମିତ ଶାହ ନିୟମିତ ଭାବେ ଖରାପ ଶବ୍ଦ ଆକ୍ଷେପ କରୁଛନ୍ତି। ଏଥିରୁ ମହାରାଷ୍ଟ୍ରପ୍ରତି ତାଙ୍କ ଘୃଣା ଭାବ ପ୍ରକଟିତ ହେଉଛି । ସେ କିନ୍ତୁ ସର୍ବଦା ମହାରାଷ୍ଟ୍ର ଏବଂ ମରାଠାଙ୍କ ପାଖରେ କୃତଜ୍ଞ ରହିବା ଉଚିତ୍‌। ଯେତେବେଳେ ୟୁପିଏ ସରକାର ନିୟମିତ ଭାବେ ଶାହଙ୍କୁ ଟାର୍ଗେଟ କରି ଆସୁଥିଲା ସେହି ସମୟରେ ପାୱାର ଏବଂ ମୋଦିଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଅମିତ ଶହାଙ୍କୁ ଫାଇଦା ପହଞ୍ଚାଇ ଥିଲା ।

ଯାହା ଫଳରେ ଶାହ ଜାମିନ ପାଇବାରେ ବାଟ ଦେଖାଇଥିଲା।  ଏହା କୌଣସି ଖୁଲାସା ନୁହଁ ବରଂ ସତ୍ୟ ବୋଲି ସାମ୍ନାରେ ପ୍ରକାଶ ପାଇଛି। ଖାଲି ସେତିକି ନୁହଁ ଅମିତ ଶାହଙ୍କୁ ମଧ୍ୟ ବାଲାସାହେବ ଅନେକ ସାହାଯ୍ୟ କରିଛନ୍ତି।  ଏ ବିଷୟରେ ସଞ୍ଜୟ ରାୱତ ହିଁ ଅଧିକ କିଛି ଲେଖିପାରିବେ। ଶରଦ ପାୱାର ଏବଂ ଉଦ୍ଧବ ଠାକରେ ଅଧିକ କହି ପାରିବେ।  କିନ୍ତୁ ସେଡି ଅମିତ ଶାହ ଆଜି ପାୱାର ଏବଂ ଠାକରେଙ୍କ ପଛରେ ପଡ଼ିଥିବା ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story