ଶାହାରୁଖଙ୍କ ସପକ୍ଷରେ ବାହାରିଲେ ଶଶି ଥରୁର

ମୁମ୍ବାଇ: କିଙ୍ଗ୍ ଖାନ୍‌ ଶାହାରୁଖଙ୍କ ସପକ୍ଷରେ ବାରିଲେ କଂଗ୍ରେସ ନେତା ଶଶି ଥରୁର। ବଲିଉଡର ବାଦ୍‌ଶାହଙ୍କ ପାଇଁ କଲେ ଓକିଲାତି। ଶାହାରୁଖଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ କଲେ କଡ଼ା ନିନ୍ଦା। ମୁମ୍ବାଇରେ କ୍ରୁଜ ଜାହାଜ ଉପରେ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ ଗିରଫ ହୋଇଛନ୍ତି। ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ କୋର୍ଟ ତାଙ୍କୁ ଏନ୍‌ସିବି ରିମାଣ୍ଡକୁ ପଠାଇ ଦେଇଛନ୍ତି। ଆର୍ଯ୍ୟନ୍‌ ଖାନ୍‌ ଗିରଫ ହେବା ମାମଲା ଏବେ ଲଗାତର […]

Sashi tharoor on Sharukh khan

Sashi tharoor on Sharukh khan

Madhupriya Mistry
  • Published: Tuesday, 05 October 2021
  • Updated: 05 October 2021, 12:57 PM IST

Sports

Latest News

ମୁମ୍ବାଇ: କିଙ୍ଗ୍ ଖାନ୍‌ ଶାହାରୁଖଙ୍କ ସପକ୍ଷରେ ବାରିଲେ କଂଗ୍ରେସ ନେତା ଶଶି ଥରୁର। ବଲିଉଡର ବାଦ୍‌ଶାହଙ୍କ ପାଇଁ କଲେ ଓକିଲାତି। ଶାହାରୁଖଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ କଲେ କଡ଼ା ନିନ୍ଦା।

ମୁମ୍ବାଇରେ କ୍ରୁଜ ଜାହାଜ ଉପରେ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ ଗିରଫ ହୋଇଛନ୍ତି। ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ କୋର୍ଟ ତାଙ୍କୁ ଏନ୍‌ସିବି ରିମାଣ୍ଡକୁ ପଠାଇ ଦେଇଛନ୍ତି। ଆର୍ଯ୍ୟନ୍‌ ଖାନ୍‌ ଗିରଫ ହେବା ମାମଲା ଏବେ ଲଗାତର ଚର୍ଚ୍ଚାର ବିଷୟ ପାଲଟିଛି। ଅର୍ଯ୍ୟନ୍‌ ଖାନ୍‌ଙ୍କ ନାଁ ଏବେ ହେଡ୍‌ଲାଇନ୍‌ରେ ରହିଛି। ତେବେ ଏହାରି ଭିତରେ ଆର୍ଯ୍ୟନ୍‌ ଏବଂ ଶାହାରୁଖ ଖାନ୍‌ ଓ ତାଙ୍କ ପରିବାର ପ୍ରତି ସହାନୁଭୂତି ବ୍ୟକ୍ତ କରିଛନ୍ତି କଂଗ୍ରେସ ନେତା ଶଶି ଥରୁର। ସେ ଶାହାରୁଖ ଖାନ୍‌ଙ୍କୁ ପରିହାସ କରୁଥିବା ସମାଲୋଚକଙ୍କୁ କଡା ନିନ୍ଦା କରିଛନ୍ତି।

ଶଶି ଥରୁର ଟ୍ୱିଟ୍‌ କରି କହିଛନ୍ତି, 'ମୁଁ ଡ୍ରଗ୍ସର ପ୍ରଶଂସକ ନୁହେଁ। ମୁଁ କେବେ ଡ୍ରଗ୍ସ ନେବା ପାଇଁ ଚେଷ୍ଟା ମଧ୍ୟ କରିନି। କିନ୍ତୁ ଯେଉଁ ପ୍ରକାରେ ଶାହାରୁଖ ଖାନ୍‌ଙ୍କ ପୁଅ ଗିରଫକୁ ନେଇ ଲୋକେ ତାଙ୍କ ପଛରେ ପଡ଼ିଯାଇଛନ୍ତି ଏବଂ ମଜା ଉଡାଉଛନ୍ତି, ସେମାନଙ୍କ ପାଇଁ ମୋର ଘୃଣାଭାବ ଜାତ ହେଉଛି। ବନ୍ଧୁଗଣ, କିଛି ସହାନୁଭୂତି ରଖନ୍ତୁ। ସାର୍ବଜନୀନ ରୂପେ ଅପବାଦ ଯଥେଷ୍ଟ ହୋଇଛି। ନିଜ ଖୁସି ପାଇଁ ୨୩ ବର୍ଷର ବାଳକକୁ ଏତେ ଘଷିବା ଆବଶ୍ୟକ ନାହିଁ।'

https://twitter.com/ShashiTharoor/status/1444948484449357826?s=20

କଂଗ୍ରେସ ନେତା ଶଶି ଥରୁରଙ୍କ ଏହି ଟ୍ୱିଟ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ଶହାରୁଖ ଖାନ୍‌ଙ୍କ ସମର୍ଥନରେ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ବାହାରିଛନ୍ତି। ସଲମାନ ଖାନ୍‌ ଠାରୁ ଆରମ୍ଭ କରି ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜେନ୍‌ ଖାନ, ପୂଜା ଭଟ୍ଟ ଓ ଗାୟକ ମିକ୍କା ମଧ୍ୟ ତାଙ୍କ ସମର୍ଥନରେ ବାହାରିଛନ୍ତି। ସେହିପର ଅନେକ କଳାକାର ସୋଶାଲ ମିଡିଆରେ ଶାହାରୁଖଙ୍କ ସମର୍ଥନରେ ପୋଷ୍ଟ ମଧ୍ୟ ଶେଆର କରିଛନ୍ତି।

ସୂଚନା ମୁତାବକ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଯେଉଁ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟି ଉପରେ ଚଢ଼ାଉ କରି ଅଭିନେତା ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଗିରଫ କରିଥିଲା, ସେଥିରୁ ୧୩ ଗ୍ରାମ କୋକିନ୍‌, ୨୧ ଗ୍ରାମ ଚରସ ଏବଂ ଏମ୍‌ଡିଏମ୍‌ଏର ୨୨ଟି ଟାବଲେଟ୍‌ ମିଳିଥିଲା। ଆର୍ଯ୍ୟନ୍‌ଙ୍କ ବିରୋଧରେ ଡ୍ରଗ୍ସ କିଣା ବିକା କରିବା ଓ ତାକୁ ରଖିବା ତଥା ସେବନ କରିବା ଭଳି ଅଭିଯୋଗ ରହିଥିବା ଏନ୍‌ସିବି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story