୭ ବର୍ଷର ପୂଜାକୁ ଅପହରଣ କରି ଚାକରାଣୀ କଲା ଡି’ସୌଜା, କେମିତି ଫେରିପାଇଲା ଠିକଣା...

ମୁମ୍ବାଇ: ଏକ ଅବେଳରେ ପିଲାବେଳୁ ଅପହରଣର ଶିକାର ହୋଇ ଘରଠାରୁ ସେ ବହୁଦୂରକୁ ଚାଲିଗଲେ । କଅଁଳ ବୟସରେ ଦୁନିଆ ଚିହ୍ନିନଥିବା କୁନି ଝିଅଟିକୁ ଏକ ଅପରିଚିତ ଦୁନିଆରେ ରହିବାକୁ ପଡ଼ିଲା। ବାସ ସେବେଠାରୁ ଘର, ପରିବାର ସ୍ନେହ, ମମତା ବନ୍ଧନରୁ ବିଛିନ୍ନ ହୋଇଲା ସେ। ହେଲେ କୁହାଯାଏ  ସମୟ ବଡ଼ ବଳବାନ। ଘର ଠାରୁ ପ୍ରାୟ ଦଶନ୍ଧି ଧରି ଅଲଗା ରହିବା ପରେ ଏବେ ସମୟ ସେଇ ଝିଅଟିକୁ ପରିବାର ସହ ଭେଟ କରିଦେଇଛି। ଏହା […]

mumbai

mumbai

Tapas Behera
  • Published: Sunday, 07 August 2022
  • Updated: 07 August 2022, 06:18 PM IST

Sports

Latest News

ମୁମ୍ବାଇ: ଏକ ଅବେଳରେ ପିଲାବେଳୁ ଅପହରଣର ଶିକାର ହୋଇ ଘରଠାରୁ ସେ ବହୁଦୂରକୁ ଚାଲିଗଲେ । କଅଁଳ ବୟସରେ ଦୁନିଆ ଚିହ୍ନିନଥିବା କୁନି ଝିଅଟିକୁ ଏକ ଅପରିଚିତ ଦୁନିଆରେ ରହିବାକୁ ପଡ଼ିଲା। ବାସ ସେବେଠାରୁ ଘର, ପରିବାର ସ୍ନେହ, ମମତା ବନ୍ଧନରୁ ବିଛିନ୍ନ ହୋଇଲା ସେ। ହେଲେ କୁହାଯାଏ  ସମୟ ବଡ଼ ବଳବାନ। ଘର ଠାରୁ ପ୍ରାୟ ଦଶନ୍ଧି ଧରି ଅଲଗା ରହିବା ପରେ ଏବେ ସମୟ ସେଇ ଝିଅଟିକୁ ପରିବାର ସହ ଭେଟ କରିଦେଇଛି। ଏହା କେବଳ ଡିଜିଟାଲ ଯୁଗରେ ସମ୍ଭବ ହୋଇ ପାରିଛି। ଛିଡ଼ି ଯାଇଥିବା ସମ୍ପର୍କକୁ ଇଣ୍ଟରନେଟ ହିଁ ଯୋଡ଼ି ପାରିଛି। ହଁ ଆମେ କହୁଛେ ମୁମ୍ବାଇର ପୂଜାଙ୍କ କଥା। ତାଙ୍କୁ ଯେତେବେଳେ ୭ ବର୍ଷ ହୋଇଥିଲା ସେ ନିଖୋଜ ହୋଇଯାଇଥିଲେ। ପରିବାରଠାରୁ ଦୀର୍ଘ୯ ବର୍ଷ ପର୍ଯ୍ୟନ୍ତ ଦୂରେଇ ରହିବା ପରେ ଏବେ ପରିବାର ସହ ମିଳନ ହୋଇପାରିଛି। ଆଉ ପୂଜାକୁ ପାଇ ପରିବାରଲୋକେ ବେଶ ଖୁସି।  ଘଟଣାଟି ଏମିତି। ୨୦୧୩ ଜାନୁଆରୀ ୨୨। ସେତେବେଳେ  ୭ ବର୍ଷର ପୂଜା  ସେ ଘଟଣା ଦିନ ନିଜ ଭାଙ୍କ ସହ ମୁମ୍ବାଇର ଅଧେରିର ଥିବା ସ୍କୁଲକୁ ଯାଇଥିଲେ। ସେଇ ସ୍କୁଲରୁ  ହେନେରି ଜୋସେଫ ଡି’ସୌଜା ନାମକ ଜଣେ ବ୍ୟକ୍ତି ତାଙ୍କୁ ଅପହରଣ କରିନେଥିଲେ। ନିଜର ପିଲାଛୁଆ ନଥିବାରୁ ତାକୁ ଝିଅ କରିବା ଉଦ୍ଦେଶ୍ୟରେ ନିଜ ଘରକୁ ନେଇଯାଥିଲେ।

ପରେ ତାର ନାମ ପରିବର୍ତ୍ତନ କରି ଆନ୍ନି ଡିସୌଜା ରଖିଥିଲେ। କାଳେ ଧରା ପଡ଼ିଯିବେ ପୂଜାକୁ କେରଳର ଏକ ଆବାସିକ ସ୍ମୁଲରେ ରଖି ପଢ଼ାଉଥିଲେ। ଇତିମଧ୍ୟରେ ଡି’ସୌଜା ଏକ ସନ୍ତାନର ଜନକ ହେଲେ। ପରେ ଡିସୌଜା ପୂଜାକୁ ନିଜ ଘରକୁ ନେଇ ଆସିଥିଲେ। ହେଲେ ଘରକୁ ଆଣି ତାକୁ ଚାକରାଣି ଭାବେ ଖଟାଇଲେ। ବାସନକୁସନ ମାଜିବାଠାରୁ ଆରମ୍ଭ କରି ଘରର ଯାବତୀୟ କାମ କରାଇଲେ । ଇତି ମଧ୍ୟରେ ପୂଜା ବଡ଼ ହୋଇଯାଇଥିଲା। ଡି’ସୌଜାଙ୍କ ପତ୍ନୀ ମଧ୍ୟ ପୂଜାଙ୍କୁ ବିଭିନ୍ନ ପ୍ରକାର କାମରେ ଲଗାଇ ନିର୍ଯାତନା ଦେଉଥିଲେ। ଏମିତିକି ଦିନେ ମଦ୍ୟପାନ କରି ପୂଜା ତାଙ୍କ ଝିଅ ନୁହେଁ ବୋଲି ଡି’ସୌଜା କହଥିଲେ। ଏହା ପରେ ପୂଜା ତାର ଅତୀତକୁ ଖୋଜିବାକୁ ଲାଗିଲା। ପୂଜାକୁ ଏବେ ୧୬ ବର୍ଷ ହୋଇସାରିଛି। ସେ ଆଗଭଳି ଛୋଟ ଓ ବୁଦ୍ଧିହୀନ ନଥିଲା। ସେ ତାର ସବୁ ଘଟଣା ସମ୍ପର୍କରେ ନିଜ ସାଙ୍ଗକୁ କହିଲା। ଉଭୟେ ଉପାୟ ବାହାର କରି ଇଣ୍ଟରନେଟରେ ତାର ଆଗ ନାଁ ‘ପୂଜା’ ନାମରେ ସର୍ଚ୍ଚ କରିଥିଲା। ଏହା ପରେ ୨୦୧୩ରେ ଇଣ୍ଟରନେଟରେ ‘ପୂଜା’ ନାମରେ ଫଟୋ ଥାଇ ଏକ ନିଖୋଜ ପୋଷ୍ଟର ବାହାରିଥିଲା।  ସେଥିରେ ୫ଟି ଫୋନ୍‌ ନମ୍ବର ଥିଲା।  କିନ୍ତୁ ୪ଟି ନମ୍ବର ଆଉ କାମ କରୁନଥିଲା। କିନ୍ତୁ ସୌଭାଗ୍ୟବସତଃ ସେଥି‌ରୁ ଗୋଟିଏ ଫୋନ୍‌ ନମ୍ବର କାମ କଲା। ସେଇ ନମ୍ବରଟି ପୂଜାଙ୍କ ପଡ଼ୋଶୀ ରଫିକରଙ୍କର ବୋଲି ଜଣାପଡ଼ିଥିଲା। ସେଇ ନମ୍ବରରେ ପୂଜାତାର ସବୁ ଘଟଣା ସମ୍ପର୍କରେ କହିଥିଲା। ରଫିକ୍‌ ଆଶ୍ଚର୍ଯ୍ୟ ହୋଇ ଆସିଥିବା ନମ୍ବରରେ ଭିଡିଓ କଲ କରିଥିଲା।

ଏହା ପରେ ରଫିକ୍‌ ପୂଜାଙ୍କ ମାଆଙ୍କ ସହ ଯୋଗାଯୋଗ କରିଥିଲେ। ପରେ ପରିବାର ଳୋକେ ପୂଜାକୁ ବହୁ କଷ୍ଟରେ ଚିହ୍ନିଥିଲେ। ଏହା ପରେ ପୂଜା ତାଙ୍କ ଘର ଲୋକଙ୍କ ପାଖକୁ ଫେରିଥିଲେ। ତେବେ ପୂଜାଙ୍କ ପରିବାର ଏନେଇ ପୁଲିସକୁ ଜଣାଇବା ପରେ ପୁଲିସ ସେଦିନର ଅପହରଣକାରୀ ହେନେରି ଜୋସେଫ ଡି’ସୌଜାଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story