ପତ୍ନୀଙ୍କୁ କାନ୍ଧରେ ବୋହି ହସ୍ପିଟାଲରେ ପହଞ୍ଚିଲେ ୭୦ ବର୍ଷୀୟ ବୃଦ୍ଧ, କିନ୍ତୁ ଜୀବନ ବଞ୍ଚାଇ ପାରିଲେନି

ମୁମ୍ବାଇ: ମହାମାରୀ କରୋନା ସମୟରେ ଦେଶରେ ଚାଲିଥିବା ବିକଟଳ ସ୍ୱାସ୍ଥ୍ୟସେବାର ଆଉ ଏକ ନଗ୍ନଚିତ୍ର ସାମ୍ନାକୁ ଆସିଛି। ବୟସର ଅପରାହ୍ନରେ ପହଞ୍ଚି ସାରିଥିଲେ ହେଁ ଜଣେ ୭୦ ବର୍ଷୀୟ ବୃଦ୍ଧ ନିଜ ରୋଗୀଣା ପତ୍ନୀଙ୍କ ଜୀବନ ରକ୍ଷା କରିବାକୁ କେମିତି ଶେଷ ଯାଏ ସଂଘର୍ଷ କରିଛନ୍ତି, ତା’ର ଦୃଶ୍ୟ ପୂରା ଦେଶ ଦେଖିଛି। ବୃଦ୍ଧ ଜଣଙ୍କ ତାଙ୍କ ପତ୍ନୀଙ୍କୁ ଦୀର୍ଘ ୪ କିମି ବାଟ କାନ୍ଧରେ ବୋହି ହସ୍ପିଟାଲକୁ ଆଣିଥିଲେ ହେଁ ତାଙ୍କ ଜୀବନ ବଞ୍ଚି ପାରିନାହିଁ। […]

Road

Road

Hemant Lenka
  • Published: Thursday, 09 September 2021
  • Updated: 09 September 2021, 04:48 PM IST

Sports

Latest News

ମୁମ୍ବାଇ: ମହାମାରୀ କରୋନା ସମୟରେ ଦେଶରେ ଚାଲିଥିବା ବିକଟଳ ସ୍ୱାସ୍ଥ୍ୟସେବାର ଆଉ ଏକ ନଗ୍ନଚିତ୍ର ସାମ୍ନାକୁ ଆସିଛି। ବୟସର ଅପରାହ୍ନରେ ପହଞ୍ଚି ସାରିଥିଲେ ହେଁ ଜଣେ ୭୦ ବର୍ଷୀୟ ବୃଦ୍ଧ ନିଜ ରୋଗୀଣା ପତ୍ନୀଙ୍କ ଜୀବନ ରକ୍ଷା କରିବାକୁ କେମିତି ଶେଷ ଯାଏ ସଂଘର୍ଷ କରିଛନ୍ତି, ତା’ର ଦୃଶ୍ୟ ପୂରା ଦେଶ ଦେଖିଛି।

ବୃଦ୍ଧ ଜଣଙ୍କ ତାଙ୍କ ପତ୍ନୀଙ୍କୁ ଦୀର୍ଘ ୪ କିମି ବାଟ କାନ୍ଧରେ ବୋହି ହସ୍ପିଟାଲକୁ ଆଣିଥିଲେ ହେଁ ତାଙ୍କ ଜୀବନ ବଞ୍ଚି ପାରିନାହିଁ। କିନ୍ତୁ ବୃଦ୍ଧଙ୍କ ଏପରି ପ୍ରାୟସ ଦେଶର ସ୍ୱାସ୍ଥ୍ୟ ସେବାର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।

ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାର ଚାନ୍ଦସାଇଲି ଘାଟ ଗାଁରେ ବୁଧବାର ଏପରି ଘଟଣା ଘଟିଛି। ଏଠାରେ ବର୍ଷା ଓ ଭୂସ୍ଖଳନ ଯୋଗୁ ରାସ୍ତା ଗାଁକୁ ଗାଡ଼ି ଆସି ପାରି ନଥିଲା। ଏଥିପାଇଁ ବୃଦ୍ଧ ଜଣଙ୍କ ତାଙ୍କ ପତ୍ନୀଙ୍କୁ କାନ୍ଧରେ ବୋହି ନେଇ ସ୍ଥାନୀୟ ହସ୍ପିଟାଲକୁ ଯାଇଥିଲେ। ପତ୍ନୀଙ୍କୁ ବୃଦ୍ଧ ଜଣଙ୍କ କାନ୍ଧରେ ପକାଇ ଦୀର୍ଘ ୪ କିମି ବାଟ ଚାଲିଚାଲି ପାଦରେ ଅତିକ୍ରମ କରିଥିଲେ। ରାସ୍ତାରେ ଯିବା ପରେ ସେ ଅନେକ ସ୍ଥାନରେ ଥକି ପଡ଼ିଥିଲେ। ତଥାପି ହସ୍ପିଟାଲ ପହଞ୍ଚିବା ଲକ୍ଷ୍ୟରୁ ଓହରି ନଥିଲେ।

୭୦ ବର୍ଷୀୟ ଅଦଲ୍ୟା ପାଦଭିଙ୍କ ୬୫ ବର୍ଷୀୟ ପତ୍ନୀ ସିଦଲୀବାଇଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ି ଯାଇଥିଲା। ତାଙ୍କ ଜ୍ୱର ସମୟ ବିତିବା ସହ ବଢ଼ିବାରେ ମଧ୍ୟ ଲାଗିଥିଲା।

ସିଦଲୀବାଇଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଦଲ୍ୟା ତାଙ୍କୁ ହସ୍ପିଟାଲ ନେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଗାଁ ରାସ୍ତା ବର୍ଷା ଓ ଭୂସ୍ଖଳନ ଯୋଗୁ ଧୋଇ ଯାଇଥିବାରୁ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡ଼ି ଗାଁକୁ ଆସିବା ସମ୍ଭବପର ହୋଇ ନଥିଲା। ଏଭଳି ସ୍ଥିତିରେ ଅଦଲ୍ୟା କାନ୍ଧରେ ପତ୍ନୀଙ୍କୁ ଧରି ହସ୍ପିଟାଲ ଅଭିମୁଖେ ବାହାରିଥିଲେ।

ପତ୍ନୀଙ୍କୁ କାନ୍ଧରେ ପକାଇ ସେ ପ୍ରାୟ ୪ କିମି ବାଟ ଚାଲିଥିଲେ। ବୟସ ୭୦ ହୋଇ ଯାଇଥିବାରୁ ସେ ଠିକ୍‌ ଭାବେ ଚାଲି ପାରୁ ନଥିଲେ। ବାରମ୍ବାର ରାସ୍ତାରେ ପତ୍ନୀଙ୍କୁ ଏଥିପାଇଁ ସେ ରଖୁଥିଲେ। ପୁଣି ବଳ ଜୁଟାଇ ଆଗକୁ ବଢ଼ିଥିଲେ। ଏତେ ପରିଶ୍ରମ ଓ ସଂଘର୍ଷ ପରେ ସେ ତାଙ୍କ ପତ୍ନୀଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ ସତ, ହେଲେ ସେଠାରେ ଡାକ୍ତରମାନେ ସିଦଲୀବାଇଙ୍କୁ ମୃତଘୋଷଣା କରିଥିଲେ। ପ୍ରବଳ ଜ୍ୱର ଯୋଗୁ ଅଧା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲର ଡାକ୍ତର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story