ହ୍ରିତ୍ତିକ ରୋଶନଙ୍କ ବିବାଦୀୟ ବିଜ୍ଞାପନ, କ୍ଷମା ମାଗିଲା ଜୋମାଟୋ

ନୂଆଦିଲ୍ଲୀ: ଟାର୍ଗେଟରେ ହିନ୍ଦୁ ଧର୍ମ। ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଇ ବିବାଦ ଘେରକୁ ଆସିଛି ଜୋମାଟୋ।ମଧ୍ୟପ୍ରଦେଶର ମହାକାଳେଶ୍ୱରଙ୍କ ବିଷୟରେ ବିବାଦୀୟ ବିଜ୍ଞାପନ କରି ଚର୍ଚ୍ଚାରେ ରହିଛି ଜୋମାଟୋ। ତେବେ ବିରୋଧର ସ୍ୱର ଉଠିବା ପରେ ଜୋମାଟୋ କ୍ଷମା ମାଗିବା ସହ ବିବାଦୀୟ ବିଜ୍ଞାପନକୁ ହଟାଇ ଦେଇଛି। ହ୍ରିତିକ ରୋଶନଙ୍କୁ ନେଇ ତିଆରି ହୋଇଥିବା ଏକ ବିଜ୍ଞାପନ ବିବାଦ ଘେରକୁ ଆସିବା ପରେ କ୍ଷମାପ୍ରାର୍ଥନା କରିଛି ଜୋମାଟୋ। ମଧ୍ୟପ୍ରଦେଶର ଜଣେ ପୂଜାରୀ ଏଭଳି ବିଜ୍ଞାପନ ଉପରେ ଆପତ୍ତି […]

hritik

hritik

Tapas Behera
  • Published: Sunday, 21 August 2022
  • Updated: 21 August 2022, 06:32 PM IST

Sports

Latest News

ନୂଆଦିଲ୍ଲୀ: ଟାର୍ଗେଟରେ ହିନ୍ଦୁ ଧର୍ମ। ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଇ ବିବାଦ ଘେରକୁ ଆସିଛି ଜୋମାଟୋ।ମଧ୍ୟପ୍ରଦେଶର ମହାକାଳେଶ୍ୱରଙ୍କ ବିଷୟରେ ବିବାଦୀୟ ବିଜ୍ଞାପନ କରି ଚର୍ଚ୍ଚାରେ ରହିଛି ଜୋମାଟୋ। ତେବେ ବିରୋଧର ସ୍ୱର ଉଠିବା ପରେ ଜୋମାଟୋ କ୍ଷମା ମାଗିବା ସହ ବିବାଦୀୟ ବିଜ୍ଞାପନକୁ ହଟାଇ ଦେଇଛି। ହ୍ରିତିକ ରୋଶନଙ୍କୁ ନେଇ ତିଆରି ହୋଇଥିବା ଏକ ବିଜ୍ଞାପନ ବିବାଦ ଘେରକୁ ଆସିବା ପରେ କ୍ଷମାପ୍ରାର୍ଥନା କରିଛି ଜୋମାଟୋ। ମଧ୍ୟପ୍ରଦେଶର ଜଣେ ପୂଜାରୀ ଏଭଳି ବିଜ୍ଞାପନ ଉପରେ ଆପତ୍ତି ଉଠାଇବା ପରେ କମ୍ପାନୀ କ୍ଷମା ମାଗିଛି।ଏହି ବିଜ୍ଞାପନକୁ ହଟାଇବା ପାଇଁ ଶନିବାର ମହାକାଳେଶ୍ୱର ମନ୍ଦିରର ଦୁଇ ପୂଜକ ଦାବି ରଖିଥିଲେ। ଏହି ବିଜ୍ଞାପନ ହିନ୍ଦୁ ଭାବନାକୁ ଆଘାତ ପହଞ୍ଚାଇଥିବା ସେମାନେ ଅଭିଯୋଗ କରିଥିଲେ। କାରଣ ବିଜ୍ଞାପନରେ ହ୍ରିତିକ ରୋଶନ କହୁଛନ୍ତି ‘ଥାଳି’ର ମନେପଡ଼ିଲା ।

ଉଜ୍ଜୟନିରେ ଅଛି, ତେଣୁ ଭାବିଲି ମହାକାଳରୁ ମଗେଇବି।  ବିଜ୍ଞାପନରେ ହ୍ରିତିକ ରୋସନଙ୍କର ଏହି ‘ମହାକାଳ’ ଶବ୍ଦକୁ ନେଇ ବିବାଦ ଦେଖାଦେଇଛି। ତେବେ ବିରୋଧ ଉଠିବା ପରେ ସ୍ପଷ୍ଟୀକରଣ ରଖିଛି ଜୋମାଟୋ। ସୋଶାଲ ମିଡିଆରେ ଏକ ବୟାନ ଜାରି କରି ଜୋମାଟୋ କହିଛି ଯେ, ଉଜ୍ଜୟନିରେ ଥିବା ମହାକାଳ ମନ୍ଦିରର ଥାଳି କଥା ଆମେ କହୁ ନାହୁଁ। ଏଠାରେ ମହାକାଳ ନାମକ ଏକ ରେସ୍ତୋରାଁ ରହିଛି। ଯେଉଁଠି ରେସ୍ତୋରାଁରେ ଖାଦ୍ୟ ତାଲିକାରେ ‘ଥାଳି’ ରହିଛି।

ଏହା ଭାରି ଲୋକପ୍ରିୟ ମଧ୍ୟ। ଆଉ ଉଜ୍ଜୟନିରେ ଥିବା ଏହି ମହାକାଳ ରେସ୍ତୋରୋଁ ଆମର ଏକ ବଡ଼ ପାର୍ଟନର। ତେଣୁ ଆମେ ତାକୁ ହିଁ ନଜରରେ ରଖି ବିଜ୍ଞାପନ କରିଛୁ। ଆମେ ସମସ୍ତଙ୍କ ଭାବନାକୁ ସମ୍ମାନ ଦେଉ। କାହାର ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ। ତେଣୁ ଆମେ ଦାୟିତ୍ୱସମ୍ପନ୍ନ ଭାବେ କ୍ଷମା ମାଗୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story