ମାନବ ଚାଲାଣ ମାମଲାରେ ଜାମିନ୍‌ ପାଇଲେ ଦଲେର ମେହେନ୍ଦୀ  

ଚଣ୍ଡିଗଡ଼: ୨୦୦୩ ବେଆଇନ୍‌ ମାନବ ଚାଲାଣ ମାମଲାରେ ଜାମିନ ପାଇଛନ୍ତି ପ୍ରିସଦ୍ଧ ପଞ୍ଜାବୀ ଗାୟକ ଦଲେର ମେହେନ୍ଦୀ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଗୁରୁବାର ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ଗତ ଜୁଲାଇ ୨୩ରେ ଦଲେର ମେହେନ୍ଦୀଙ୍କୁ   ତଳ କୋର୍ଟ  ଦୋଷୀ ସାବ୍ୟସ୍ତ କରିଥିଲେ। ପରେ ତାଙ୍କୁ  ପଟିଆଲା ଜେଲରେ ରହିବାକୁ ପଡ଼ିଥିଲା । କୋର୍ଟ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ୨୦୦୩ ମସିହାରେ ତାଙ୍କ ନାଁରେ ଏହି ମାମଲା ରୁଜୁ ହୋଇଥିଲା। ଅଭିଯୋଗ […]

daler-mehndi

daler-mehndi

Tapas Behera
  • Published: Thursday, 15 September 2022
  • Updated: 15 September 2022, 04:56 PM IST

Sports

Latest News

ଚଣ୍ଡିଗଡ଼: ୨୦୦୩ ବେଆଇନ୍‌ ମାନବ ଚାଲାଣ ମାମଲାରେ ଜାମିନ ପାଇଛନ୍ତି ପ୍ରିସଦ୍ଧ ପଞ୍ଜାବୀ ଗାୟକ ଦଲେର ମେହେନ୍ଦୀ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଗୁରୁବାର ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ଗତ ଜୁଲାଇ ୨୩ରେ ଦଲେର ମେହେନ୍ଦୀଙ୍କୁ   ତଳ କୋର୍ଟ  ଦୋଷୀ ସାବ୍ୟସ୍ତ କରିଥିଲେ। ପରେ ତାଙ୍କୁ  ପଟିଆଲା ଜେଲରେ ରହିବାକୁ ପଡ଼ିଥିଲା । କୋର୍ଟ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ୨୦୦୩ ମସିହାରେ ତାଙ୍କ ନାଁରେ ଏହି ମାମଲା ରୁଜୁ ହୋଇଥିଲା।

ଅଭିଯୋଗ ଅନୁଯାୟୀ, ଦଲେର ମେହେନ୍ଦୀ, ତାଙ୍କ ଭାଇ ସମଶେର ଓ ଆଉ କିଛି ବ୍ୟକ୍ତି ମିଶି ଲୋକଙ୍କୁ ବେଆଇନ ଭାବେ ବିଦେଶକୁ ପଠାଉଥିଲେ। ସେହି ଲୋକମାନଙ୍କୁ ସେମାନେ ତାଙ୍କ ଟ୍ରୁପ୍‌ର ସଦସ୍ୟ ବୋଲି ଦର୍ଶାଉଥିଲେ। ଅଭିଯୋଗକାରୀମାନେ ଦର୍ଶାଇଥିଲେ ଯେ ଦଲେର ଓ ତାଙ୍କ ସାଥୀମାନେ ସେମାନଙ୍କୁ ବିଦେଶ ପଠାଇବାକୁ ସେମାନଙ୍କଠାରୁ ଏକ କୋଟି ଟଙ୍କା ନେଇଥିଲେ। କିନ୍ତୁ ସେମାନେ ବିଦେଶ ଯାଇପାରି ନଥିଲେ। ଏହା ପରେ ଦଲେର ଓ ତାଙ୍କ ସାଥୀମାନେ ସେମାନଙ୍କୁ ସେମାନଙ୍କ ଟଙ୍କା ଫେରାଇ ନ ଥିଲେ।

ଦଲେର ଓ ତାଙ୍କ ଭାଇ ୧୯୯୮ ଓ ୧୯୯୯ରେ ଯଥାକ୍ରମେ ଦୁଇଟି ଗ୍ରୁପ୍‌ରେ ୧୦ ଜଣ ଲୋକଙ୍କୁ ବେଆଇନ ଭାବେ ଆମେରିକା ପଠାଇଥିଲେ। ୨୦୦୩ରେ ପଟିଆଲା ସଦର ପୋଲିସ୍ ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା। ବଲଭେରା ଗାଁର ବକଶିଶ ସିଂହ ଥିଲେ ଏହାର ମୁଖ୍ୟ ଅଭିଯୋଗକାରୀ। ଥାନାରେ ମାମଲା ରୁଜୁ ହେବା ପରେ ଦଲେର ଗିରଫ ହୋଇଥିଲେ। ଅବଶ୍ୟ କିଛି ଦିନ ପରେ ତାଙ୍କୁ ଜାମିନ ମିଳି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story