କୁହୁଡି ହେଲା କାଳ, ଚାଲିଗଲା ୬ ଜୀବନ

ଲକ୍ଷ୍ନୌ: କାଳ ସାଜିଲା ଘନ କୁହୁଡି। କାର୍ ଓ ଟ୍ରାକ ମଧ୍ୟରେ ଧକ୍କା ହେବା ଫଳରେ ଚାଲିଗଲା ୬ ଜୀବନ। ଆଜି ସକାଳୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ଟି ପୂରାପୁରି ନଷ୍ଟ ହୋଇଯାଇଛି। କାର୍‌ରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ମୃତଦେହଗୁଡିକ କାର୍‌ ଭିତରୁ ବାହାର କରିଛି ପୁଲିସ। ଏହି ଦୁର୍ଘଟଣାଟି କନୌଜ ତାଲଗ୍ରାମ ପୁଲିସ ଷ୍ଟେସନ […]

accident

accident

Madhupriya Mistry
  • Published: Saturday, 13 February 2021
  • Updated: 13 February 2021, 08:30 AM IST

Sports

Latest News

ଲକ୍ଷ୍ନୌ: କାଳ ସାଜିଲା ଘନ କୁହୁଡି। କାର୍ ଓ ଟ୍ରାକ ମଧ୍ୟରେ ଧକ୍କା ହେବା ଫଳରେ ଚାଲିଗଲା ୬ ଜୀବନ। ଆଜି ସକାଳୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ଟି ପୂରାପୁରି ନଷ୍ଟ ହୋଇଯାଇଛି। କାର୍‌ରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ମୃତଦେହଗୁଡିକ କାର୍‌ ଭିତରୁ ବାହାର କରିଛି ପୁଲିସ।

ଏହି ଦୁର୍ଘଟଣାଟି କନୌଜ ତାଲଗ୍ରାମ ପୁଲିସ ଷ୍ଟେସନ ନିକଟରେ ଘଟିଛି। କୁହାଯାଉଛି ଯେ, କାର୍‌ରେ ଥିବା ସମସ୍ତ ବ୍ୟକ୍ତି ଲକ୍ଷ୍ନୌ ଅଞ୍ଚଳର । ଏମାନେ ସକାଳୁ ବାଲାଜୀ ଦର୍ଶନ ପାଇଁ ଯାଉଥିଲେ। ତେବେ ଘନ କୁହୁଡି ଯୋଗୁଁ ରାସ୍ତା ଭଲଭାବେ ଦୃଶ୍ୟମାନ ହୋଇନଥିଲା। ଫଳରେ ଦ୍ରୁତଗତିରେ ଆସୁଥିବା କାର୍‌ଟି ଟ୍ରକ ପଛପଟେ ବାଡେଇ ହୋଇଥିଲା।

ଘଟଣାସ୍ଥଳରେ ହିଁ ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଲିସ ପହଞ୍ଚି ସମସ୍ତ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାର ସୂଚନା ମୃତକଙ୍କ ସମ୍ପର୍କୀୟଙ୍କୁ ଦିଆଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story