୫୦% ବିମାନରେ ୨ ମାସ ସେବା ଯୋଗାଇବ ସ୍ପାଇସଜେଟ୍‌

ନୂଆଦିଲ୍ଲୀ: ବାରମ୍ବାର ବୈଷୟିକ ତ୍ରୁଟିର ସମ୍ମୁଖୀନ ହେଉଥିବା ସ୍ପାଇସଜେଟ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିଜିସିଏ। ଆସନ୍ତା ୮ ସପ୍ତାହ ଅର୍ଥାତ ୨ ମାସ ଯାଏ ସ୍ପାଇସଜେଟ କେବଳ ୫୦% ବିମାନ ଦ୍ୱାରା ଲୋକଙ୍କୁ ସେବା ଯୋଗାଇବ। କମ୍ପାନୀର ବାକି ୫୦% ବିମାନ ଉଡ଼ାଣ କରିବ ନାହିଁ। ଜୁନ ୧୯ରେ ତାରିଖରୁ ଇତି ମଧ୍ୟରେ ସ୍ପାଇସଜେଟର ୮ଟି ବିମାନ ବୈଷୟିକ ତ୍ରୁଟି ସାମ୍ନାକୁ ଆସିଛି। ଏଥିପାଇଁ ଡିଜିସିଏ ଜୁଲାଇ ୬ରେ ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟି […]

spicejet

spicejet

Hemant Lenka
  • Published: Wednesday, 27 July 2022
  • Updated: 27 July 2022, 09:24 PM IST

Sports

Latest News

ନୂଆଦିଲ୍ଲୀ: ବାରମ୍ବାର ବୈଷୟିକ ତ୍ରୁଟିର ସମ୍ମୁଖୀନ ହେଉଥିବା ସ୍ପାଇସଜେଟ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିଜିସିଏ। ଆସନ୍ତା ୮ ସପ୍ତାହ ଅର୍ଥାତ ୨ ମାସ ଯାଏ ସ୍ପାଇସଜେଟ କେବଳ ୫୦% ବିମାନ ଦ୍ୱାରା ଲୋକଙ୍କୁ ସେବା ଯୋଗାଇବ। କମ୍ପାନୀର ବାକି ୫୦% ବିମାନ ଉଡ଼ାଣ କରିବ ନାହିଁ। ଜୁନ ୧୯ରେ ତାରିଖରୁ ଇତି ମଧ୍ୟରେ ସ୍ପାଇସଜେଟର ୮ଟି ବିମାନ ବୈଷୟିକ ତ୍ରୁଟି ସାମ୍ନାକୁ ଆସିଛି। ଏଥିପାଇଁ ଡିଜିସିଏ ଜୁଲାଇ ୬ରେ ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟି ଜାରି କରିଥିଲା। ଏହାପରେ ଆଜି ଡିଜିସିଏ କମ୍ପାନୀ କେବଳ ୫୦% ବିମାନରେ ସେବା ଯୋଗାଇ ବୋଲି ନିର୍ଦ୍ଦେଶ ଦେଇଛି।

ବୁଧବାର ଡିଜିସିଏ ତା’ର ନିର୍ଦ୍ଦେଶନାମାରେ କହିଛି ଯେ ସୁରକ୍ଷା ଦୃଷ୍ଟିରୁ ସ୍ପାଇସଜେଟର ବିଭିନ୍ନ ବିମାନକୁ ଯାଞ୍ଚ କରାଯାଇଥିଲା। ଏଥିସହ କମ୍ପାନୀ ତା’ର କାଣର ଦର୍ଶାଅ ନୋଟିସରେ ମଧ୍ୟ ବିଭିନ୍ନ ତଥ୍ୟ ଦେଇଛି। ସବୁ କିଛିର ଯାଞ୍ଚ କରାଯିବା ପରେ ଆସନ୍ତା ୮ ସପ୍ତାହ ପାଇଁ କମ୍ପାନୀ କେବଳ ୫୦% ବିମାନ ଦ୍ୱାରା ସେବା ଯୋଗାଇ ପାରିବ ବୋଲି ନିଷ୍ପତ୍ତି ହୋଇଛି। ଏହି ୮ ସପ୍ତାହର ଉଡ଼ାଣ ବେଳେ ସ୍ପାଇସଜେଟ ଉପରେ ଡିଜିସିଏ ନଜର ରଖିବ। ସ୍ପାଇସଜେଟ ଯାତ୍ରୀଙ୍କ ସୁରକ୍ଷିତ ଉଡ଼ାଣ କରିବାର ବ୍ୟବସ୍ଥାକୁ ପୂରଣ କରି ପାରି ନଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ କମ୍ପାନୀ କହିଛି ଯେ ଡିଜିସିଏର ସବୁ ନିର୍ଦ୍ଦେଶକୁ ସ୍ପାଇସଜେଟ ପାଳନ କରିବ। ସେହିପରି ଲୋକଙ୍କୁ ସେବା ପ୍ରଦାନ କରିବାରେ କୌଣସି ପ୍ରକାରର ଅବହେଳା କରିବ ନାହିଁ। କାହାକୁ ବି ବିମାନ ଟିକେଟ ବାତିଲ କରିବା ଦରକାର ନାହିଁ। ବିମାନ ସେବା ଉପରେ ଡିଜିସିଏ ନିର୍ଦ୍ଦେଶର କୌଣସି ପ୍ରଭାବ ପଡ଼ିବନି। ଲୋକଙ୍କୁ ପୂର୍ବଭଳି ସ୍ୱାଭାବିକ ଭାବେ ସେବା ଯୋଗାଇ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story