ପୋକରେ ଭିଟାମିନ ଅଛି, ମଧ୍ୟାହ୍ନଭୋଜନ ଖାଇଦିଅ: ପ୍ରିନ୍ସପାଲ

ପାଟନା: ପୋକରେ ଭିଟାମିନ ଥାଏ। ଚୁପଚାପ ଖାଇଦିଅ। ପିଲାମାନଙ୍କୁ ଏମିତି ଧମକାଇଛନ୍ତି ପ୍ରିନ୍ସପାଲ। ବିହାରର ବୈଶାଳି ଜିଲା ଲାଲଗଞ୍ଜ ଅତତୁଲ୍ଲାହପୁର ସ୍ଥିତ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ଏହି ଘଟଣା ଆସିଛି  । ମଧ୍ୟାହ୍ନ ଭୋଜନରେ ପୋକ ବାହାରିବା ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ବଦଳରେ ଓଲଟି ଧମକ ଦେଇଛନ୍ତି ପ୍ରିନ୍ସପାଲ। ଖାଦ୍ୟରେ ପୋକ ବାହାରିଥିବା ଜାଣି ସ୍କୁଲର ପ୍ରିନ୍ସିପାଲ କହିଥିଲେ ଯେ, ପୋକରେ ଭିଟାମିନ ଥାଏ। ଚୁପଚାପ ଖାଇଦିଅ। କେବଳ ଏତିକି ନୁହେଁ, ଯେତେବେଳେ ଛାତ୍ରଛାତ୍ରୀମାନେ […]

mid-day-mill

mid-day-mill

Tapas Behera
  • Published: Sunday, 13 November 2022
  • Updated: 13 November 2022, 05:39 PM IST

Sports

Latest News

ପାଟନା: ପୋକରେ ଭିଟାମିନ ଥାଏ। ଚୁପଚାପ ଖାଇଦିଅ। ପିଲାମାନଙ୍କୁ ଏମିତି ଧମକାଇଛନ୍ତି ପ୍ରିନ୍ସପାଲ। ବିହାରର ବୈଶାଳି ଜିଲା ଲାଲଗଞ୍ଜ ଅତତୁଲ୍ଲାହପୁର ସ୍ଥିତ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ଏହି ଘଟଣା ଆସିଛି  । ମଧ୍ୟାହ୍ନ ଭୋଜନରେ ପୋକ ବାହାରିବା ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ବଦଳରେ ଓଲଟି ଧମକ ଦେଇଛନ୍ତି ପ୍ରିନ୍ସପାଲ। ଖାଦ୍ୟରେ ପୋକ ବାହାରିଥିବା ଜାଣି ସ୍କୁଲର ପ୍ରିନ୍ସିପାଲ କହିଥିଲେ ଯେ, ପୋକରେ ଭିଟାମିନ ଥାଏ। ଚୁପଚାପ ଖାଇଦିଅ।

କେବଳ ଏତିକି ନୁହେଁ, ଯେତେବେଳେ ଛାତ୍ରଛାତ୍ରୀମାନେ ଏପରି କରିବାକୁ ମନା କରିଦେଲେ, ପ୍ରିନ୍ସିପାଲ ସେମାନଙ୍କ ମଧ୍ୟରୁ ଜଣଙ୍କର ହାତ ଭାଙ୍ଗିଦେଇଥିଲେ ବୋଲି ଅଭିଯୋଗ ହୋଇଛି। ବିଦ୍ୟାଳୟରେ ଏନେଇ ହଙ୍ଗାମା ହେବା ପରେ ଏବେ ଶିକ୍ଷା ବିଭାଗ ପକ୍ଷରୁ ଏହି ଘଟଣାର ଅନୁସନ୍ଧାନ କରାଯାଉଛି। ଉକ୍ତ ବିଦ୍ୟାଳୟରେ ଶନିବାର ମଧ୍ୟ ଭୋଜନ ଦିଆ ଯାଇଥିଲା। କିନ୍ତୁ ଛାତ୍ରଛାତ୍ରୀମାନେ ଯେତେବେଳେ ଖାଦ୍ୟ ଖାଇବାକୁ ବସିଲେ, ସେତେବେଳେ ସେମାନେ ଭାତରେ ପୋକ ଦେଖିଥିଲେ।

ଏନେଇ ସେମାନେ ପ୍ରଧାନଶିକ୍ଷକ ମୋ. ମିସୱାଉଦ୍ଦୀନଙ୍କ ନିକଟରେ ଅଭିଯୋଗ କରିଥିଲେ। ପିଲାଙ୍କୁ ଭଲ ଖାଦ୍ୟ ଦେବା ପରିବର୍ତ୍ତେ ପ୍ରଧାନଶିକ୍ଷକ ସେମାନଙ୍କୁ କିଛି ଅଦ୍ଭୁତ ଉତ୍ତର ଦେଇଥିଲେ। ପ୍ରଧାନଶିକ୍ଷକ କହିଥିଲେ, ପୋକରେ ଭିଟାମିନ୍‌ ଥାଏ, ଚୁପ୍‌ଚାପ୍‌ ଖାଅ’। ହେଲେ ପିଲାମାନେ ଖାଦ୍ୟ ଖାଇବାକୁ ମନା କରିବାରୁ ମିସୱାଦ୍ଦିନ ସେମାନଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ଏହା ଦ୍ବାରା ଜଣେ ଛାତ୍ରଙ୍କର ହାତ ଭାଙ୍ଗିବାରୁ ଉତ୍ତେଜନା ବଢ଼ିଥିଲା। ଏବେ ଶିକ୍ଷା ବିଭାଗ କାନରେ କଥା ପଡ଼ିବାରୁ ଏହାର ତଦନ୍ତ ଆରମ୍ଭ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story