ହିଜାବ ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହିଜାବ ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଲଗାତାର ୧୦ ଦିନ ଶୁଣାଣି ଚାଲିବା ପରେ ଆଜି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। କର୍ଣ୍ଣାଟକ ହାଇକୋର୍ଟଙ୍କ ହିଜାବ ପ୍ରତିପକ୍ଷ ରାୟ ଏବଂ ତଥା ଏଥିରେ ଧାର୍ମିକ ପ୍ରସଙ୍ଗ ଏବଂ ପିଏଫଆଇର ଭୂମିକାକୁ ନେଇ ଶୁଣାଣି ହୋଇଥିଲା। କର୍ଣ୍ଣାଟକ ହାଇକୋର୍ଟଙ୍କ  ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟରେ ଚାଲିଥିବା ୧୦ ଦିନିଆ ଶୁଣାଣିରେ ସଲିସିଟର ଜେନେରାଲ ତୁସାର ମେହେଟ୍ଟା , […]

Supreme-Court

Supreme-Court

Tapas Behera
  • Published: Thursday, 22 September 2022
  • Updated: 22 September 2022, 02:26 PM IST

Sports

Latest News

ନୂଆଦିଲ୍ଲୀ: ହିଜାବ ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଲଗାତାର ୧୦ ଦିନ ଶୁଣାଣି ଚାଲିବା ପରେ ଆଜି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। କର୍ଣ୍ଣାଟକ ହାଇକୋର୍ଟଙ୍କ ହିଜାବ ପ୍ରତିପକ୍ଷ ରାୟ ଏବଂ ତଥା ଏଥିରେ ଧାର୍ମିକ ପ୍ରସଙ୍ଗ ଏବଂ ପିଏଫଆଇର ଭୂମିକାକୁ ନେଇ ଶୁଣାଣି ହୋଇଥିଲା। କର୍ଣ୍ଣାଟକ ହାଇକୋର୍ଟଙ୍କ  ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟରେ ଚାଲିଥିବା ୧୦ ଦିନିଆ ଶୁଣାଣିରେ ସଲିସିଟର ଜେନେରାଲ ତୁସାର ମେହେଟ୍ଟା , କର୍ଣ୍ଣାଟକ ଆଡଭୋକେଟ ଜେନେରାଲ ପ୍ରଭୁଲିଙ୍ଗ , କେନ ଭଦିଗି, ଅତିରିକ୍ତ ସଲିସିଟର ଜେନେରାଲ କେଏମ ନଟରାଜ ପ୍ରମୁଖ ରାଜ୍ୟ ପକ୍ଷରୁ ଯୁକ୍ତି ଦର୍ଶାଇଥିଲେ।

ଅପରପକ୍ଷରେ ବରିଷ୍ଠ ଓକିଲ ଦୂଶ୍ୟନ୍ତ ଦେଭ ଏବଂ ସଲମନ ଖୁରସିଦ ମୁସଲମାନ ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥାପନ କରିଥିଲେ। ଗତ ମାର୍ଚ୍ଚ ୧୫ରେ ଶ୍ରେଣୀଗୃହ ଭିତରେ ହିଜାବ ପିନ୍ଧିବା ଅନୁମତି ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଥିଲେ। କୋର୍ଟ  କହିଥିଲେ ଯେ ଏହା ଇସଲାମରେ ଧର୍ମର ଏକ ଅଂଶ ନୁହେଁ। ସ୍କୁଲ ଏବଂ କଲେଜଗୁଡ଼ିକରେ ସମାନତା, ଅଖଣ୍ଡତା ଏବଂ ପବ୍ଲିକ ଅର୍ଡ଼ରକୁ କ୍ଷୁର୍ଣ୍ଣ କରୁଥିବାରୁ କର୍ଣ୍ଣାଟକ ସରକାର ଶିକ୍ଷାନୁଷ୍ଠାନରେ ହିଜାବ ବାରଣ କରିଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ଅନେକ ଆବେଦନକାରୀ  ସୁପ୍ରିମକୋର୍ଟ ଯାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story