ସୁଶାନ୍ତଙ୍କ ଫାର୍ମହାଉସ୍‌ରେ କ’ଣ ଦେଖିଥିଲେ ତାଙ୍କ ମ୍ୟାନେଜର?

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଡ୍ରଗ୍ସ ଦିଗକୁ ନେଇ ତଦନ୍ତ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବି)। ଏହା ମଧ୍ୟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଗିରଫ ହୋଇସାରିଛନ୍ତି। ତେବେ ଏହି ଡ୍ରଗ୍ସ ଦିଗକୁ ନେଇ ପ୍ରତିଦିନ ନୂଆ ନୂଆ କଥା ଶୁଣିବାକୁ ମିଳୁଛି। ସୁଶାନ୍ତଙ୍କର ମୁମ୍ବାଇର ଲୋନାବାଲାରେ ଏକ ଫାର୍ମହାଉସ୍ ରହିଛି। ଏହି ଫାର୍ମହାଉସ୍‌ର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ରଇଜ୍ ନିକଟରେ […]

sushant singh

sushant singh

Jitendra Garnayak
  • Published: Wednesday, 16 September 2020
  • Updated: 16 September 2020, 03:10 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଡ୍ରଗ୍ସ ଦିଗକୁ ନେଇ ତଦନ୍ତ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବି)। ଏହା ମଧ୍ୟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଗିରଫ ହୋଇସାରିଛନ୍ତି। ତେବେ ଏହି ଡ୍ରଗ୍ସ ଦିଗକୁ ନେଇ ପ୍ରତିଦିନ ନୂଆ ନୂଆ କଥା ଶୁଣିବାକୁ ମିଳୁଛି।

ସୁଶାନ୍ତଙ୍କର ମୁମ୍ବାଇର ଲୋନାବାଲାରେ ଏକ ଫାର୍ମହାଉସ୍ ରହିଛି। ଏହି ଫାର୍ମହାଉସ୍‌ର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ରଇଜ୍ ନିକଟରେ କିଛି ଚାଞ୍ଚଲ୍ୟକର କଥା କହିଛନ୍ତି। ସେ କହିଛନ୍ତି ଯେ ସୌଭିକ ଭଟ୍ଟାଚାର୍ଯ୍ୟ ଓ ସାମୁଏଲ୍‌ ହାଓକିପ୍ (ସୁଶାନ୍ତଙ୍କ ବନ୍ଧୁ) କାଗଜ ରୋଲ୍‌ କରୁଥିବା ଦେଖିଛନ୍ତି। ଥରେ ସେ ଘର ଭିତରକୁ ଚାଲି ଯାଇଥିଲେ। ସେଠାରେ ସାମୁଏଲ୍‌ଙ୍କ ପାଖରେ ଏକ ଟେବୁଲ୍‌ରେ ପଡ଼ିଥିବା ପ୍ଲାଷ୍ଟିକ୍ କଭରରେ କିଛି ସବୁଜ ଦେଖାଯାଉଥିବା ଜିନିଷ ରଖାଯାଇଥିଲା। ସେହିପରି ସେଠାରେ କିଛି ସିଗାରେଟ୍ ମଧ୍ୟ ଥିଲା। ତା’ସହିତ କିଛି କାଗଜକୁ ରୋଲ୍ କରି ରଖାଯାଇଥିଲା।

ସେହିପରି ସୁଶାନ୍ତଙ୍କ ଫାର୍ମହାଉସ୍‌କୁ କେଉଁମାନେ ଆସୁଥିଲେ, ସେ ନେଇ ବି ରଇଜ୍ କହିଛନ୍ତି। ସେ କହିଛନ୍ତି, ଫିଲ୍ମ ‘ଛିଛୋରେ’ର ଶୁଟିଂ ବେଳେ ଶ୍ରଦ୍ଧା କପୁର ଫାର୍ମହାଉସ୍‌କୁ ଥରେ ମାତ୍ର ଆସିଥିଲେ। ତାଙ୍କ ସହିତ ଫିଲ୍ମର ଆଉ କିଛି କଳାକାର ଆସିଥିଲେ। ସେମାନେ ଅପରାହ୍ଣ ପ୍ରାୟ ୪ଟାରୁ ଆସି ରାତି ୧୧ଟା ପର୍ଯ୍ୟନ୍ତ ରହିଥିଲେ। ସାରା ଅଲ୍ଲୀ ଖାନ୍ ୨୦୧୮ ନଭେମ୍ବର ମାସରୁ ଫାର୍ମହାଉସ୍‌କୁ ଆସିବା ଆରମ୍ଭ କରିଥିଲେ ଓ ଏହା ୨୦୧୯ ଜାନୁଆରୀ ମାସ ପର୍ଯ୍ୟନ୍ତ ଜାରି ରହିଥିଲା।

ରଇଜ କହିଛନ୍ତି ଯେ, ସୁଶାନ୍ତଙ୍କ ଫାର୍ମ ହାଉସ୍‌ରେ ସେ ରିଆଙ୍କୁ କେବେ ଦେଖି ନାହାନ୍ତି। କିନ୍ତୁ ଚଳିତ ବର୍ଷ ଜାନୁଆରୀ-ଫେବ୍ରୁଆରୀରେ ସୌଭିକ ସେଠାରେ ପେପର ରୋଲ୍ କରୁଥିବା ଦେଖିଥିଲେ।

ଏନ୍‌ସିବି ନିକଟରେ ରଇଜ୍ ତା’ବୟାନ ରେକର୍ଡ କରିସାରିଛି। ତା’ସହିତ ଜଗଦୀଶ ନାମକ ଜଣେ ଡଙ୍ଗା ଚାଳକଙ୍କର ବୟାନ ମଧ୍ୟ ଏନ୍‌ସିବି ରେକର୍ଡ କରିଛି। ଏହି ଡଙ୍ଗା ଚାଳକଙ୍କ କହିବା ଅନୁଯାୟୀ ଫାର୍ମହାଉସ୍ ପଛରେ ଥିବା ଏକ ଆଇଲ୍ୟାଣ୍ଡରେ ସୁଶାନ୍ତଙ୍କ ସହିତ ସାରା ଅଲ୍ଲୀ ଖାନ୍ ପାର୍ଟି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story