ଲଭ ପାଇଁ କୁଛଭି କରେଗା: ଲିଙ୍ଗ ବଦଳାଇ ଛାତ୍ରୀଙ୍କୁ ବିବାହ କଲେ

ଭରତପୁର: କଥାରେ ଅଛି ପ୍ରେମରେ ସବୁ କିଛି ସମ୍ଭବ। ଜଣେ ପ୍ରେମିକ/ପ୍ରେମିକା ତାଙ୍କ ପ୍ରେମକୁ ପାଇବା ପାଇଁ ଅନେକ କିଛି କରନ୍ତି। ପ୍ରେମପକ୍ଷୀ ନିଜର ଭଲ ପାଇବାକୁ ବିବାହ ରୂପ ଦେବାକୁ ଅନେକ ସମୟରେ ସବୁ କିଛି କରିବାକୁ ରାଜି ବି ହୋଇଯାଆନ୍ତି। ଲଭ ପାଇଁ କୁଛଭି କରେଗା ନାଁରେ ଅନେକ ଫିଲ୍ମ ଓ ଗୀତ ମଧ୍ୟ ରହିଛି। ଏହି ସବୁ କଥା ଓ ଡାଏଲଗର ଜ୍ୱଳନ୍ତ ଉଦାହରଣ ରାଜସ୍ଥାନରୁ ଆସିଛି। ଏଠାରେ ଜଣେ ସ୍କୁଲ ଶିକ୍ଷୟିତ୍ରୀ […]

merra

merra

Hemant Lenka
  • Published: Tuesday, 08 November 2022
  • Updated: 08 November 2022, 02:50 PM IST

Sports

Latest News

ଭରତପୁର: କଥାରେ ଅଛି ପ୍ରେମରେ ସବୁ କିଛି ସମ୍ଭବ। ଜଣେ ପ୍ରେମିକ/ପ୍ରେମିକା ତାଙ୍କ ପ୍ରେମକୁ ପାଇବା ପାଇଁ ଅନେକ କିଛି କରନ୍ତି। ପ୍ରେମପକ୍ଷୀ ନିଜର ଭଲ ପାଇବାକୁ ବିବାହ ରୂପ ଦେବାକୁ ଅନେକ ସମୟରେ ସବୁ କିଛି କରିବାକୁ ରାଜି ବି ହୋଇଯାଆନ୍ତି। ଲଭ ପାଇଁ କୁଛଭି କରେଗା ନାଁରେ ଅନେକ ଫିଲ୍ମ ଓ ଗୀତ ମଧ୍ୟ ରହିଛି। ଏହି ସବୁ କଥା ଓ ଡାଏଲଗର ଜ୍ୱଳନ୍ତ ଉଦାହରଣ ରାଜସ୍ଥାନରୁ ଆସିଛି।

ଏଠାରେ ଜଣେ ସ୍କୁଲ ଶିକ୍ଷୟିତ୍ରୀ ନିଜର ଜଣେ ଛାତ୍ରୀଙ୍କୁ ବିବାହ କରିବା ପାଇଁ ଲିଙ୍ଗ ବଦଳାଇଛନ୍ତି। ଲିଙ୍ଗ ବଦଳାଇବା ପରେ ଶିକ୍ଷୟିତ୍ରୀ ଜଣଙ୍କ ପୁରୁଷ ହୋଇଛନ୍ତି। ଏଥିସହ ସେ ରବିବାର ଛାତ୍ରୀଙ୍କୁ ବିବାହ ମଧ୍ୟ କରିଛନ୍ତି।

ରାଜସ୍ଥାନର ଭରତପୁର ସ୍କୁଲରେ ଲିଙ୍ଗ ବଦଳାଇଥିବା ମୀର ଫିଜିକାଲ ଶିକ୍ଷକ ଭାବେ ଯୋଗଦେଇଥିଲେ। ଏହି ସମୟରେ ସେ କଳ୍ପନା ଫୌଜଦାରଙ୍କ ପ୍ରେମରେ ପଡ଼ିଥିଲେ। ହେଲେ ଉଭୟ ଝିଅ ହୋଇଥିବାରୁ ବିବାହ ସମ୍ଭବ ନୁହେଁ ବୋଲି ମୀରା ଆଶଙ୍କା କରିଥିଲେ। ତେଣୁ ସେ ନିଜର ଲିଙ୍ଗ ବଦଳାଇ କଳ୍ପନାଙ୍କୁ ବିବାହ କରିଛନ୍ତି।

ଲିଙ୍ଗ ବଦଳାଇ ମୀରା ଏବେ ଅରବ କୁଣ୍ଟଲ ହୋଇଯାଇଛନ୍ତି। ସେ କଳ୍ପନାଙ୍କୁ ବିବାହ କରିବା ପରେ କହିଛନ୍ତି, “ପ୍ରେମରେ ସବୁ କିଛି ଠିକ। ତେଣୁ ମୁଁ ମୋର ଲିଙ୍ଗ ବଦଳାଇଛି।”

ମୀରା ପ୍ରଥମେ କଳ୍ପନାଙ୍କୁ ଫିଜିକାଲ କ୍ଲାସ ବେଳେ ସ୍କୁଲରେ ଦେଖିଥିଲେ। କଳ୍ପନା ହେଉଛନ୍ତି ଜଣେ ରାଜ୍ୟସ୍ତରୀୟ କବାଡି ଖେଳାଳି। ସେ ଜାନୁଆରୀ ମାସରେ ଅନ୍ତର୍ଜାତୀୟ କବାଡି ଖେଳିବାକୁ ଦୁବାଇ ଯିବେ। ସ୍କୁଲ ପଡ଼ିଆରେ କଥାବାର୍ତ୍ତା ସମୟରେ ମୀରା ଛାତ୍ରୀ କଳ୍ପନାଙ୍କୁ ଭଲ ପାଇ ବସିଥିଲେ।

କିଛି ଦିନ ପରେ କଳ୍ପନା ମଧ୍ୟ ମୀରାଙ୍କୁ ଭଲ ପାଇବା ଆରମ୍ଭ କରିଥିଲେ। ମୀରା ଝିଅ ହୋଇ ଜନ୍ମ ହୋଇଥିଲେ ମଧ୍ୟ ପିଲାଟି ବେଳୁ ସେ ନିଜକୁ ଜଣେ ପୁଅ ବୋଲି ଭାବୁଥିଲେ। ଶେଷରେ କଳ୍ପନାଙ୍କୁ ଦେଖିବା ପରେ ସେ ପୁଅ ହେବାକୁ ନିଷ୍ପତ୍ତି ନେଇଥିଲେ। ମୀରାରୁ ଅପରେସନ ପରେ ଅରବ କହିଛନ୍ତି, “ମୁଁ ଝିଅ ହୋଇ ଜନ୍ମ ହୋଇଥିଲି ସତ କିନ୍ତୁ ମୁଁ ସବୁବେଳେ ଭାବୁଥିଲି ଯେ ମୁଁ ଜଣେ ପୁଅ। ମୁଁ ସବୁବେଳେ ଅପରେସନ ଦ୍ୱାରା ଲିଙ୍ଗ ବଦଳାଇବାକୁ ଚାହୁଁଥିଲି। ଶେଷରେ ୨୦୧୯ ମସିହା ଡିସେମ୍ବର ମାସରେ ମୁଁ ପ୍ରଥମଥର ପାଇଁ ଲିଙ୍ଗ ପରିବର୍ତ୍ତନ ପାଇଁ ଅପରେସନ କରିଥିଲି। ଏବେ ମୁଁ ସଂପୂର୍ଣ୍ଣ ପୁଅ ହୋଇଯାଇଛି।”

ସେହିପରି ନିଜର ପ୍ରିୟ ଲୋକକୁ ପାଇବା ପରେ କନ୍ୟା କଳ୍ପନା ମଧ୍ୟ ବେଶ ଉତ୍ସାହିତ ହୋଇ ପଡ଼ିଛନ୍ତି। କଳ୍ପନା କହିଛନ୍ତି ସେ ଦୀର୍ଘ ଦିନ ହେଲା ଅରବଙ୍କୁ ନିଜର ଜୀବନ ସାଥୀ ଭାବେ ବାଛି ନେଇଥିଲେ। ଯଦି ବି ସେ ଲିଙ୍ଗ ବଦଳାଇ ନ ଥାଆନ୍ତେ, ତା’ହେଲେ ବି ସେ ତାଙ୍କୁ ବିବାହ କରିଥାଆନ୍ତେ। ସର୍ଜରୀ ପାଇଁ ମୁଁ ନିଜେ ତାଙ୍କ ସହ ଯାଇଥିଲି ବୋଲି କଳ୍ପନା କହିଛନ୍ତି।

ଭାରତରେ ଏପରି ବିବାହ ବିରଳ। ତଥାପି ଉଭୟଙ୍କ ପରିବାର ଲୋକ ଏହି ବିବାହକୁ ସ୍ୱୀକାର କରିଛନ୍ତି। ଏଥିସହ ପରମ୍ପରା ଓ ନୀତିକାନ୍ତି ଅନୁସାରେ ଉଭୟଙ୍କ ବିବାହ ମଧ୍ୟ ପରିବାର ଲୋକ କରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story