ନିର୍ବାଚନ ପୂର୍ବରୁ ମମତାଙ୍କୁ ଭେଟିଲେ ତେଜସ୍ୱୀ, କଂଗ୍ରେସ ବିଷୟରେ ଏମିତି କହିଲେ

କୋଲକାତା: ଆରଜେଡି ନେତା ତେଜସ୍ୱୀ ଯାଦବ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତାରେ ସାକ୍ଷାତ କରିଛନ୍ତି। ବିହାରରେ ଆରଜେଡି ଓ କଂଗ୍ରେସ ଏକାଠି ବିଧାନସଭା ନିର୍ବାଚନ ଲଢ଼ିଥିଲେ। ପଶ୍ଚିମବଙ୍ଗରେ କଂଗ୍ରେସ-ବାମପନ୍ଥୀ ସହ ମେଣ୍ଟ କରି ମମତାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଉଛି। ଏପରି ସ୍ଥିତିରେ କଂଗ୍ରେସର ବିହାର ସହଯୋଗୀ ତେଜସ୍ୱୀ ହଠାତ୍‌ ମମତାଙ୍କୁ ଭେଟିବା ନୂଆ ସମୀକରଣ ସୃଷ୍ଟି କରିଛି। ସୂତ୍ର ଅନୁସାରେ, ମମତାଙ୍କ ଟିଏମସି ସହ ମେଣ୍ଟ କରି ଆରଜେଡି ପଶ୍ଚିମବଙ୍ଗ ନିର୍ବାଚନରେ ସାମିଲ ହେବାକୁ […]

Mamata

Mamata

Hemant Lenka
  • Published: Monday, 01 March 2021
  • Updated: 01 March 2021, 06:36 PM IST

Sports

Latest News

କୋଲକାତା: ଆରଜେଡି ନେତା ତେଜସ୍ୱୀ ଯାଦବ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତାରେ ସାକ୍ଷାତ କରିଛନ୍ତି। ବିହାରରେ ଆରଜେଡି ଓ କଂଗ୍ରେସ ଏକାଠି ବିଧାନସଭା ନିର୍ବାଚନ ଲଢ଼ିଥିଲେ। ପଶ୍ଚିମବଙ୍ଗରେ କଂଗ୍ରେସ-ବାମପନ୍ଥୀ ସହ ମେଣ୍ଟ କରି ମମତାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଉଛି। ଏପରି ସ୍ଥିତିରେ କଂଗ୍ରେସର ବିହାର ସହଯୋଗୀ ତେଜସ୍ୱୀ ହଠାତ୍‌ ମମତାଙ୍କୁ ଭେଟିବା ନୂଆ ସମୀକରଣ ସୃଷ୍ଟି କରିଛି।

ସୂତ୍ର ଅନୁସାରେ, ମମତାଙ୍କ ଟିଏମସି ସହ ମେଣ୍ଟ କରି ଆରଜେଡି ପଶ୍ଚିମବଙ୍ଗ ନିର୍ବାଚନରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛି। ସିଟ୍‌ ଶେୟାରିଂ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ତେଜସ୍ୱସୀ କୋଲକାତାର ନବାନ୍ନାରେ ପହଞ୍ଚିଥିଲେ। ବୈଠକରେ ଉଭୟ ଏ ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ।

ବୈଠକ ପରେ ତେଜସ୍ୱୀ କହିଛନ୍ତି, କଂଗ୍ରେସ ଓ ବାମପନ୍ଥୀଙ୍କ ସହ ଆମର ମେଣ୍ଟ କେବଳ ବିହାରରେ ସୀମିତ। ଆମର କର୍ତ୍ତବ୍ୟ ହେଲା, ମମତା ଦିଦିଙ୍କ ହାତକୁ ଏଠାରେ ଆହୁରି ମଜଭୂତ କରିବା। କାରଣ ଆମକୁ ବିଜେପି ବିରୋଧରେ ଲଢ଼େଇ କରିବାକୁ ପଡ଼ିବ। ବେଙ୍ଗଲରେ ଅନେକ ହିନ୍ଦୀ ଭାଷା କହୁଥିବା ଓ ବୁଝୁଥିବା ଭୋଟର ଅଛନ୍ତି।

ମମତା ଦିଦିଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ ଲାଲୁଜୀ(ତେଜସ୍ୱୀଙ୍କ ବାପା) ନିଷ୍ପତ୍ତି ନେଇଛନ୍ତି। ଆମେ ସବୁବେଳେ ଦିଦିଙ୍କୁ ସମ୍ମାନ କରି ଆସୁଛୁ। ଆମ ଭିତରେ ଭଲ ସମ୍ପର୍କ ରହିଛି। ଆମେ ମମତା ଦିଦିଙ୍କ ସହ ଛିଡ଼ା ହେବୁ ଓ ସାଂପ୍ରଦାୟିକ ରାଜନୀତି କରି ଦେଶକୁ ଭାଙ୍ଗୁଥିବା ଶକ୍ତି ବିରୋଧରେ ଲଢ଼େଇ କରିବୁ। ବିଜେପି ଏଠାରେ କ୍ଷମତା ଦଖଲ କରିବ ବୋଲି ସ୍ୱପ୍ନ ଦେଖୁଛି। ହେଲେ ଏହା କେବେ ବି ବେଙ୍ଗଲରେ ସମ୍ଭବ ହେବନାହିଁ। ମୁଁ ଲୋକଙ୍କୁ ଖାଲି ଏତିକି କହିବି ଯେ ସେମାନେ ଭଲ ଭାବେ ବୁଝି ବିଚାରି ଦଳ ଚୟନ କରନ୍ତୁ। ବିଜେପିକୁ ଦେଖନ୍ତୁ, ଦଳର ସବୁ ନେତା କାମ ଧନ୍ଦା ଛାଡ଼ି ବେଙ୍ଗଲକୁ ଚାଲି ଆସିଛନ୍ତି ବୋଲି ସେ କହିଛନ୍ତି।

ମମତା ବାନାର୍ଜୀ ମଧ୍ୟ ଆରଜେଡିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, “ ବିହାର ବିଧାନସଭା ନିର୍ବାଚନ ବେଳେ ଲାଲୁ ଯାଦବ ଜେଲରୁ ମୁକୁଳିଲେ ନାହିଁ। କାରଣ ସେମାନେ ଜାଣିଥିଲେ ଯେ ଯଦି ଲାଲୁ ବାହାରକୁ ଆସିବେ, ତା’ହେଲେ ସେମାନେ(ବିଜେପି-ଜେଡିୟୁ) ନିର୍ବାଚନ ହାରିଯିବେ। ସେମାନେ ଚିଟ୍‌ କରି ବିହାର ବିଧାନସଭା ନିର୍ବାଚନ ଜିତିଛନ୍ତି। ତେଜସ୍ୱୀ ଲଢ଼େଇ କରିଥିଲେ ମୁଁ ବି ଲଢ଼େଇ କରୁଛି। ଦେଖଯାଉ ସେମାନେ ଏବେ କ’ଣ କରୁଛନ୍ତି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story