ବର ସାଜିବେ ଲାଲୁଙ୍କ ଗେଲ୍ହା ପୁଅ, ଦିଲ୍ଲୀରେ ହେବ ନିର୍ବନ୍ଧ

ପାଟନା: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଘରେ ବାଜିବ ସାହାନାଇ। ବର ସାଜିବେ ତାଙ୍କ ଗେଲ୍ହା ପୁଅ ଜେତସ୍ୱୀ ଯାଦବ। ରାଜଧାନୀ ଦିଲ୍ଲୀରେ ହେବ ନିର୍ବନ୍ଧ। ବିହାରର ବିରୋଧୀ ଦଳ ନେତା ତେଜସ୍ୱୀଙ୍କ ବିବାହ ପକ୍କା ହୋଇସାରିଥିବା ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଆସନ୍ତାକାଲି ଲାଲୁଙ୍କ ସାନ ପୁଅ ତେଜସ୍ୱୀଙ୍କ ଦିଲ୍ଲୀରେ ନିର୍ବନ୍ଧ ହେବ। ଏଥିପାଇଁ ଲାଲୁଙ୍କ ପୂରା ପରିବାର ଏବେ ଦିଲ୍ଲୀରେ ଡେରା ପକାଇଛି। ତେଜସ୍ୱୀ, ଭାଇ ତେଜପ୍ରତାପ, ବାପା ଲାଲୁ, ମା’ […]

tejaswi-yadav marriage

tejaswi-yadav marriage

Madhupriya Mistry
  • Published: Wednesday, 08 December 2021
  • Updated: 08 December 2021, 01:20 PM IST

ପାଟନା: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଘରେ ବାଜିବ ସାହାନାଇ। ବର ସାଜିବେ ତାଙ୍କ ଗେଲ୍ହା ପୁଅ ଜେତସ୍ୱୀ ଯାଦବ। ରାଜଧାନୀ ଦିଲ୍ଲୀରେ ହେବ ନିର୍ବନ୍ଧ। ବିହାରର ବିରୋଧୀ ଦଳ ନେତା ତେଜସ୍ୱୀଙ୍କ ବିବାହ ପକ୍କା ହୋଇସାରିଥିବା ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଆସନ୍ତାକାଲି ଲାଲୁଙ୍କ ସାନ ପୁଅ ତେଜସ୍ୱୀଙ୍କ ଦିଲ୍ଲୀରେ ନିର୍ବନ୍ଧ ହେବ। ଏଥିପାଇଁ ଲାଲୁଙ୍କ ପୂରା ପରିବାର ଏବେ ଦିଲ୍ଲୀରେ ଡେରା ପକାଇଛି। ତେଜସ୍ୱୀ, ଭାଇ ତେଜପ୍ରତାପ, ବାପା ଲାଲୁ, ମା’ ରାବ୍ରୀ ଦେବୀ, ଭଉଣୀ ମିସା ଭାରତୀଙ୍କ ସମେତ ଅନ୍ୟ ପରିବାର ଲୋକ ମଧ୍ୟ ଦିଲ୍ଲୀରେ ଅଛନ୍ତି। କୁହାଯାଉଛି ଏହି ନିର୍ବନ୍ଧରେ କେବଳ ୫୦ ଜଣ ସାମିଲ ହେବ। କେବଳ ପରିବାର ଲୋକଙ୍କ ସହ କିଛି ଘନିଷ୍ଠ ସର୍ମ୍ପକୀୟ ଯୋଗଦେବେ। ଦୀର୍ଘ ଦିନ ପରେ ପୁଣିଥରେ ଲାଲୁଙ୍କ ଘରେ ସାହାନାଇ ବାଜିବ ବୋଲି ଜଣାପଡିଛି । ଏହି ନିବର୍ନ୍ଧକୁ ଅତି ଗୋପନୀୟ ରଖାଯାଇଛି । ଏପରିକି କାହା ସହ ତେଜସ୍ୱୀଙ୍କର ନିବର୍ନ୍ଧ ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ନିବର୍ନ୍ଧ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ପୂର୍ବରୁ ଅନେକଥର କ୍ୟାମେରା ସାମ୍ନାରେ ବିବାହକୁ ନେଇ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ସେ ଏହାକୁ ଏଡାଇ ଯାଆନ୍ତି ତେଜସ୍ୱୀ। ଏପରିକି ୨୦୨୦ ନିର୍ବାଚନ ଶେଷ ହେବା ସହ ବାପା ଲାଲୁଙ୍କୁ ଜାମିନ ମିଳିବା ପରେ ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ବୋଲି ସଂକେତ ଦେଇଥିଲେ ତେଜସ୍ୱୀ । ଆଉ ଏବେ ଏହା ପୂରା ହେବାକୁ ଯାଉଛି ।

ଏକଦା ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଥିବା ବେଳେ ତେଜସ୍ୱୀଙ୍କ ନିକଟରୁ ମାଲ ମାଲ ବିବାହ ପ୍ରସ୍ତାବ ଆସିଥିଲା। ସରକାରୀ ୱେବସାଇଟ୍‌ରେ ମଧ୍ୟ ତାଙ୍କ ପାଇଁ ବିବାହ ପ୍ରସ୍ତାବର ଲାଇନ୍‌ ଲାଗିଥିଲା। ସେତେବେଳେ ତେଜସ୍ୱୀ ଯାଦବଙ୍କ ପକ୍ଷରରୁ ଏକ ହ୍ୱାଟସ୍‌ଆପ୍‌ ନମ୍ବର ଜାରି କରି ଯେଉଁଠି ଖରାପ ସଡକ ଥିବ ତା'ର ଶେୟାର କରିବା ପାଇଁ କୁହାଯାଇଥିଲା। କିନ୍ତୁ ଏହି ହ୍ୱାଟସଆପ୍‌ ନମ୍ବରରେ ଖରାପ ସଡକ ବଦଳରେ ଆସିଥିବା ଝିଅଙ୍କ ମାଳମାଳ ବିବାହ ପ୍ରସ୍ତାବ।

ସେତେବେଳେ ତାଙ୍କ ପାଖକୁ ପ୍ରାୟ ୪୪ ହଜାରଟି ବିବାହ ପ୍ରସ୍ତାବ ଆସିଥିଲା। ସେହି ସମୟରେ ତେଜସ୍ୱୀ ବିବାହ ପାଇଁ ଆସିଥିବା ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିସହ ବିବାହ ପାଇଁ ବାପା-ମା' ଯେଉଁ ଝିଅ ବାଛିବେ ତାଙ୍କୁ ବିବାହ କରିବେ ବୋଲି ଗଣମାଧ୍ୟମରେ କହିଥିଲେ ତେଜସ୍ୱୀ।

ଲାଲୁଙ୍କର ୭ ଝିଅ ଓ ୨ ପୁଅ ଥିବା ବେଳେ ସମସ୍ତେ ବିବାହ କରି ସାରିଛନ୍ତି। ତେଜସ୍ୱୀ ସବୁଠୁ ସାନ ଥିବା ବେଳେ ଲାଲୁଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ନିଜକୁ ସାମ୍ନାକୁ ଆଣୁଛନ୍ତି। ଲାଲୁଙ୍କ ଅନୁପସ୍ଥିତିରେ ତେଜସ୍ୱୀ ହିଁ ଦଳର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଏବେ ସେ ବିରୋଧୀ ଦଳ ନେତା ରହିଛନ୍ତି। ଏହାପୂର୍ବରୁ ବଡ ଭାଇ ତେଜପ୍ରତାପ ୨୦୧୮ରେ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲା। କିନ୍ତୁ ଏହି ବିବାହ ବେଶି ଦିନ ତିଷ୍ଠି ନଥିଲା। ହାଇଭୋଲଟେଜ ଡ୍ରାମା ପରେ ତେଜସ୍ୱୀଙ୍କର ବଡଭାଇଙ୍କର ବିବାହ ବିଚ୍ଛେଦ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story