ଦେଶୀ କ୍ୱାରେଣ୍ଟାଇନ ସେଣ୍ଟର! ଗଛରେ ବିତିଲା ୧୧ ଦିନ

ହାଇଦ୍ରାବାଦ: ଦେଶର କୋଣ ଅନୁକୋଣକୁ ଏବେ କୋଭିଡ ବିସ୍ତାର କରିସାରିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ସଂଘରୋଧ କେନ୍ଦ୍ର ବା କ୍ୱାରେଣ୍ଟାଇନ ସେଣ୍ଟର ତିଆରି କରାଯାଉଛି। ହେଲେ ଦେଢ଼ ବର୍ଷ ପରେ ବି ଏମିତି ଜିଲ୍ଲା ରହିଛି ଯେଉଁଠି କରୋନା ଭାଇରସ ପହଞ୍ଚିଛି ହେଲେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା, ଏବଂ ସଂଘରୋଧ କେନ୍ଦ୍ରର ବ୍ୟବସ୍ଥା ହୋଇପାରିନି। ଯେଉଁଥିପାଇଁ ଜଣେ ଯୁବକ କରୋନାରେ ଆକ୍ରାନ୍ତ ହେବା ପରେ ଘରେ କି […]

hospital-quarentine

hospital-quarentine

Subhransu Sekhar
  • Published: Sunday, 16 May 2021
  • Updated: 16 May 2021, 08:26 PM IST

Sports

Latest News

ହାଇଦ୍ରାବାଦ: ଦେଶର କୋଣ ଅନୁକୋଣକୁ ଏବେ କୋଭିଡ ବିସ୍ତାର କରିସାରିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ସଂଘରୋଧ କେନ୍ଦ୍ର ବା କ୍ୱାରେଣ୍ଟାଇନ ସେଣ୍ଟର ତିଆରି କରାଯାଉଛି। ହେଲେ ଦେଢ଼ ବର୍ଷ ପରେ ବି ଏମିତି ଜିଲ୍ଲା ରହିଛି ଯେଉଁଠି କରୋନା ଭାଇରସ ପହଞ୍ଚିଛି ହେଲେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା, ଏବଂ ସଂଘରୋଧ କେନ୍ଦ୍ରର ବ୍ୟବସ୍ଥା ହୋଇପାରିନି। ଯେଉଁଥିପାଇଁ ଜଣେ ଯୁବକ କରୋନାରେ ଆକ୍ରାନ୍ତ ହେବା ପରେ ଘରେ କି ସ୍ଥାନୀଯ ଅଞ୍ଚଳରେ ସଂଘରୋଧର ବ୍ୟବସ୍ଥା ନଥିବାରୁ ଗଛ ଉପରେ ୧୧ ଦିନ ବିତାଇଛନ୍ତି।

ଆକ୍ରାନ୍ତଙ୍କ ନାମ ଶିବା। ବୟସ ୧୮ ବର୍ଷ। ଶିବାଙ୍କ ଘରେ ବହୁତ ଲୋକ ରୁହନ୍ତି। ଏକୁଟିଆ ରହିବା ପାଇଁ ସ୍ୱତନ୍ତ୍ର ରୁମ୍ ନାହିଁ। ଆଉ ଗାଁରେ କୋଭିଡ କେୟାର ବା ସଂଘରୋଧ କେନ୍ଦ୍ର ନାହିଁ। ତେଣୁ ପରିବାର ଲୋକଙ୍କୁ ସୁରକ୍ଷିତ ରଖିବାକୁ ଯାଇ ସେ ଘର ପାଖରେ ଥିବା ଏକ ଗଛକୁ ଭରସା କରିଥିଲେ। ଆଉ ଉପସ୍ଥିତ ବୁଦ୍ଧି ଖଟାଇ ଗଛରେ ଥିବା ଡାଳକୁ ଡାଳ ବାଉଁଶ ଜରିଆରି ଯୋଡ଼ିଥିଲେ। ଆଉ ଏକ ବେଡ୍ ତିଆରି କରିଥିଲେ। ଆଉ ଗଛରେ ବାଉଁଶ ଭାଡି ତିଆରି କରି ୧୧ ଦିନ ଧରି ଗଛ ଉପରେ ନିଜର କ୍ୱାରେଣ୍ଟାଇନ ଅବଧି ବିତାଇଛନ୍ତି।

ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ରହିଛି ଶିବାଙ୍କ ଗାଁ କୋଥାନାଣ୍ଡିକୋଣ୍ଡା। ଶିବା ମେ ୪ରେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡ଼ିଥିଲା। ଏହାପରେ ଶିବାଙ୍କୁ ଘରେ ଏକାନ୍ତବାସରେ ରହିବାକୁ କହିଥିଲେ ଡାକ୍ତର। ହେଲେ ଘରେ ଏକୁଟିଆ ରହିବାକୁ ଘର ନଥିବାରୁ ଗଛ ଉପରେ ବାଉଁଶ ଭାଡି ତିଆରି କରିବାକୁ ଚିନ୍ତା କରିଥିଲେ ବୋଲି ସେ କହିଛନ୍ତି। ଶିବାଙ୍କ ଗାଁରେ ପ୍ରାୟ ୩୫୦ ପରିବାର ବସବାସ କରନ୍ତି। ଏହା ଏକ ଆଦିବାସୀ ଗାଁ। ଗାଁଠୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୫ କିଲୋମିଟର ଦୂର। ଗୁରୁତର କିମ୍ୱା ଜରୁରୀକାଳୀନ ପରିସ୍ଥିତିରେ ଗାଁ ଲୋକେ ୩୦ କିଲୋମିଟର ଦୂରରେ ଥିବା ଏକ ହସ୍ପିଟାଲକୁ ଯାଆନ୍ତି।

ତେବେ ମେ ୧୩ ବେଳକୁ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ଜିଲ୍ଲା ପ୍ରଶାସନ ଚେତିଥିବା ସୂଚନା ରହିଛି। ଏହାପରେ ଗାଁରେ ଥିବା ଏକ  ଅନୁସୂଚିତ ଜନଜାତି ହଷ୍ଟେଲକୁ କ୍ୱାରେଣ୍ଟାଇନ ସେଣ୍ଟରରେ ପରିଣତ କରାଯାଇଥିଲା ବୋଲି ଶିବା କହିଛନ୍ତି। ହେଲେ ଏହି ସେବା ଆରମ୍ଭ ହୋଇଛି ବୋଲି ଗାଁ ଲୋକେ ଜାଣିନଥିବା ଶିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story