ଆରମ୍ଭ ହେଲା ବିଏସଏନଏଲ 4G ସେବା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ବିଏସଏନଏଲ୍ ଆଜି ତା’ର 4G ନେଟୱର୍କର ପରୀକ୍ଷଣ କରିଛି। ଏହି ଅବସରରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଏସଏନଏଲର 4G ନେଟୱର୍କରେ ପ୍ରଥମ କଲ୍ କରିଛନ୍ତି। ବୈଷ୍ଣବ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ବିଏସଏନଏଲର ଭାରତୀୟ 4G ନେଟୱର୍କରେ ପ୍ରଥମ ଫୋନ୍ କଲ କରିଛି। ପିଏମ୍ ନରେନ୍ଦ୍ର ମୋଦିଙ୍କର ଆତ୍ମନିର୍ଭର ଭାରତ ଭିଜନର ସଫଳ ରୂପାନ୍ତର ହୋଇଛି। ବିଏସଏନଏଲ୍ ସହ ମିଶି […]

bsnl

bsnl

Ranjit Kumar Jena
  • Published: Sunday, 10 October 2021
  • Updated: 10 October 2021, 10:19 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ବିଏସଏନଏଲ୍ ଆଜି ତା’ର 4G ନେଟୱର୍କର ପରୀକ୍ଷଣ କରିଛି। ଏହି ଅବସରରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଏସଏନଏଲର 4G ନେଟୱର୍କରେ ପ୍ରଥମ କଲ୍ କରିଛନ୍ତି। ବୈଷ୍ଣବ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ବିଏସଏନଏଲର ଭାରତୀୟ 4G ନେଟୱର୍କରେ ପ୍ରଥମ ଫୋନ୍ କଲ କରିଛି। ପିଏମ୍ ନରେନ୍ଦ୍ର ମୋଦିଙ୍କର ଆତ୍ମନିର୍ଭର ଭାରତ ଭିଜନର ସଫଳ ରୂପାନ୍ତର ହୋଇଛି।

ବିଏସଏନଏଲ୍ ସହ ମିଶି ଟିସିଏସ୍ ସ୍ୱଦେଶୀ ଭାବେ ବିକଶିତ ହୋଇଥିବା ଇନଫ୍ରା ଓ ରେଡିଓ ଉପକରଣ ସହ 4G ନେଟୱର୍କର ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଚଣ୍ଡିଗଡ଼ରେ ହୋଇଛି। ଏହି 4G ଉପକରଣକୁ ଟିସିଏସ୍ ଓ C-DoT ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଏହି ପରୀକ୍ଷଣ ପାଇଁ ଟିସିଏସ୍ ଚଣ୍ଡିଗଡ଼ର ୫ଟି ଅଞ୍ଚଳରେ 4G ରେଡିଓ ଉପକରଣ ଲଗାଇଛି।

https://twitter.com/AshwiniVaishnaw/status/1447192011958734848?s=20

ଆଗାମୀ 5ଜି ଟେକନିକ୍ 4G ତୁଳନାରେ ୧୦ଗୁଣା ଅଧିକ ଡାଉନଲୋଡ୍ ସ୍ପୀଡରେ ଚାଲିବ। ଏହାସହ ସ୍ପେକ୍ଟ୍ରମରୁ ତିନି ଗୁଣା ଅଧିକ ଦକ୍ଷ ହେବ ବୋଲି ଟେଲିକମ୍ ସଚିବ କହିଛନ୍ତି।

କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବିଏସଏନଲ ଏବେ ଦେଶର ବିଭିନ୍ନ ଅଞ୍ଚଳରେ 4G ନେଟୱର୍କ ସେବା ପ୍ରଦାନ କରୁଛି। ତେବେ ସାରା ଦେଶରେ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନି। ବିଏସଏନଲ 4Gର ପ୍ରଚାର ପ୍ରସାର ଲାଗି ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ 4G ସିମ୍ ମାଗଣାରେ ଯୋଗାଇଦେବାକୁ ଘୋଷଣା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story