କଶ୍ମୀର ପଣ୍ଡିତଙ୍କୁ ହତ୍ୟାର ପ୍ରତିଶୋଧ ନେଲା ପୁଲିସ  

ଜମ୍ମୁ: କଶ୍ମୀର ପଣ୍ଡିତଙ୍କୁ ହତ୍ୟାର ପ୍ରତିଶୋଧ ନେଲା ପୁଲିସ। ପୁଲିସ ଗୁଳିରେ ନିହତ ହେଲେ ଆତଙ୍କବାଦୀ।  ବୁଧବାର ଜମ୍ମୁ କଶ୍ମୀରର ବୁଡଗାମ ଜିଲ୍ଲାରେ  ହୋଇଥିବା ଏନକାଉଣ୍ଟରରେ ଲତିଫ ରାଥର ସମେତ ତିନିଜଣ ଲଶ୍କର-ଇ-ତୋଇବା (ଏଲଇଟି) ଆତଙ୍କବାଦୀ ନିହତ ହୋଇଛନ୍ତି। ଲୁଚି ରହିଥିବା ତିନିଜଣ ଆତଙ୍କବାଦୀଙ୍କ ଉପରେ ଗୁଳିମାଡ଼ ହୋଛି। ଉକ୍ତ ସ୍ଥାନରୁ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ୨ ଆତଙ୍କବାଦୀଙ୍କ ପରିଚୟ ଜଣାପଡି ନାହିଁ। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ଏହା ଆମ […]

jjjj

jjjj

Tapas Behera
  • Published: Wednesday, 10 August 2022
  • Updated: 10 August 2022, 07:59 PM IST

ଜମ୍ମୁ: କଶ୍ମୀର ପଣ୍ଡିତଙ୍କୁ ହତ୍ୟାର ପ୍ରତିଶୋଧ ନେଲା ପୁଲିସ। ପୁଲିସ ଗୁଳିରେ ନିହତ ହେଲେ ଆତଙ୍କବାଦୀ।  ବୁଧବାର ଜମ୍ମୁ କଶ୍ମୀରର ବୁଡଗାମ ଜିଲ୍ଲାରେ  ହୋଇଥିବା ଏନକାଉଣ୍ଟରରେ ଲତିଫ ରାଥର ସମେତ ତିନିଜଣ ଲଶ୍କର-ଇ-ତୋଇବା (ଏଲଇଟି) ଆତଙ୍କବାଦୀ ନିହତ ହୋଇଛନ୍ତି। ଲୁଚି ରହିଥିବା ତିନିଜଣ ଆତଙ୍କବାଦୀଙ୍କ ଉପରେ ଗୁଳିମାଡ଼ ହୋଛି। ଉକ୍ତ ସ୍ଥାନରୁ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ୨ ଆତଙ୍କବାଦୀଙ୍କ ପରିଚୟ ଜଣାପଡି ନାହିଁ। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ଏହା ଆମ ପାଇଁ ଏକ ବଡ ସଫଳତା  ବୋଲି କଶ୍ମୀର ଅତିରିକ୍ତ ମହାନିର୍ଦ୍ଦେଶକ ବିଜୟ କୁମାର କହିଛନ୍ତି। ଏହି ୩ଜଣଙ୍କ ମଧ୍ୟରୁ ଜଣେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାରେ ସାମିଲ ଥିଲା ‌ବୋଲି କୁହାଯାଉଛି।

କଶ୍ମୀର ପଣ୍ଡିତ ରାହୁଲ ଭଟଙ୍କ ହତ୍ୟାରେ ଲତିଫ ରାଥର ସମ୍ପୃକ୍ତ ଥିବା କୁହାଯାଉଛି। ଦୀର୍ଘ ଦିନ ଧରି ସୁରକ୍ଷା ବାହିନୀ ଲତିଫର କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ। ସେ ଜମ୍ମୁ-କଶ୍ମୀରରେ ଅନେକ ନିରୀହଙ୍କୁ ହତ୍ୟା କରିଥିବା ସହ ରାହୁଲ ଭଟ୍ଟଙ୍କୁ ମଧ୍ୟ ହତ୍ୟା କରିଥିଲା। ତେବେ ବୁଧବାର ସେନା ଲତିଫର ଉପସ୍ଥିତି ନେଇ ସୂଚନା ପାଇବା ପରେ ଲତିଫ ଏବଂ ତାଙ୍କ ସହଯୋଗୀମାନଙ୍କ ଉପରେ ହମଲା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story