ଡାକ୍ତରୀ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ ପ୍ରସଙ୍ଗ, ଅଭିଯୋଗକାରୀଙ୍କୁ ଧମକ ଦେଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ପାକିସ୍ତାନ ଭାରତକୁ ହରାଇବା ପରେ ଜମ୍ମୁ ଓ କଶ୍ମୀରର କିଛି ଡାକ୍ତରୀ ଛାତ୍ର ବିଜୟୋତ୍ସବ ପାଳନ କରିଥିବା ବେଳେ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିବା ଲୋକଙ୍କୁ ଧମକ ଦେଇଛନ୍ତି ଆତଙ୍କବାଦୀ। ୪୮ ଘଣ୍ଟା ମଧ୍ୟରେ କ୍ଷମା ନମାଗିଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେମାନେ ଚେତବାନୀ ଦେଇଛନ୍ତି। ଆତଙ୍କବାଦୀ ସଂଗଠନ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ (ୟୁଏଲ୍‌ଏଫ୍‌) କହିଛି ଯେ କେଉଁମାନେ ଡାକ୍ତରୀ ଛାତ୍ରମାନଙ୍କ ବିରୋଧରେ ଥାନାରେ ଅଭିଯୋଗ […]

Hospital

Hospital

Jitendra Garnayak
  • Published: Wednesday, 27 October 2021
  • Updated: 27 October 2021, 12:29 PM IST

Sports

Latest News

ନୂଆଦିଲ୍ଲୀ: ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ପାକିସ୍ତାନ ଭାରତକୁ ହରାଇବା ପରେ ଜମ୍ମୁ ଓ କଶ୍ମୀରର କିଛି ଡାକ୍ତରୀ ଛାତ୍ର ବିଜୟୋତ୍ସବ ପାଳନ କରିଥିବା ବେଳେ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିବା ଲୋକଙ୍କୁ ଧମକ ଦେଇଛନ୍ତି ଆତଙ୍କବାଦୀ। ୪୮ ଘଣ୍ଟା ମଧ୍ୟରେ କ୍ଷମା ନମାଗିଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେମାନେ ଚେତବାନୀ ଦେଇଛନ୍ତି।

ଆତଙ୍କବାଦୀ ସଂଗଠନ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ (ୟୁଏଲ୍‌ଏଫ୍‌) କହିଛି ଯେ କେଉଁମାନେ ଡାକ୍ତରୀ ଛାତ୍ରମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଆମେ ଜାଣିଛୁ। ବାହାରୁ ଆସି ଏଠାରେ କାମ କରୁଥିବା କର୍ମଚାରୀ ଏହି କାର୍ଯ୍ୟ କରିଛନ୍ତି।

ଏହା ପୂର୍ବରୁ ଚଳିତ ମାସ ପ୍ରାରମ୍ଭରେ ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ବାହାରୁ ଆସିଥିବା ଶ୍ରମିକଙ୍କୁ ଆକ୍ରମଣ ଘଟଣା ପାଇଁ ୟୁଏଲ୍‌ଏଫ୍‌ ନିଜକୁ ଦାୟୀ କରିଥିଲା।

ପାକିସ୍ତାନ ବିଜୟୀ ହେବା ପରେ ଶ୍ରୀନଗରର କରଣ ନଗର ସ୍ଥିତ ସରକାରୀ ମେଡିକାଲ କଲେଜ ଓ ସୌରା ସ୍ଥିତ ଏସ୍‌କେଆଇଏମ୍‌ଏସ୍‌ର ଡାକ୍ତରୀ ଛାତ୍ରମାନେ ନାରାବାଜି କରି ଓ ବାଣ ଫୁଟାଇ ବିଜୟତ୍ସୋବ ପାଳନ କରିଥିଲେ। ଏନେଇ ପୁଲିସ୍ ଦୁଇଟି ମାମଲା ରୁଜୁ କରିଛି।

ମାନବିକତା ଦୃଷ୍ଟିରୁ ଏହି ଡାକ୍ତରୀ ଛାତ୍ରମାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରି ନେବାକୁ ଜମ୍ମୁ-କଶ୍ମୀର ଛାତ୍ର ସଂଘ ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଅନୁରୋଧ କରିଛି। ଅନ୍ୟପକ୍ଷରେ ଜମ୍ମୁ ଓ କଶ୍ମୀରର ବିଜେପି ମୁଖ୍ୟ ରବୀନ୍ଦ୍ର ରାଇନା କହିଛନ୍ତି ଯେ ଯେଉଁମାନେ ପାକିସ୍ତାନର ବିଜୟୋତ୍ସବ ପାଳନ କରିଛନ୍ତି ସେମାନଙ୍କୁ ଜେଲ୍‌ରେ ଭର୍ତ୍ତି କରାଯିବ। ସେମାନେ ଦେଶ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story