ପରାଜୟ ସ୍ୱୀକାର କଲେ ସିଦ୍ଧୁ, ଆପ୍‌କୁ ଜଣାଇଲେ ଶୁଭେଚ୍ଛା

ଚଣ୍ଡିଗଡ: ଚୂଡାନ୍ତ ନିର୍ବାଚନୀ ଫଳାଫଳ ପୂର୍ବରୁ ପରାଜୟ ସ୍ୱୀକାର କରିଛନ୍ତି କଂଗ୍ରେସର ପଞ୍ଜାବ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ। ରେଜଲ୍ଟ ଟ୍ରେଣ୍ଡରେ ଆମ ଆଦମୀ ପାର୍ଟିର ବିପୁଳ ବିଜୟକୁ ଦେଖି ସେ ଶୁଭେଚ୍ଛା ଜଣାଇଛନ୍ତି। ସିଦ୍ଧୁ ଟ୍ୱିଟ୍‌ କରି କହିଛନ୍ତି, ଜନତାଙ୍କ ସ୍ୱର ହିଁ ଭଗବାନଙ୍କ ସ୍ୱର। ପ୍ରାରମ୍ଭିକ ଭୋଟ ଗଣନା ବେଳେ ହିଁ ଆପ୍‌ ବହୁମତ ହାସଲ କରିବା ଏବଂ ଅନେକ ସିଟ୍‌ରେ ଆଗୁଆ ଥିବା ନେଇ ଟ୍ରେଣ୍ଡ ସାମ୍ନାକୁ ଆସିବା ପରେ ସିଦ୍ଧୁ ଏଭଳି […]

Sidhu

Sidhu

Madhupriya Mistry
  • Published: Thursday, 10 March 2022
  • Updated: 10 March 2022, 01:36 PM IST

Sports

Latest News

ଚଣ୍ଡିଗଡ: ଚୂଡାନ୍ତ ନିର୍ବାଚନୀ ଫଳାଫଳ ପୂର୍ବରୁ ପରାଜୟ ସ୍ୱୀକାର କରିଛନ୍ତି କଂଗ୍ରେସର ପଞ୍ଜାବ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ। ରେଜଲ୍ଟ ଟ୍ରେଣ୍ଡରେ ଆମ ଆଦମୀ ପାର୍ଟିର ବିପୁଳ ବିଜୟକୁ ଦେଖି ସେ ଶୁଭେଚ୍ଛା ଜଣାଇଛନ୍ତି।

ସିଦ୍ଧୁ ଟ୍ୱିଟ୍‌ କରି କହିଛନ୍ତି, ଜନତାଙ୍କ ସ୍ୱର ହିଁ ଭଗବାନଙ୍କ ସ୍ୱର। ପ୍ରାରମ୍ଭିକ ଭୋଟ ଗଣନା ବେଳେ ହିଁ ଆପ୍‌ ବହୁମତ ହାସଲ କରିବା ଏବଂ ଅନେକ ସିଟ୍‌ରେ ଆଗୁଆ ଥିବା ନେଇ ଟ୍ରେଣ୍ଡ ସାମ୍ନାକୁ ଆସିବା ପରେ ସିଦ୍ଧୁ ଏଭଳି କହିଛନ୍ତି। ସିଦ୍ଧୁ ଆହୁରି କହିଛନ୍ତି, 'ପଞ୍ଜାବବାସୀଙ୍କ ଜନାଦେଶକୁ ମୁଁ ବିନମ୍ରତା ପୂର୍ବକ ସ୍ୱୀକାର କରୁଛି। ଆଉ ଆପ୍‌କୁ ଶୁଭେଚ୍ଛା ଜଣାଉଛି।'

https://twitter.com/sherryontopp/status/1501814597409390594?s=20&t=EoPNssCTDHLqDF7tB4zHvg

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପଞ୍ଜାବବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପଞ୍ଜାବରେ ବଡ ଧରଣର ପରିବର୍ତ୍ତନ ଆଣିଥିବା ଲାଗି ସେ ସମସ୍ତଙ୍କୁ କୃତଜ୍ଞ ଜଣାଇଛନ୍ତି।

ସୂଚନା ମୁତାବକ, ପଞ୍ଜାବ ବିଧାନସଭା ନିର୍ବାଚନୀ ଗଣତିରେ ଆଗୁଆ ରହିଛି ଆମ ଆଦମୀ ପାର୍ଟି। ପ୍ରାରମ୍ଭିକ ଗଣନାରେ ପଞ୍ଜାବର ୧୧୭ଟି ଆସନରୁ ୯୧ଟି ଆସନରେ ଆପ୍‌ ଆଗୁଆ ରହିଛି। ସେହିପରି କଂଗ୍ରେସ ୧୭ଟି ଆସନରେ ଆଗୁଆ ରହିଛି। ଅକାଳୀ ମେଣ୍ଟ ୬, ବିଜେପି ମେଣ୍ଟ ୨ଟି ଆଗୁଆ ରହିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story