ଚୋରି କରିବାକୁ ଯାଇଥିଲା ମନ୍ଦିର, ରାତିସାରା ଦାନ ବାକ୍ସରେ ଫସି ରହିଲା ହାତ, ଦେଖନ୍ତୁ ଭିଡିଓ

କୋରବା: ଚୋରି କରିବାକୁ ଯାଇଥିବା ଦୁଇ ଚୋର ଧରା ପଡ଼ିଲେ। ତା ପୁଣି ପୁଲିସ୍ ଦ୍ୱାରା ନୁହେଁ, ବରଂ ସ୍ୱୟଂ ଭଗବାନ ହିଁ ସେମାନଙ୍କୁ ଦେଇଛନ୍ତି ଶାସ୍ତି। ଏତିକି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଛତିଶଗଡ଼ର କୋରବା ସହରର ପାୱାର ହାଉସ୍ ରୋଡସ୍ଥିତ ଶ୍ରୀ ସିଦ୍ଧ ବଟେଶ୍ୱର ହନୁମାନ ଶନି ମନ୍ଦିରରେ। ରବିବାର ରାତିରେ ଦୁଇ ଚୋର ତାଲା ଭାଙ୍ଗି ଚୋରି କରିବା ଉଦ୍ଦେଶ୍ୟରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ସେଥି ମଧ୍ୟରୁ ଜଣେ ଚୋର ଦାନ […]

Thief

Thief

Ranjit Kumar Jena
  • Published: Monday, 05 April 2021
  • Updated: 05 April 2021, 08:58 PM IST

Sports

Latest News

କୋରବା: ଚୋରି କରିବାକୁ ଯାଇଥିବା ଦୁଇ ଚୋର ଧରା ପଡ଼ିଲେ। ତା ପୁଣି ପୁଲିସ୍ ଦ୍ୱାରା ନୁହେଁ, ବରଂ ସ୍ୱୟଂ ଭଗବାନ ହିଁ ସେମାନଙ୍କୁ ଦେଇଛନ୍ତି ଶାସ୍ତି। ଏତିକି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଛତିଶଗଡ଼ର କୋରବା ସହରର ପାୱାର ହାଉସ୍ ରୋଡସ୍ଥିତ ଶ୍ରୀ ସିଦ୍ଧ ବଟେଶ୍ୱର ହନୁମାନ ଶନି ମନ୍ଦିରରେ।

ରବିବାର ରାତିରେ ଦୁଇ ଚୋର ତାଲା ଭାଙ୍ଗି ଚୋରି କରିବା ଉଦ୍ଦେଶ୍ୟରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ସେଥି ମଧ୍ୟରୁ ଜଣେ ଚୋର ଦାନ ବାକ୍ସରେ ହାତ ପୁରାଇ ଟଙ୍କା ବାହା କରିବାକୁ ପ୍ରୟାସ କରିଥିଲା। କିନ୍ତୁ ଦାନ ବାକ୍ସ ଭିତରେ ହିଁ ଚୋରର ହାତ ଫସି ଯାଇଥିଲା ଏବଂ ହାତ ଆଉ ବାହାରି ନଥିଲା। ଚୋର ନିଜ ହାତକୁ ଦାନ ବାକ୍ସ ଭିତରୁ କାଢ଼ିବାକୁ ପ୍ରୟାସ କରିଥିଲା, କିନ୍ତୁ ଏଥିରେ ସଫଳ ହୋଇନଥିଲା।

ଏହା ପରେ ଚୋର ମନ୍ଦିରରେ ଥିବା ତ୍ରିଶୁଳ ସହାୟତାରେ ମଧ୍ୟ ଦାନ ବାକ୍ସକୁ କ୍ଷତି ପହଞ୍ଚାଇ ନିଜ ହାତ କାଢ଼ିବାକୁ ପ୍ରୟାସ କରିଥିଲା। ତଥାପି ତା'ର ହାତ ବାହାରିନଥିଲା। ଏହିପରି ଭାବେ ସାରା ରାତି ଚୋରର ହାତ ଦାନ ବାକ୍ସ ଭିତରେ ପଶି ରହିଯାଇଥିଲା। ସୋମବାର ସକାଳେ ଯେତେବେଳେ ପୂଜାରୀ ମନ୍ଦିରରେ ପହଞ୍ଚିଲେ, ସେଠାକାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ମନ୍ଦିର ଭିତରେ ଚୋରକୁ ଦେଖି ସ୍ଥାନୀୟ ଲୋକେ ମନ୍ଦିରକୁ ବାହାରପଟୁ ତାଲା ଲଗାଇ ଦେଇଥିଲେ। ଯାହା ପରେ ମନ୍ଦିର ବାହାରେ ପ୍ରବଳ ଭିଡ଼ ଜମିଯାଇଥିଲା।

https://twitter.com/Nai_Dunia/status/1378947264824045570?s=20

ଦାନ ବାକ୍ସ ଭିତରେ ଚୋରର ହାତ ଫସିଥିବା ଦେଖି ଶ୍ରଦ୍ଧାଳୁ କହିଲେ ଯେ ଏମାନଙ୍କୁ ଭଗବାନ ହିଁ ଶାସ୍ତି ଦେଇଛନ୍ତି। ଖବର ପାଇ ପୁଲିସ୍ ସକାଳ ପ୍ରାୟ ୭ଟା ବେଳେ ମନ୍ଦିରରେ ପହଞ୍ଚିଥିଲା। ପୁଲିସ୍ ପହଞ୍ଚିବା ପରେ ଦାନ ବାକ୍ସ ଭିତରୁ ଚୋରର ହାତ ବାହାର କରାଯାଇଥିଲା। ଦାନ ବାକ୍ସରେ ଯେଉଁ ଚୋରର ହାତ ଫସି ରହିଥିଲା, ତା'ର ସାଙ୍ଗ ତାକୁ ଛାଡ଼ି ଯାଇନଥିଲା। ଯାହାକୁ ଦେଖି ଲୋକେ କଟାକ୍ଷ କରି କହିଥିଲେ ଯେ ବନ୍ଧୁ ହେବ ତ ଏମିତି।

ପୁଲିସ୍ ଅନୁଯାୟୀ, ଦୁଇ ଚୋର ନେହରୁ ନଗରରେ ରୁହନ୍ତି। ଯେଉଁ ଅଭିଯୁକ୍ତର ହାତ ଫସି ରହିଥିଲା, ତା'ର ନାଁ ଅଜୟ ଏବଂ ତା' ସାଥୀର ନାଁ ସୁମିତ୍। ଦୁହେଁ ବହୁତ ଚାଲାକ ଏବଂ ଦୁହିଁଙ୍କ ନାଁରେ ଏକାଧିକ ମାମଲା ମଧ୍ୟ ରହିଛି। ଧାର୍ମିକସ୍ଥଳୀରେ ଚୋରି କରିବା ପ୍ରୟାସରେ ଦୁଇ ଅଭିଯୁକ୍ତିଙ୍କ ବିରୋଧରେ ମାମଲା ରେଜିଷ୍ଟର୍ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story