ଆଇନକୁ ହାତକୁ ନେବା ପାଇଁ ଲୋକଙ୍କୁ ଉସକାଇଲେ କେନ୍ଦ୍ରମନ୍ତ୍ରୀ !

ବେଗୁସରାଇ: ବିହାର ବେଗୁସରାଇର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଆଇନକୁ ହାତକୁ ନେବା ପାଇଁ ଲୋକଙ୍କୁ ଉସକାଇଛନ୍ତି। ଯଦି ସରକାରୀ ଅଧିକାରୀ ଅଭିଯୋଗ ଶୁଣୁ ନାହାନ୍ତି ତାହେଲେ ବାଉଁଶ ଫାଳିଆ ଧରି ସରକାରୀ ଅଧିକାରୀଙ୍କୁ ପିଟିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। #WATCH | If someone (any government official) doesn't listen to your grievances, hit them with a bamboo stick. Neither we ask them to do […]

begusarai

begusarai

Subhransu Sekhar
  • Published: Sunday, 07 March 2021
  • Updated: 07 March 2021, 08:00 PM IST

Sports

Latest News

ବେଗୁସରାଇ: ବିହାର ବେଗୁସରାଇର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଆଇନକୁ ହାତକୁ ନେବା ପାଇଁ ଲୋକଙ୍କୁ ଉସକାଇଛନ୍ତି। ଯଦି ସରକାରୀ ଅଧିକାରୀ ଅଭିଯୋଗ ଶୁଣୁ ନାହାନ୍ତି ତାହେଲେ ବାଉଁଶ ଫାଳିଆ ଧରି ସରକାରୀ ଅଧିକାରୀଙ୍କୁ ପିଟିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

https://twitter.com/ANI/status/1368238948502282243?s=20

ଶନିବାର ନିଜ ସଂସଦୀୟ କ୍ଷେତ୍ରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗିରିରାଜ ଏଭଳି ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଅନେକ ଛୋଟ ଛୋଟ କଥାକୁ ନେଇ ମୋ ପାଖକୁ ବାରମ୍ୱାର ଆସୁଛ। ସାଂସଦ, ବିଧାୟକ, ଗାଁ ମୁଖିଆ, ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବିଡିଓ ସମସ୍ତେ ଲୋକଙ୍କ ସେବା କରିବାକୁ ବାଧ୍ୟ। ଯଦି ସେମାନେ ଅଭିଯୋଗ ଶୁଣୁ ନାହାନ୍ତି ତାହେଲେ ବାଉଁଶ ବାଡ଼ି ଧରି ସେମାନଙ୍କ ମୁଣ୍ଡକୁ ମାର। ଯଦି ଏହା କାମ ନକିରବ ତେବେ ଆପଣଙ୍କ ପଛରେ ଗିରିରାଜ ରହିଛି।

ତେବେ ଗିରିରାଜଙ୍କ ଅଭିଭାଷଣ ଶୁଣି ଷ୍ଟେଜ ଉପରେ ବସିଥିବା ଲୋକ ଏବଂ ସମ୍ମାନୀତ ଅତିଥି କରତାଳି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story