ପୌରପାଳିକା ନିର୍ବାଚନରେ ହେରଫେର! ଭିଡିଓ ଜାରି କଲା ଟିଏମସି

ଅଗରତାଲା: ବ୍ୟାପକ ହିଂସାକାଣ୍ଡ ଭିତରେ ଗୁରୁବାର ତ୍ରିପୁରା ପୌରପାଳିକା ପାଇଁ ଭୋଟିଂ ହୋଇଛି। ତେବେ ପୌରପାଳିକା ନିର୍ବାଚନ ଜିତିବା ପାଇଁ ତ୍ରିପୁରାରେ କ୍ଷମତାସୀନ ବିଜେପି ଭୋଟ ଜାଲିଆତି କରୁଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଟିଏମସି ଓ ସିପିଆଇଏମ। ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ଶାସକ ବିଜେପିର କର୍ମକର୍ତ୍ତାମାନେ ଗାଡ଼ିରେ ପରିକ୍ରମା କରୁଛନ୍ତି ଓ ସେମାନଙ୍କ ପ୍ରାର୍ଥୀଙ୍କୁ ଧମକାଉଛନ୍ତି। ଖାଲି ସେତିକି ନୁହେଁ, ସେମାନେ ଭୋଟରମାନଙ୍କୁ ମତଦାନ ପାଇଁ ବୁଥରେ ପ୍ରବେଶ କରାଇ ଦେଉନାହାନ୍ତି। […]

TMC

TMC

Hemant Lenka
  • Published: Thursday, 25 November 2021
  • Updated: 25 November 2021, 03:51 PM IST

Sports

Latest News

ଅଗରତାଲା: ବ୍ୟାପକ ହିଂସାକାଣ୍ଡ ଭିତରେ ଗୁରୁବାର ତ୍ରିପୁରା ପୌରପାଳିକା ପାଇଁ ଭୋଟିଂ ହୋଇଛି। ତେବେ ପୌରପାଳିକା ନିର୍ବାଚନ ଜିତିବା ପାଇଁ ତ୍ରିପୁରାରେ କ୍ଷମତାସୀନ ବିଜେପି ଭୋଟ ଜାଲିଆତି କରୁଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଟିଏମସି ଓ ସିପିଆଇଏମ।

ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ଶାସକ ବିଜେପିର କର୍ମକର୍ତ୍ତାମାନେ ଗାଡ଼ିରେ ପରିକ୍ରମା କରୁଛନ୍ତି ଓ ସେମାନଙ୍କ ପ୍ରାର୍ଥୀଙ୍କୁ ଧମକାଉଛନ୍ତି। ଖାଲି ସେତିକି ନୁହେଁ, ସେମାନେ ଭୋଟରମାନଙ୍କୁ ମତଦାନ ପାଇଁ ବୁଥରେ ପ୍ରବେଶ କରାଇ ଦେଉନାହାନ୍ତି। ସେମାନଙ୍କୁ ବାହାରଆ ଅଟକାଯାଉଛି ବୋଲି ସିପିଆଇଏମ ଓ ଟିଏମସି କହିଛନ୍ତି।

ବାଇକରେ ବୁଲୁଥିବା ଲୋକମାନେ ମୁହଁରେ ମାସ୍କ ଓ ହେଲମେଟ ଲଗାଇ ଲୋକଙ୍କ ଘରେ ପହଞ୍ଚୁଛନ୍ତି। ଏହି ସମୟରେ ସେମାନେ ଲୋକଙ୍କୁ ପୁଲିଂ ବୁଥକୁ ନ ଯିବାକୁ ଧମକ ଦେଉଛନ୍ତି। ଟିଏମସିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଗୋଟିଏ ଭିଡିଓ ମଧ୍ୟ ଶେୟାର କରାଯାଇଛି। ଏଥିରେ କଳା ଜ୍ୟାକେଟ୍ ପିନ୍ଧିଥିବା ଜଣେ ବ୍ୟକ୍ତି ବୁଥ୍ ଭିତରେ ଦେଖିବାକୁ ମିଳୁଛନ୍ତି। ଏହି ଭିଡିକୁ ଜାରି କରି କହିଛି ଯେ ଏହି ବ୍ୟକ୍ତି ଜଣଙ୍କ ଜୋରଜବରଦସ୍ତ ବୁଥରେ ପ୍ରବେଶ କରି ଅନ୍ୟମାନଙ୍କ ନାମରେ ଭୋଟ ଦେଇଥିଲେ। ବ୍ୟକ୍ତି ଜଣଙ୍କ ବିଜେପି ସରକାରଙ୍କ କଥାରେ ହିଁ ଭୋଟ ଦେଇଥିବା ଟିଏମସି ଦାବି କରିଛି।

ଏହାବାଦ ଭୋଟିଂ ଚାଲିଥିବା ବେଳେ ବିଜେପି ଗୁଣ୍ଡାମାନେ ଟିଏମସି ପ୍ରାର୍ଥୀ ଓ ବୁଥ ଏଜେଣ୍ଟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ରାଜ୍ୟରେ ଚଳାଇ ଥିବା ଗୁଣ୍ଡାରାଜକୁ ମଧ୍ୟ ଟିଏମସି ତୀବ୍ର ସମାଲୋଚନା କରିଛି।

ସିପିଆଇ (ଏମ୍) ମଧ୍ୟ ଏକ ବିବୃତି ଜାରି ଭୋଟିଂରେ ହେରଫେର ହୋଇଥିବା କହିଛି। ଦଳ କହିଛି ଯେ ଅଗରତାଲା ମ୍ୟୁନିସିପାଲିଟି କାଉନସିଲର ଅନେକ ୱାର୍ଡରୁ ଖବର ଆସୁଛି ଯେ ବହୁ ସଂଖ୍ୟାରେ ବିଜେପି କର୍ମୀ ସେଠାରେ ବୁଲୁଛନ୍ତି। ସେମାନେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କୁ ପୁଲିଂ ବୁଥକୁ ଗଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଉଛନ୍ତି।

ଆଜି ତ୍ରିପୁରାର ୧୩ଟି ପୌରପାଳିକା ସଂସ୍ଥାର ୬୫୫ଟି ବୁଥରେ ମତଦାନ ଅନୁଷ୍ଠିତ ହୋଇଛି। ଅଗରତାଲରେ ୨୦୦ରୁ ଅଧିକ ପୌରପାଳିକା ଆସନ ସହ ବିଭିନ୍ନ ପୌରପାଳିକା ସଂସ୍ଥା ପାଇଁ ଆଜି ଭୋଟିଂ ହେଉଛି। ନିର୍ବାଚନ ମୈଦାନରେ ମୋଟ ୭୮୫ ଜଣ ପ୍ରାର୍ଥୀ ରହିଛନ୍ତି। ଭୋଟିଂ ଆରମ୍ଭ ହେବା ମାତ୍ରେ ଟିଏମସି ୨୦ଟି ସ୍ଥାନରେ ଇଭିଏମ ହେରଫେରର ଅଭିଯୋଗ ଆଣିଥିଲା। ଏଥିସହ ବିଭିନ୍ନ ସ୍ଥାନରେ ବିଜେପି ଚଳାଇଥିବା ଗୁଣ୍ଡାରାଜ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story