ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତରେ ଆଉ ୭୧ ଦିନ

କୋଲକାତା: ବଢ଼ିଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟେନସନ। ନନ୍ଦିଗ୍ରାମ ବିଧାନସଭାରୁ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ଏହି ନେତା ମୁଖ୍ୟମନ୍ତ୍ରୀ ଆସନରେ ରହିବା ନେଇ ସସପେନ୍ସ ବଢ଼ିଛି। ହାତରେ ଆଉ ୭୧ ଦିନ ରହିଛି ଯଦି ମମତା ବିଧାନସଭାକୁ ନିର୍ବାଚିତ ହୋଇନପାରିବେ ତାହେଲେ ମୁଖ୍ୟମନ୍ତ୍ରୀ ପଦ ହରାଇବା ସୁନିଶ୍ଚିତ। ଅନ୍ୟପଟେ କେରଳରେ ଦୁଇ ଦିନ ହେବ କେରଳରେ ୮୦ ହଜାର ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ତୃତୀୟ ଲହର ପାଇଁ ଘଣ୍ଟି ବଜାଇବା ଆରମ୍ଭ କରିଦେଇଛି। […]

mamata-banerjee

mamata-banerjee

Subhransu Sekhar
  • Published: Thursday, 26 August 2021
  • Updated: 26 August 2021, 06:53 PM IST

Sports

Latest News

କୋଲକାତା: ବଢ଼ିଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟେନସନ। ନନ୍ଦିଗ୍ରାମ ବିଧାନସଭାରୁ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ଏହି ନେତା ମୁଖ୍ୟମନ୍ତ୍ରୀ ଆସନରେ ରହିବା ନେଇ ସସପେନ୍ସ ବଢ଼ିଛି। ହାତରେ ଆଉ ୭୧ ଦିନ ରହିଛି ଯଦି ମମତା ବିଧାନସଭାକୁ ନିର୍ବାଚିତ ହୋଇନପାରିବେ ତାହେଲେ ମୁଖ୍ୟମନ୍ତ୍ରୀ ପଦ ହରାଇବା ସୁନିଶ୍ଚିତ। ଅନ୍ୟପଟେ କେରଳରେ ଦୁଇ ଦିନ ହେବ କେରଳରେ ୮୦ ହଜାର ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ତୃତୀୟ ଲହର ପାଇଁ ଘଣ୍ଟି ବଜାଇବା ଆରମ୍ଭ କରିଦେଇଛି। ତେଣୁ ବିଧାନସଭା ନିର୍ବାଚନ ହେବ କି ନାହିଁ ତାହା ଏବେ ସସପେନ୍ସ ରହିଥିବା ବେଳେ ଟିଏମସି କିନ୍ତୁ ନିର୍ବାଚନ କରାଇବା ନେଇ ନିର୍ବାଚନ କମିଶନଙ୍କ ଉପରେ ଚାପ ପକାଇବାକୁ ଆରମ୍ଭ କରିଛି।

ତେଣୁ ଆଜି ଟିଏମସି ଉପ ନିର୍ବାଚନ କରାଇବା ନେଇ ନିର୍ବାଚନ କମିଶନଙ୍କୁ ଭେଟିଛି। ରାଜ୍ୟରେ ଖାଲିଥିବା ବିଧାନସଭା ଆସନରେ ଉପ-ନିର୍ବାଚନ କରାଇାବାକୁ ଟିଏମସି ଦାବି କରିଛି। ବିଧାୟକ ନହୋଇ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ମମତାଙ୍କ ପାଇଁ ନଭେମ୍ବର ୫ ଡେଡ୍ ଲାଇନ ରହିଛି। ଏହି ତାରିଖ  ସୁଦ୍ଧା ବିଧାନସଭାକୁ ମମତା ନିର୍ବାଚିତ ହେବା ଦରକାର ନହେଲେ ସେ ମୁଖ୍ୟମନ୍ତ୍ରୀ ପଦ ହରାଇବେ।

ଟିଏମସି ନେତା ସୌଗତ ରୟଙ୍କ ନେତୃତ୍ୱରେ ଆଜି ଟିଏମସିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶମଙ୍କୁ ଭେଟି ରାଜ୍ୟରେ ଉପ-ନିର୍ବାଚନ କରାଇବାକୁ ଦାବି କରିଛି। ଟିଏମସି ଏହା ପୂର୍ବରୁ ଦୁଇଥର ନିର୍ବାଚନ କମିଶନଙ୍କୁ ଭେଟି ଦାବି କରି ସାରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ମଧ୍ୟ ବିଳମ୍ବ ନକରି ରାଜ୍ୟରେ ଉପ-ନିର୍ବାଚନ ହେଉ ବୋଲି ଅନେକ ଥର ଦାବି କରି ସାରିଛନ୍ତି। ସୌଗତ ରୟ କହିଛନ୍ତି ଯେ ଆମେ ନିର୍ବାଚନ କମିଶନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛୁ ଯେ ପଶ୍ଚିମବଙ୍ଗର ସାତୋଟି ଆସନରେ ଉପ-ନିର୍ବାଚନ ଖୁବଶୀଘ୍ର କରାଯିବା ଉଚିତ।

ସୂଚନାଯୋଗ୍ୟ, ରାଜ୍ୟରେ ମମତା ବାନାର୍ଜୀଙ୍କ ଦଳ ଲଗାତାର ତୃତୀୟ ଥର ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। କିନ୍ତୁ ସେ ନିଜେ ନନ୍ଦିଗ୍ରାମ ଆସନରୁ ତାଙ୍କର ପୂର୍ବତନ ସହଯୋଗୀ ତଖା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ୨ ହଜାର ଭୋଟରେ ହାରିଥିଲେ। ତେଣୁ ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି ଯିଏ ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ନୁହନ୍ତି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ହୋଇପାରିବେ, କିନ୍ତୁ ୬ ମାସ ମଧ୍ୟରେ ସିଏ ବିଧାନସଭାକୁ ନିର୍ବାଚିତ ହେବା ଆବଶ୍ୟକ। ପଶ୍ଚିମବଙ୍ଗରେ କିଛି ନିର୍ବାଚିତ ବିଧାୟକ ଇସ୍ତଫା ଦେବା ପରେ ଏବଂ ନିର୍ବାଚନ ଚାଲିଥିବା ବେଳେ ନେତାଙ୍କର ମୃତ୍ୟୁ ହେବାରୁ ସାତୋଟି ଆସନ ଖାଲି ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story