ଆଜି ଉପରାଷ୍ଟ୍ରପତି ନିର୍ବାଚନ : ମଇଦାନରେ ଜଗଦୀପ ଧନଖଡ଼ ବନାମ ମାର୍ଗାରେଟ୍ ଆଲଭା

ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ନିର୍ବାଚନ । ସାଂସଦମାନେ ନିର୍ବାଚିତ କରିବେ ଦେଶର ଷୋଡ଼ଶ ଉପରାଷ୍ଟ୍ରପତି । ସଂସଦ ଭବନରେ ସକାଳ ୧୦ଟାରୁ ସା ୫ଟା ଯାଏଁ ଚାଲିବ ଭୋଟିଂ ।  ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ହେବେ । ଭୋଟିଂ ପରେ ସଙ୍ଗେ ସଙ୍ଗେ ଗଣତି କରାଯିବ।  ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନଖଡ଼ଙ୍କୁ ଏନଡିଏ ପ୍ରାର୍ଥୀ କରିଥିବା ବେଳେ ମାର୍ଗାରେଟ୍ ଆଲଭାଙ୍କୁ ପ୍ରାର୍ଥୀ […]

jagadeep

jagadeep

Tapas Behera
  • Published: Saturday, 06 August 2022
  • Updated: 06 August 2022, 08:08 AM IST

Sports

Latest News

ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ନିର୍ବାଚନ । ସାଂସଦମାନେ ନିର୍ବାଚିତ କରିବେ ଦେଶର ଷୋଡ଼ଶ ଉପରାଷ୍ଟ୍ରପତି । ସଂସଦ ଭବନରେ ସକାଳ ୧୦ଟାରୁ ସା ୫ଟା ଯାଏଁ ଚାଲିବ ଭୋଟିଂ ।  ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ହେବେ । ଭୋଟିଂ ପରେ ସଙ୍ଗେ ସଙ୍ଗେ ଗଣତି କରାଯିବ।  ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନଖଡ଼ଙ୍କୁ ଏନଡିଏ ପ୍ରାର୍ଥୀ କରିଥିବା ବେଳେ ମାର୍ଗାରେଟ୍ ଆଲଭାଙ୍କୁ ପ୍ରାର୍ଥୀ କରିଛି ୟୁପିଏ।  ଉଭୟ ଉପରାଷ୍ଟ୍ରପତି ପ୍ରାର୍ଥୀ ବୃତ୍ତିରେ ଓକିଲ ହୋଇଥିବା ବେଳେ ପୂର୍ବରୁ ଉଭୟ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଜଗଦୀପ ଧନକଡ଼ଙ୍କ ପ୍ରତି ଅଧିକ ଦଳର ସମର୍ଥନ ଥିଲେ ବି ନିର୍ବାଚନ କଡ଼ା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବା ଆଶା କରାଯାଉଛି ।

ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବାକୁ ଯାଉଛି । ଏନଡିଏ ପ୍ରାର୍ଥୀ ଜଗଦୀପ ଧନକଡ଼ଙ୍କୁ ବିଜେପି ସହ ୨୦ଟି ଦଳ ସମର୍ଥନ କରୁଛନ୍ତି । ଭାରତୀୟ ଜନତା ପାର୍ଟି ସହ ଏକନାଥ ସିନ୍ଦେଙ୍କ ଶିବସେନା, ଜନତା ଦଳ ୟୁନାଇଟେଡ୍, ବିଏସପି, ବିଜେଡି, ଏଆଇଏଡିଏମକେ, ଓ୍ୱାଇଏସ୍ଆର ଦଳ ଧନକଡ଼ଙ୍କୁ ସମର୍ଥନ କରୁଛନ୍ତି।  ସେହିପରି ଆରଏଲଜେପି, ଏଜିପି, ଏନଏସଏଫ୍, ଏମ୍ଏନ୍ଏଫ୍, ଏସ୍କେଏମ୍, ଏନଡିପିପି ମଧ୍ୟ ଧନକଡଙ୍କୁ ସମର୍ଥନ କରୁଛନ୍ତି ।

ଆରପିଆଇଏ, ପିଏଏମକେ, ୟୁପିପିଏଲ୍, ଏଡିଏସ୍, ଏଜେଏସ୍ୟୁ ମଧ୍ୟ ଜଗଦୀପ ଧନକଡ଼ଙ୍କ ସମର୍ଥନରେ ରହିଛନ୍ତି। ଅନ୍ୟପଟେ ମାର୍ଗାରେଟ୍ ଆଲଭାଙ୍କ କଥା ଦେଖିଲେ କଂଗ୍ରେସ ସମେତ ୧୮ଟି ଦଳ ତାଙ୍କୁ ସମର୍ଥନ କରୁଛନ୍ତି । କଂଗ୍ରେସ, ଆମଅରଦମୀ ପାର୍ଟି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଏନସିପି, ଶିବସେନାର ଉଦ୍ଧବ ଠାକରେଙ୍କ ଗୋଷ୍ଠୀ, ଟିଆରସ, ଡିଏମକେ, ସିପିଆଇଏଏମ୍ ଓ ସିପିଆଇ ଆଲଭାଙ୍କୁ ସମର୍ଥନ କରୁଛନ୍ତି । ସେହିପରି ଆଜେଡି, ସମାଜବାଦୀ ପାର୍ଟି, ଏମଡିଏମକେ, ଆଇୟୁଏମ୍ଏଲ୍, ଆରଏଲଡି, ଜେକେଏନ୍ସି, ଭିସିକେ, ରିଭଲ୍ଯୁଣ୍ଟାରୀ ସୋସିଆଲିଷ୍ଟ ପାର୍ଟି ଏବଂ କେସିଏମ୍ ଦଳ ମାର୍ଗାରେଟ୍ ଆଲଭାଙ୍କ ସମର୍ଥନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story