ଟେନ୍‌ସନ୍‌ ଦେଲା ଟମାଟୋ

ନୂଆଦିଲ୍ଲୀ: ନାଲି ଆଖି ଦେଖାଇଲା ଟମାଟୋ। ବଢ଼ାଇଲା ଭାଉ। ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍‌ ପରେ ଏବେ ଟେନ୍‌ସନ୍‌ ଦେଲା ଟମାଟୋ। ଆକାଶ ଛୁଆଁ ହେଲା ଦର। ସେଞ୍ଚୁରୀ ଟିପିଛି ଟମାଟୋ ଦାମ୍‌। ଫଳରେ ଖାଉଟିଙ୍କ ଉପରେ ବୋଝ ଉପରେ ନଲିତା ବିଡା ପଡିଛି। ଖାଉଟି ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟ୍‌ ଅନୁସାରେ ଏବେ ଟମାଟୋ କିଲା ପିଛା ଖୁଚୁରା ଦର ୧୧୦ ଟଙ୍କାକୁ ବୃଦ୍ଧି ପାଇଛି। ପାଞ୍ଚ ଦିନ ତଳେ ଟମାଟୋ କିଲୋ ପିଛା ଦର ୩୯ […]

Tomato

Tomato

Madhupriya Mistry
  • Published: Sunday, 17 October 2021
  • Updated: 17 October 2021, 01:34 PM IST

ନୂଆଦିଲ୍ଲୀ: ନାଲି ଆଖି ଦେଖାଇଲା ଟମାଟୋ। ବଢ଼ାଇଲା ଭାଉ। ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍‌ ପରେ ଏବେ ଟେନ୍‌ସନ୍‌ ଦେଲା ଟମାଟୋ। ଆକାଶ ଛୁଆଁ ହେଲା ଦର। ସେଞ୍ଚୁରୀ ଟିପିଛି ଟମାଟୋ ଦାମ୍‌। ଫଳରେ ଖାଉଟିଙ୍କ ଉପରେ ବୋଝ ଉପରେ ନଲିତା ବିଡା ପଡିଛି।

ଖାଉଟି ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟ୍‌ ଅନୁସାରେ ଏବେ ଟମାଟୋ କିଲା ପିଛା ଖୁଚୁରା ଦର ୧୧୦ ଟଙ୍କାକୁ ବୃଦ୍ଧି ପାଇଛି। ପାଞ୍ଚ ଦିନ ତଳେ ଟମାଟୋ କିଲୋ ପିଛା ଦର ୩୯ ଟଙ୍କା ଥିଲା। ସେହିପରି ପିଆଜ ମଧ୍ୟ କନ୍ଦାଇଛି। ଗତ ପାଞ୍ଚଦିନ ମଧ୍ୟରେ ପିଆଜା କିଲୋ ପିଛା ଦର ୫ଟଙ୍କା ବୃଦ୍ଧି ପାଇଛି। ପିଆଜ ଦର ଏବେ ୪୦ ଟଙ୍କା ୧୫ରେ ପଇସାରେ ପହଞ୍ଚିଛି। ଯାହା ସାଧାରଣ ଲୋକଙ୍କ ପକେଟକୁ ବାଧିଛି।

tomato retail price

ଏଥର ସେପ୍ଟେମ୍ବର ଶେଷରେ ଅନେକ ରାଜ୍ୟରେ ବର୍ଷା ହୋଇଛି। ଯେଉଁଥିପାଇଁ ପନିପରିବା ଚାଷ ଉପରେ ପ୍ରତିକୂଳ ପ୍ରଭାବ ପଡିଛି। ଏଥି ସହିତ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ହେବାର ଦ୍ୱିତୀୟ କାରଣ ମଧ୍ୟ ରହିଛି। ତୈଳ ଦର ବୃଦ୍ଧି ଯୋଗୁଁ ପରିବହନ ମୂଲ୍ୟ ବୃଦ୍ଧି ପାଇଛି। ଏହା ବର୍ତ୍ତମାନ ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରୁଛି।

ଗତ ଚାରି ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ରବିବାର ଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ୩୫ ପଇସା ଲେଖାଏଁ ମହଙ୍ଗା ହୋଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ସମେତ ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story