ଆଇଏସଆଇ ଇସାରାରେ ଆତଙ୍କବାଦୀ ନିଯୁକ୍ତ କରୁଥିଲା ପିଏଫଆଇ !

ନୂଆଦିଲ୍ଲୀ:ଇସଲାମିକ୍‌ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫଆଇ) ଭାରତୀୟ ମୁସଲମାନ ଯୁବକମାନଙ୍କୁ  ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ନିଯୁକ୍ତ କରୁଥିଲା।  ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇ ଇସାରାରେ ପିଏଫଆଇ ଦେଶ ବିରୋଧୀ କାମ କରୁଥିଲା। ମୁଖ୍ୟତଃ ମୁସଲମାନ ଯୁବକମାନଙ୍କୁ ଆତଙ୍କ ବାଦ ପ୍ରଶିକ୍ଷଣରେ ଲାଗାଉ ଥିଲା ପିଏଫଆଇ। ଏମିତି କିଛି  ଚାଞ୍ଚଲ୍ୟକର  ରିରପୋର୍ଟ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଦିଆଯାଛି।  ଏହା ପରେ ପିଏଫଆଇ ସଙ୍ଗଠନ ବିରୋଧରେ ସର୍ଚ୍ଚ ଅପରେଶନ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ […]

pfi

pfi

Tapas Behera
  • Published: Saturday, 24 September 2022
  • Updated: 24 September 2022, 01:51 PM IST

Sports

Latest News

ନୂଆଦିଲ୍ଲୀ:ଇସଲାମିକ୍‌ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫଆଇ) ଭାରତୀୟ ମୁସଲମାନ ଯୁବକମାନଙ୍କୁ  ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ନିଯୁକ୍ତ କରୁଥିଲା।  ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇ ଇସାରାରେ ପିଏଫଆଇ ଦେଶ ବିରୋଧୀ କାମ କରୁଥିଲା। ମୁଖ୍ୟତଃ ମୁସଲମାନ ଯୁବକମାନଙ୍କୁ ଆତଙ୍କ ବାଦ ପ୍ରଶିକ୍ଷଣରେ ଲାଗାଉ ଥିଲା ପିଏଫଆଇ। ଏମିତି କିଛି  ଚାଞ୍ଚଲ୍ୟକର  ରିରପୋର୍ଟ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଦିଆଯାଛି।  ଏହା ପରେ ପିଏଫଆଇ ସଙ୍ଗଠନ ବିରୋଧରେ ସର୍ଚ୍ଚ ଅପରେଶନ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।  ପିଏଫଆଇ ନେତାମାନେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ବେଆଇନ ପାଣ୍ଠି ସଂଗ୍ରହ କରୁଥିବା କେନ୍ଦ୍ର ଗୃହମନ୍ତ୍ରଣଳାୟ ପାଖରେ ପକ୍କା ଖବର ପହଞ୍ଚିଥିଲା।

ପିଏଫଆଇ ସଦସ୍ୟ  ଅନ୍ସଦ  ବାଦ୍ରୁଦିନ ଓ ମୌଦ ଅହମ୍ମଦ ଆତଙ୍କବାଦ କର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ଉଭୟଙ୍କ ଆକାଣ୍ଟକୁ ପିଏଫଆଇ ଆକାଉଣ୍ଟରୁ ବିପୁଳ ପରିମାଣରେ ଟଙ୍କା କାରବାର ହୋଇଥିବା ଜଣାପଡ଼ିଛି। ତେବେ ଦେଶବ୍ୟାପି ପିଏଫଆଇ କାର୍ଯ୍ୟାଳୟ ଉପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ରେଡ୍‌ ପରେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେରାଳରେ ବିକ୍ଷୋଭକାରୀମାନେ ଦେଇଥିବା ୧୨ଘଣ୍ଟିଆ ବନ୍ଦ ପାଳନ ବେଳେ ବିଭିନ୍ନ ସ୍ଥାନରେ ଦୋକାନ ବଜାର, ଗାଡି ପୋଡାଜଳା ଓ ଭଙ୍ଗାରୁଜା କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପରେ ପିଏଫଆଇର ସମ୍ପୃକ୍ତିକୁ ନେଇ ଜାତୀୟ ତଦନ୍ତକାରୀ ଏଜେନ୍ସି ପିଏଫଆଇର ବିଭିନ୍ନ କାର୍ଯ୍ୟାଳୟ ଓ ଏହାର ନେତାଙ୍କ ଘରେ ଚଢଉ କରିଥିଲା। ୧୫ଟି ରାଜ୍ୟର ୯୩ଟି ସ୍ଥାନରେ ଚଢଉ ବେଳେ ଏନଆଇଏ ପିଏଫଆଇର ଶତାଧିକ ନେତାଙ୍କୁ ଗିରଫ କରିଥିଲା।

ପିଏଫଆଇ କହିଛି ଯେ ଏହାର ଜାତୀୟ ଓ ରାଜ୍ୟସ୍ତର ନେତାଙ୍କ ବିରୋଧରେ ଏନଆଇଏ ନେଇଥିବା କାର୍ଯ୍ୟାନୁଷ୍ଠାନ ଅନୁଚିତ୍। ଏନଆଇଏର ଏହି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶୁକ୍ରବାର ପିଏଫଆଇ କେରଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେରଳ ପିଏଫଆଇର ମୁଖ୍ୟ ପେଣ୍ଠସ୍ଥଳ ହୋଇଥିବାରୁ ଏଠାରେ ସଂଗଠନର ସଦସ୍ୟ ଓ ସମର୍ଥକମାନେ ବିକ୍ଷୋଭ ଓ ହିଂସାକାଣ୍ଡ ଘଟାଇଛନ୍ତି। ବିକ୍ଷୋଭକାରୀମାନେ ବିଜେପି ଓ ଆରଏସ୍ଏସ କାର୍ଯ୍ୟାଳୟ ଉପରେ ପେଟ୍ରୋଲ ବୋମା ପକାଇଛନ୍ତି। ପିଏଫଆଇର ଆଜିର ବିକ୍ଷୋଭକୁ ନେଇ କେରଳ ହାଇକୋର୍ଟ ସଂଗଠନ ବିରୋଧରେ ମାମଲା ରୁଜୁ କରିଛନ୍ତି। ପିଏଫଆଇର ବନ୍ଦ ପାଳନକୁ ହାଇକୋର୍ଟ ବେଆଇନ ଦର୍ଶାଇଛନ୍ତି।

ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ପିଏଫଆଇର ସମ୍ପୃକ୍ତିକୁ ନେଇ ଏହାକୁ ନିଷିଦ୍ଧ କରିବା ଲାଗି ବିଭିନ୍ନ ଆସାମ ଓ କର୍ଣ୍ଣାଟକ ସରକାର ଦାବି କରିଛନ୍ତି। ଏନଆଇଏର କହିବା ଅନୁଯାୟୀ ପିଏଫ୍ଆଇ ବିଭିନ୍ନ ସ୍ଥାନରେ ଶିବିର ପକାଇ ଯୁବକଙ୍କୁ ନିଯୁକ୍ତି ଦେଉଛି। ପିଏଫଆଇରେ ନିଯୁକ୍ତ ଯୁବକଙ୍କୁ ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଲାଗି ପ୍ରୋତ୍ସାହନ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story