ଯମୁନା ନଦୀରେ ବିଷାକ୍ତ ଫେଣ ସଫା କରୁଛି ଦିଲ୍ଲୀ ଜଳ ବୋର୍ଡ

ନୂଆଦିଲ୍ଲୀ: ଛଟ ପୂଜା ପୂର୍ବରୁ ଦିଲ୍ଲୀ ଯମୁନା ନଦୀରେ ପ୍ରଦୂଷଣ ଯୋଗୁଁ ସୃଷ୍ଟି ହୋଇଥିବା ବିଷାକ୍ତ ଫେଣକୁ ନଷ୍ଟ କରିବାରେ ଲାଗିଛି ଦିଲ୍ଲୀ ଜଳ ବୋର୍ଡ । ଆଜି ସକାଳୁ ଦିଲ୍ଲୀ ଜଲ ବୋର୍ଡର କର୍ମଚାରୀମାନେ ଡଙ୍ଗା ସାହାଯ୍ୟରେ ନଦୀ ଭିତରେ ପଶି ରାସାୟନିକ ସାମଗ୍ରୀ ସ୍ପ୍ରେ କରିଛନ୍ତି। ଗତ ସପ୍ତାହେ ହେଲା ଓ୍ୱାଜିରାବାଦରୁ ଓଖଲା ପର୍ଯ୍ୟନ୍ତ ନଦୀରେ ପ୍ରଚୁର ମାତ୍ରାରେ ଫେଣ ଭାସୁଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ଗାର୍ମେଣ୍ଟ କାରଖାନାରୁ ବିଷାକ୍ତ ରଙ୍ଗ ପାଣି […]

jamuna

jamuna

Tapas Behera
  • Published: Friday, 28 October 2022
  • Updated: 28 October 2022, 08:14 PM IST

Sports

Latest News

ନୂଆଦିଲ୍ଲୀ: ଛଟ ପୂଜା ପୂର୍ବରୁ ଦିଲ୍ଲୀ ଯମୁନା ନଦୀରେ ପ୍ରଦୂଷଣ ଯୋଗୁଁ ସୃଷ୍ଟି ହୋଇଥିବା ବିଷାକ୍ତ ଫେଣକୁ ନଷ୍ଟ କରିବାରେ ଲାଗିଛି ଦିଲ୍ଲୀ ଜଳ ବୋର୍ଡ । ଆଜି ସକାଳୁ ଦିଲ୍ଲୀ ଜଲ ବୋର୍ଡର କର୍ମଚାରୀମାନେ ଡଙ୍ଗା ସାହାଯ୍ୟରେ ନଦୀ ଭିତରେ ପଶି ରାସାୟନିକ ସାମଗ୍ରୀ ସ୍ପ୍ରେ କରିଛନ୍ତି। ଗତ ସପ୍ତାହେ ହେଲା ଓ୍ୱାଜିରାବାଦରୁ ଓଖଲା ପର୍ଯ୍ୟନ୍ତ ନଦୀରେ ପ୍ରଚୁର ମାତ୍ରାରେ ଫେଣ ଭାସୁଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ଗାର୍ମେଣ୍ଟ କାରଖାନାରୁ ବିଷାକ୍ତ ରଙ୍ଗ ପାଣି ପ୍ରବେଶ କରିବା ଫଳରେ ଯମୁନା ନଦୀ ସଂଘାତିକ ଭାବେ ପ୍ରଦୂଷିତ ହୋଇଥିବା ଅଭିଯୋଗ ହୋଇଥିଲା

ପାଣିରେ ଫସଫେଟ୍ସ ଓ ସରଫେକଟାଣ୍ଟର ପରିମାଣ ବଢ଼ିବାରୁ ପ୍ରଚୁର ମାତ୍ରାରେ ଫେଣ ଦେଖିବାକୁ ମିଳିଥିଲା । ତେବେ ରବିବାର ଦିନ ଛଟ ପୂଜା ଥିବାରୁ ବିଭିନ୍ନ ସ୍ଥାନରେ ଲୋକମାନେ ଗାଧୋଇବେ । ତାପୂର୍ବରୁ ନଦୀରେ ଫେଣ କମାଇବା ଲାଗି ଜଲ୍ ବୋର୍ଡ ପକ୍ଷରୁ କେମିକାଲ୍ ସ୍ପ୍ରେ କରାଯାଇଛି । ସେପଟେ କେମିକାଲ ସ୍ପ୍ରେକୁ ବିଜେପି ସମାଲୋଚନା କରିଛି । ଫେଣ ନଷ୍ଟ ପାଇଁ ଦିଲ୍ଲୀ ଜଲ୍ ବୋର୍ଡ ବିଷ ସ୍ପ୍ରେ କରୁଥିବା ବିଜେପି ଅଭିଯୋଗ କରିଛି । ସେପଟେ ବିଜେପିର ଅଭିଯୋଗକୁ ଦିଲ୍ଲୀ ଜଲ୍ ବୋର୍ଡ ଖଣ୍ଡନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story