କଂଗ୍ରେସ ଆମକୁ କପି କରୁଛି: ତୃଣମୂଳ କଂଗ୍ରେସ

କୋଲକାତା: ତୃଣମୂଳ କଂଗ୍ରେସକୁ ନକଲ କରୁଛି କଂଗ୍ରେସ। ଏହି ଅଭିଯୋଗ ଆଣିଛି ତୃଣମୂଳ କଂଗ୍ରେସ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦ ପ୍ରତିଶତ ଟିକେଟ୍ ମହିଳାମାନଙ୍କୁ ଦେବ ବୋଲି ପ୍ରିୟଙ୍କା ଗାନ୍ଧି ଘୋଷଣା କରିବା ପରେ ତୃଣମୂଳ କଂଗ୍ରେସ ଏହି ଅଭିଯୋଗ କରିଛି। ଦଳ ପକ୍ଷରୁ କୁହାଯାଇଛି, ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ଦେଶରେ ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ମହିଳାଙ୍କ ଅଂଶଗ୍ରହଣକୁ ବାଟ ଦେଖାଇଛି। ଆମ ଦଳ ପ୍ରଥମ କରି ଲୋକସଭା ନିର୍ବାଚନରେ […]

Trinmool Congress

Trinmool Congress

Jitendra Garnayak
  • Published: Wednesday, 20 October 2021
  • Updated: 20 October 2021, 11:43 AM IST

Sports

Latest News

କୋଲକାତା: ତୃଣମୂଳ କଂଗ୍ରେସକୁ ନକଲ କରୁଛି କଂଗ୍ରେସ। ଏହି ଅଭିଯୋଗ ଆଣିଛି ତୃଣମୂଳ କଂଗ୍ରେସ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦ ପ୍ରତିଶତ ଟିକେଟ୍ ମହିଳାମାନଙ୍କୁ ଦେବ ବୋଲି ପ୍ରିୟଙ୍କା ଗାନ୍ଧି ଘୋଷଣା କରିବା ପରେ ତୃଣମୂଳ କଂଗ୍ରେସ ଏହି ଅଭିଯୋଗ କରିଛି।

ଦଳ ପକ୍ଷରୁ କୁହାଯାଇଛି, ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ଦେଶରେ ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ମହିଳାଙ୍କ ଅଂଶଗ୍ରହଣକୁ ବାଟ ଦେଖାଇଛି। ଆମ ଦଳ ପ୍ରଥମ କରି ଲୋକସଭା ନିର୍ବାଚନରେ ମହିଳାମାନଙ୍କୁ ୪୦ ପ୍ରତିଶତ ସିଟ୍‌ରେ ପ୍ରାର୍ଥୀ କରିଥିଲା। ଏବେ କଂଗ୍ରେସ ଏହାକୁ ଅନୁକରଣ କରିଛି। ତେବେ ଦଳ ଯଦି ସତରେ ମହିଳାଙ୍କୁ ଏତେ ଗୁରୁତ୍ୱ ଦିଏ, ତା’ହେଲେ ଉତ୍ତର ପ୍ରଦେଶ ସହିତ ଅନ୍ୟ ସବୁ ରାଜ୍ୟରେ ମଧ୍ୟରେ ୪୦ ପ୍ରତିଶତ ଆସନରେ ସେମାନଙ୍କୁ ପ୍ରାର୍ଥୀ କରାଉ।

କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ମଙ୍ଗଳବାର ଘୋଷଣା କରିଥିଲେ ଯେ ୨୦୨୨ରେ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ତା’ର ୪୦ ପ୍ରତିଶତ ଟିକେଟ୍ ମହିଳାମାନଙ୍କୁ ଦେବ। ଦଳ ଏହି ନିଷ୍ପତ୍ତି ନେଇଥିବା ସେ ଘୋଷଣା କରିଥିଲେ। ତେବେ ଉତ୍ତର ପ୍ରଦେଶ ଦାୟିତ୍ୱରେ ଥିବା ପ୍ରିୟଙ୍କା ନିଜେ ବିଧାନସଭା ନିର୍ବାଚନ ଲଢ଼ିବେ ନା ନାହିଁ, ସେ ନେଇ କିଛି ସ୍ପଷ୍ଟ କରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story