ବିଜେପିକୁ କେନ୍ଦ୍ରର ଚିଠି ଦେଖାଇ ବାଣ ମାରିଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ସହ ଦହି ହାଣ୍ଡି ଉତ୍ସବ ପାଳନ ପାଇଁ ଅନୁମତି ଦାବି କରି ବିକ୍ଷୋଭ କରୁଥିବା ବିଜେପିକୁ ତେର୍ଚ୍ଛାବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ବିଜେପି ଓ ରାଜ ଠାକରେଙ୍କ ନେତୃତ୍ୱାଧୀନ ନବନିର୍ମାଣ ସେନା ମହାରାଷ୍ଟ୍ର ସରକାରଙ୍କୁ ହିନ୍ଦୁ ବିରୋଧୀ କହି ପ୍ରଚାର କରୁଛନ୍ତି। ତେବେ ଆଜି ଉଦ୍ଧବ ଠାକରେ ପାର୍ବଣ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଚିଠିକୁ ଦେଖାଇ ବିଜେପିକୁ ଟାର୍ଗେଟ କରିଛନ୍ତି। ପାର୍ବଣରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ […]

SS

SS

Hemant Lenka
  • Published: Tuesday, 31 August 2021
  • Updated: 31 August 2021, 05:38 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ସହ ଦହି ହାଣ୍ଡି ଉତ୍ସବ ପାଳନ ପାଇଁ ଅନୁମତି ଦାବି କରି ବିକ୍ଷୋଭ କରୁଥିବା ବିଜେପିକୁ ତେର୍ଚ୍ଛାବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ବିଜେପି ଓ ରାଜ ଠାକରେଙ୍କ ନେତୃତ୍ୱାଧୀନ ନବନିର୍ମାଣ ସେନା ମହାରାଷ୍ଟ୍ର ସରକାରଙ୍କୁ ହିନ୍ଦୁ ବିରୋଧୀ କହି ପ୍ରଚାର କରୁଛନ୍ତି।

ତେବେ ଆଜି ଉଦ୍ଧବ ଠାକରେ ପାର୍ବଣ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଚିଠିକୁ ଦେଖାଇ ବିଜେପିକୁ ଟାର୍ଗେଟ କରିଛନ୍ତି। ପାର୍ବଣରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ଭିଡ଼ ହେଉଥିବା ସ୍ଥାନରେ କଟକଣା ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସତ୍ତ୍ୱେ ବିଜେପି ଦହି ହାଣ୍ଡି ଭଳି ଉତ୍ସବ ପାଳନ କରିବାକୁ ଦାବି କରୁଛି। ଏହାକୁ ନେଇ ଉଦ୍ଧବ ଠାକରେ ବିଜେପିକୁ ସମାଲୋଚନା କରିଛନ୍ତି।

ଉଦ୍ଧବ ଠାକରେ କହିଛନ୍ତି, “ସେମାନେ ଆମକୁ ହିନ୍ଦୁ ବିରୋଧୀ ସରକାର କହୁଛନ୍ତି। ହେଲେ ଏହା ଆଗକୁ ଚାଲିବ ନାହିଁ। ମୁଁ ସେମାନଙ୍କୁ କେନ୍ଦ୍ର ଦେଇଥିବା ଚିଠି ଦେଖାଇବାକୁ ଚାହୁଁଛି, ସେମାନେ ସେଥିରେ ଦହି ହାଣ୍ଡି ଉତ୍ସବ ଓ ଗଣେଶ ଉତ୍ସବ ବେଳେ ଆମକୁ କଟକଣା ଲାଗୁ କରିବାକୁ କହିଛନ୍ତି।

ତେଣୁ ସେମାନେ କ’ଣ? ସେମାନେ କ’ଣ ହିନ୍ଦୁ ବିରୋଧୀ ନୁହନ୍ତି? ମହାରାଷ୍ଟ୍ର ସରକାର କୌଣସି ଧର୍ମର ବିରୋଧୀ ନୁହନ୍ତି। କିନ୍ତୁ କରୋନା ଭାଇରସ ବିରୋଧୀ। ଏହି କାରଣ ପାଇଁ ଯେଉଁମାନେ ଆନ୍ଦୋଳନ କରୁଛନ୍ତି, ସେମାନେ ଭାଇରସ ବିରୋଧରେ ଲଢ଼େଇ କରନ୍ତୁ। ସେମାନେ ଅକ୍ସିଜେନ ପ୍ଲାଣ୍ଟ ବୃଦ୍ଧି କରିବା ପାଇଁ ଚେଷ୍ଟା କରନ୍ତୁ। କିନ୍ତୁ ବିଜେପିର ଏଦିଗରେ ଇଚ୍ଛାଶକ୍ତି ନାହିଁ। କେବଳ ତୁମେମାନେ ରାସ୍ତାକୁ ଓହ୍ଲାଉଛ ଓ ବିବାଦ ସୃଷ୍ଟି କରୁଛି।”

ଦହି ହାଣ୍ଡି ଭଙ୍ଗିବା ପରମ୍ପରାକୁ ଆଗକୁ ନେବା ପାଇଁ ରାଜ ଠାକରେ ନିଜ ସମର୍ଥକଙ୍କୁ କହିଛନ୍ତି। ସେହିପରି ବିଜେପି ମଧ୍ୟ ରାସ୍ତାକୁ ଓହ୍ଲାଇ ମନ୍ଦିର ଖୋଲିବା ଓ ଦହିହାଣ୍ଡି ଉତ୍ସବ ପାଳନ କରିବାକୁ ସରକାର ଅନୁମତି ଦିଅନ୍ତୁ ବୋଲି ଦାବି କରି ବିକ୍ଷୋଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story