ଆୟକର ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ ହେଲାନି https://t.co/zB8AxD37oS
— Odisha Reporter (@OdishaReporter) February 1, 2021
ଆହୁରି ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ! https://t.co/V0SY9RQnqN
— Odisha Reporter (@OdishaReporter) February 1, 2021
କ’ଣ ଶସ୍ତା ହେଲା, କ’ଣ ମହଙ୍ଗା, ଜାଣନ୍ତୁ #Budget2021 #costlier #cheaper #OdishaReporter https://t.co/uT2qcVzqFx
— Odisha Reporter (@OdishaReporter) February 1, 2021
ବଜେଟ: ନିର୍ବାଚନ ପାଇଁ ୪ ରାଜ୍ୟକୁ ଗୁରୁତ୍ୱ https://t.co/pARoQVeeEa
— Odisha Reporter (@OdishaReporter) February 1, 2021
ବଜେଟରେ ଚାଷୀଙ୍କ ପାଇଁ କ’ଣ ବ୍ୟବସ୍ଥା, ପାରାଦୀପରେ ହେବ ଏହି ପ୍ରକଳ୍ପ https://t.co/xAmq5dJvJL
— Odisha Reporter (@OdishaReporter) February 1, 2021
ବୟସ୍କଙ୍କୁ ଟ୍ୟାକ୍ସ ଛାଡ, ଅଡିଟ୍ ଛାଡ କାରବାର ପାଇଁ ନୂଆ ଘୋଷଣା #Budget2021 #TaxReturn #OdishaReporter https://t.co/EPE3WNzu9K
— Odisha Reporter (@OdishaReporter) February 1, 2021
କେତେ ବର୍ଷ ବ୍ୟବହାର କରିପାରିବେ ଗାଡ଼ି, ଘୋଷଣା କଲେ ଅର୍ଥମନ୍ତ୍ରୀ https://t.co/cMhdt3eRzo
— Odisha Reporter (@OdishaReporter) February 1, 2021
* ଏଣିକି ୧୦ କୋଟି କାରବାର ଥିବା କଂପାନୀ ପାଇଁ ଅଡିଟ ଅନାବଶ୍ୟକ
* ଅଡିଟ ଛାଡ଼ କାରବାର ପରିମାଣ ୫ କୋଟିରୁ ୧୦ କୋଟିକୁ ବୃଦ୍ଧି#unionbudget2021 #budget #budget2021 #budget2021time #Budgetday2021 pic.twitter.com/WZV0gyBKUy— Odisha Reporter (@OdishaReporter) February 1, 2021
ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୬୪,୧୮୦ କୋଟି https://t.co/ZaE80vUebP
— Odisha Reporter (@OdishaReporter) February 1, 2021
* କୃଷି ଋଣ ପରିମାଣ ୧୬.୫ ଲକ୍ଷ କୋଟି ବୃଦ୍ଧି ଲକ୍ଷ୍ୟ
* ସ୍ୱାମିତ୍ୱ ଯୋଜନାରେ ୧.୮୦ ଲକ୍ଷ ଲୋକଙ୍କୁ ଜମିପଟ୍ଟା ମିଳିଛି
* ଚଳିତ ବର୍ଷ ଏହା ସବୁ ରାଜ୍ୟକୁ ସଂପ୍ରସାରଣ କରିବାକୁ ଯୋଜନା
* ୫ଟି ମେଗା ଫିସେରୀ ହାର୍ବର ପାଇଁ ବଜେଟରେ ଘୋଷଣା
* ୫ଟି ପ୍ରସ୍ତାବିତ ମେଗା ଫିସେରୀ ହାର୍ବର ମଧ୍ୟରେ ପାରାଦୀପ ସ୍ଥାନିତ#unionbudget2021 pic.twitter.com/Rw6rbGyVVe— Odisha Reporter (@OdishaReporter) February 1, 2021
* ଧାନ ପାଇଁ ୨୦୧୩ରେ ଚାଷୀଙ୍କୁ ୬୩ ହଜାର କୋଟି ଦିଆଯାଇଥିଲା
* ୨୦୧୯ରେ ଚାଷୀଙ୍କୁ ଉତ୍ପାଦିତ ଧାନ ପାଇଁ ୧, ୪୧, ୯୩୦ କୋଟି ମିଳିଛି
* ଚଳିତ ବର୍ଷ ଏହି ପରିମାଣ ୧, ୭୨, ୭୫୨ କୋଟି ହେବା ଆକଳନ#unionbudget2021 #budget #budget2021 #budget2021time #Budgetday2021 pic.twitter.com/92jhtaGUB6— Odisha Reporter (@OdishaReporter) February 1, 2021
ଉପଭୋକ୍ତା ସ୍ଥିର କରିବେ କେଉଁଠୁ ଆଣିବେ ବିଦ୍ୟୁତ୍ #Budget2021 #OdishaReporter https://t.co/U34FCxo7yn
— Odisha Reporter (@OdishaReporter) February 1, 2021
* ଆଉ ୧୦୦ଟି ନୂଆ ସୈନିକ ସ୍କୁଲ ସ୍ଥାପନ ପାଇଁ ଘୋଷଣା
* ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍ରେ ହେବ ନୂଆ ସୈନିକ ସ୍କୁଲ
* ଲେହରେ ସେଣ୍ଟ୍ରାଲ ୟୁନିଭର୍ସିଟି ସ୍ଥାପନ ପାଇଁ ଘୋଷଣା#unionbudget2021 #budget #budget2021 #budget2021time #Budgetday2021 pic.twitter.com/E6jpiOuu9r— Odisha Reporter (@OdishaReporter) February 1, 2021
* ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ପାଇଁ ପ୍ୟାକେଜ୍ ଘୋଷଣା
* ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମ ପାଇଁ ପ୍ୟାକେଜ ଘୋଷଣା
* ପଶ୍ଚିମବଙ୍ଗରେ ୨୫ ହଜାର କୋଟିରେ ୬୭୫ କିମି ରାଜପଥ ହେବ
* କେରଳ ପାଇଁ ୬୫ ହଜାର କୋଟି ଓ ଆସାମ ପାଇଁ ୩ ହଜାର ୪ ଶହ କୋଟି#unionbudget2021 #budget #budget2021 #budget2021time #Budgetday2021 pic.twitter.com/TPcGhfpVbv— Odisha Reporter (@OdishaReporter) February 1, 2021
* ବଜେଟରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି
* ଚାଷୀଙ୍କ ଆୟ ଦେଢ଼ ଗୁଣ ବଢ଼ାଇବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି#unionbudget2021 #budget #budget2021 #budget2021time #Budgetday2021 pic.twitter.com/TirOAE8rMI— Odisha Reporter (@OdishaReporter) February 1, 2021
ଇଣ୍ଡିଆ ଟିମ୍କୁ ପ୍ରଶଂସା କଲେ ନିର୍ମଳା #Budget2021 #IndianCricketTeam #OdishaReporter https://t.co/q0HfNBE4i9
— Odisha Reporter (@OdishaReporter) February 1, 2021
* ଉଜ୍ଜ୍ୱଳା ଯୋଜନା ସଂପ୍ରସାରଣ ପାଇଁ ସୀତାରମଣଙ୍କ ଘୋଷଣା
* ଏବେ ୮ କୋଟି ପରିବାର ପାଉଛନ୍ତି, ଆଉ ୧ କୋଟି ବୃଦ୍ଧି କରାଯିବ
* ଜାମ୍ମୁ କାଶ୍ମୀରରେ ଗ୍ୟାସ୍ ପାଇପଲାଇନ ବିଛାଇବାକୁ ଘୋଷଣା
* ଆଗାମୀ ୩ ବର୍ଷରେ ଆଉ ୧୦୦ ଜିଲ୍ଲାରେ ସିଟି ଗ୍ୟାସ୍ ବିତରଣ#unionbudget2021 #budget #budget2021 #budget2021time #Budgetday2021 pic.twitter.com/mmiDjOvNU0— Odisha Reporter (@OdishaReporter) February 1, 2021
* ହାଇଡ୍ରୋଜେନ୍ ଏନର୍ଜୀ ମିଶନ ଆରମ୍ଭ କରାଯିବାକୁ ଘୋଷଣା
* ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ବଜେଟରେ ବଡ଼ ଘୋଷଣା
* କାହାଠାରୁ ବିଦ୍ୟୁତ୍ ଆଣିବେ, ଏବେ ସ୍ଥିର କରିପାରିବେ ଉପଭୋକ୍ତା#unionbudget2021 #budget #budget2021 #budget2021time #Budgetday2021 pic.twitter.com/9WaVMQCMeW— Odisha Reporter (@OdishaReporter) February 1, 2021
ପ୍ରତି ଜିଲ୍ଲାରେ ସ୍ଥାପନ ହେବ ସମନ୍ୱିତ ପରୀକ୍ଷାଗାର #Budget2021 #NirmalaSitharaman #OdishaReporter https://t.co/iWPvUMMltB
— Odisha Reporter (@OdishaReporter) February 1, 2021
* ରେଲେୱେ ପାଇଁ ବଜେଟରେ ୧, ୧୦, ୦୫୫ କୋଟି ବ୍ୟୟବରାଦ
* ରେଳ ଲାଇନ ବିଦ୍ୟୁତ୍ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ
* ୨୭ଟି ସହରରେ ଆଉ ୧୦୬୦କିମି ମେଟ୍ରୋ ଲାଇନ ହେବ
* ବେଙ୍ଗାଲୁରୁ ଏବଂ ଚେନ୍ନାଇ ମେଟ୍ରୋ ସଂପ୍ରସାରଣ ହେବ#unionbudget2021 #budget #budget2021 #budget2021time #Budgetday2021 pic.twitter.com/O5dm2UFz1a— Odisha Reporter (@OdishaReporter) February 1, 2021
* ଜୁନ୍ ୨୦୨୨ ସୁଦ୍ଧା ୨ଟି ରେଳ ଫ୍ରେଟ କରିଡର ସଂପୂର୍ଣ୍ଣ କରାଯିବ
* ଆଉ ୩ଟି ରେଳ ଫ୍ରେଟ କରିଡର ପାଇଁ ବଜେଟରେ ଘୋଷଣା
* ଖଡ଼ଗପୁରରୁ ବିଜୟୱାଡ଼ା ହେବ ଇଷ୍ଟକୋଷ୍ଟ କରିଡ଼ର
* ଇଷ୍ଟ-ୱେଷ୍ଟ କରିଡର ଏବଂ ନର୍ଥ-ସାଉଥ କରିଡ଼ର ପାଇଁ ବି ଘୋଷଣା#unionbudget2021 #budget #budget2021 #budget2021time #Budgetday2021 pic.twitter.com/DPA9qd3iXS— Odisha Reporter (@OdishaReporter) February 1, 2021
* ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କିମି NH ତିଆରି ହେବ
* କେବଳ ପଶ୍ଚିମବଙ୍ଗରେ ୬୭୫ କିମି NH ହେବ#unionbudget2021 #budget #budget2021 #budget2021time #Budgetday2021 pic.twitter.com/v5ugXCYGXE— Odisha Reporter (@OdishaReporter) February 1, 2021
* ମାଲ ପରିବହନ ସୁଗମ ପାଇଁ ହେବ ରେଲେୱର ସ୍ୱତନ୍ତ୍ର ଫ୍ରେଟ୍ କରିଡର
* ବିତ୍ତୀୟ ଭରଣା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମିଳିବ ୨ଲକ୍ଷ କୋଟି
* ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କିମି NH ତିଆରି ହେବ#unionbudget2021 #budget #budget2021 #budget2021time #Budgetday2021 pic.twitter.com/ANK9Su94LB— Odisha Reporter (@OdishaReporter) February 1, 2021
* ପ୍ରତି ଜିଲ୍ଲାରେ ସ୍ଥାପନ ହେବ ସମନ୍ୱିତ ପରୀକ୍ଷାଗାର
* ଦେଶରେ ୧୫ଟି ହେଲ୍ଥ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ
* ସ୍ୱଚ୍ଛ ପାନୀୟ ଜଳ ପାଇଁ ୨.୮୭ ଲକ୍ଷ କୋଟି ବ୍ୟୟବରାଦ ହୋଇଛି
* କରୋନା ଭ୍ୟାକସିନ ଉତ୍ପାଦନ ପାଇଁ ୩୫ ହଜାର କୋଟି ବ୍ୟୟବରାଦ ହୋଇଛି#unionbudget2021 #budget #budget2021 #budget2021time #Budgetday2021 pic.twitter.com/Z4W6jgvHti— Odisha Reporter (@OdishaReporter) February 1, 2021
* ଅର୍ଥନୀତିକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ସରକାର ବଦ୍ଧ ପରିକର
* ସୁସ୍ଥ ଭାରତ, ସ୍ୱଚ୍ଛ ଶାସନ, ସମସ୍ତଙ୍କ ପାଇଁ ବିକାଶ ଆମର ମୂଳ ଲକ୍ଷ୍ୟ #unionbudget2021 #budget #budget2021 #budget2021time #Budgetday2021 pic.twitter.com/7XadGnOoWq— Odisha Reporter (@OdishaReporter) February 1, 2021
ବଜେଟ୍ ଉପସ୍ଥାପନ ବେଳେ ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଦଳର ବିଜୟ କଥା ଉଠାଇଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଟିମ୍ ଇଣ୍ଡିଆକୁ କଲେ ପ୍ରଶଂସା #unionbudget2021 #budget #budget2021 #budget2021time #Budgetday2021 pic.twitter.com/Kyh56LUcqz
— Odisha Reporter (@OdishaReporter) February 1, 2021
- ପ୍ରଥମ ଥର ପାଇଁ ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- ସମୟୋଚିତ ଲକଡାଉନ ନିଷ୍ପତ୍ତି ଯୋଗୁଁ ଦେଶକୁ ଲାଭ ମିଳିଛି
- କରୋନା ଯୋଗୁଁ ପ୍ରଭାବିତଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି
- କରୋନା ଯୋଗୁଁ ପ୍ରଭାବିତଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି
- କରୋନା କାଳରେ ଡ୍ୟୁଟି କରିଥିବା ଲୋକଙ୍କୁ ପ୍ରଶଂସା କଲେ ସୀତାରମଣ
- ଆତ୍ମର୍ନଭର ଭାରତ ପ୍ୟାକେଜ କୋଟି କୋଟି ଲୋକଙ୍କୁ ଲାଭ ଦେଇଛି
- ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନେକଙ୍କୁ ରାହା ଦେଇଛି
- ଆଜି ଭାରତରେ ୨ଟି କରୋନା ଭ୍ୟାକସିନ ଉତ୍ପାଦନ ହେଉଛି
- ଆଉ ୨ଟି କରୋନା ଭ୍ୟାକସିନ ମଧ୍ୟ ଖୁବଶୀଘ୍ର ଆସିବାର ଅଛି
- ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଦଳର ବିଜୟକୁ ବି ପ୍ରଶଂସା କଲେ
- ଅର୍ଥନୀତିକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ସରକାର ବଦ୍ଧ ପରିକର
- ସୁସ୍ଥ ଭାରତ, ସ୍ୱଚ୍ଛ ଶାସନ, ସମସ୍ତଙ୍କ ପାଇଁ ବିକାଶ ଆମର ମୂଳ ଲକ୍ଷ୍ୟ
- ସ୍ୱାସ୍ଥ୍ୟ ସେବା ପାଇଁ ବଜେଟରେ ବ୍ୟାପକ ବ୍ୟବସ୍ଥା ହୋଇଛି
- ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ
- ଭିତ୍ତିଭୂମି ବିକାଶ ପାଇଁ ୬୪, ୧୮୪ କୋଟିର ବ୍ୟୟବରାଦ ହୋଇଛି
- WHOର ଦକ୍ଷିଣ ଏସୀୟ ଶାଖା ସ୍ଥାପନ ପାଇଁ ବ୍ୟବସ୍ଥା ହେବ
- ପ୍ରତି ଜିଲ୍ଲାରେ ସ୍ଥାପନ ହେବ ସମନ୍ୱିତ ପରୀକ୍ଷାଗାର
- ଦେଶରେ ୧୫ଟି ହେଲ୍ଥ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ
- ସ୍ୱଚ୍ଛ ପାନୀୟ ଜଳ ପାଇଁ ୨.୮୭ ଲକ୍ଷ କୋଟି ବ୍ୟୟବରାଦ ହୋଇଛି
- କରୋନା ଭ୍ୟାକସିନ ଉତ୍ପାଦନ ପାଇଁ ୩୫ ହଜାର କୋଟି ବ୍ୟୟବରାଦ ହୋଇଛି
- ମାଲ ପରିବହନ ସୁଗମ ପାଇଁ ହେବ ରେଲେୱର ସ୍ୱତନ୍ତ୍ର ଫ୍ରେଟ୍ କରିଡର
- ବିତ୍ତୀୟ ଭରଣା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମିଳିବ ୨ଲକ୍ଷ କୋଟି
- ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କିମି NH ତିଆରି ହେବ
- କେବଳ ପଶ୍ଚିମ ବଙ୍ଗରେ ୬୭୫ କିମି NH ହେବ
- ଜୁନ୍ ୨୦୨୨ ସୁଦ୍ଧା ୨ଟି ରେଳ ଫ୍ରେଟ କରିଡର ସଂପୂର୍ଣ୍ଣ କରାଯିବ
- ଆଉ ୩ଟି ରେଳ ଫ୍ରେଟ କରିଡର ପାଇଁ ବଜେଟରେ ଘୋଷଣା
- ଖଡ଼ଗପୁରରୁ ବିଜୟୱାଡ଼ା ହେବ ଇଷ୍ଟକୋଷ୍ଟ କରିଡ଼ର
- ଇଷ୍ଟ-ୱେଷ୍ଟ କରିଡର ଏବଂ ନର୍ଥ-ସାଉଥ କରିଡ଼ର ପାଇଁ ବି ଘୋଷଣା
- ରେଳବାଇ ପାଇଁ ବଜେଟରେ ୧, ୧୦, ୦୫୫ କୋଟି ବ୍ୟୟବରାଦ
- ରେଳ ଲାଇନ ବିଦ୍ୟୁତ୍ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ
- ୨୭ଟି ସହରରେ ଆଉ ୧୦୬୦କିମି ମେଟ୍ରୋ ଲାଇନ ହେବ
- ବେଙ୍ଗାଲୁରୁ ଏବଂ ଚେନ୍ନାଇ ମେଟ୍ରୋ ସଂପ୍ରସାରଣ ହେବ
- ହାଇଡ୍ରୋଜେନ୍ ଏନର୍ଜୀ ମିଶନ ଆରମ୍ଭ କରାଯିବାକୁ ଘୋଷଣା
- ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ବଜେଟରେ ବଡ଼ ଘୋଷଣା
- କାହାଠାରୁ ବିଦ୍ୟୁତ୍ ଆଣିବେ, ଏବେ ସ୍ଥିର କରିପାରିବେ ଉପଭୋକ୍ତା
- ଉଜ୍ଜ୍ୱଳା ଯୋଜନା ସଂପ୍ରସାରଣ ପାଇଁ ସୀତାରମଣଙ୍କ ଘୋଷଣା
- ଏବେ ୮ କୋଟି ପରିବାର ପାଉଛନ୍ତି, ଆଉ ୧ କୋଟି ବୃଦ୍ଧି କରାଯିବ
- ଜାମ୍ମୁ କାଶ୍ମୀରରେ ଗ୍ୟାସ୍ ପାଇପଲାଇନ ବିଛାଇବାକୁ ଘୋଷଣା
- ଆଗାମୀ ୩ ବର୍ଷରେ ଆଉ ୧୦୦ ଜିଲ୍ଲାରେ ସିଟି ଗ୍ୟାସ୍ ବିତରଣ
- ବୀମା କ୍ଷେତ୍ରରେ FDI ୪୯%ରୁ ୭୪% ବୃଦ୍ଧି ପାଇଁ ଘୋଷଣା
- LICରେ ପୁଞ୍ଜିନିବେଶ ପାଇଁ ଆଇପିଓ ଆସିବ
- ୨ଟି ପବ୍ଲିକ ସେର ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ହେବ
- ବଜେଟରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି
- ଚାଷୀଙ୍କ ଆୟ ଦେଢ଼ ଗୁଣ ବଢ଼ାଇବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି
- ଧାନ ପାଇଁ ୨୦୧୩ରେ ଚାଷୀଙ୍କୁ ୬୩ ହଜାର କୋଟି ଦିଆଯାଇଥିଲା
- ୨୦୧୯ରେ ଚାଷୀଙ୍କୁ ଉତ୍ପାଦିତ ଧାନ ପାଇଁ ୧, ୪୧, ୯୩୦ କୋଟି ମିଳିଛି
- ଚଳିତ ବର୍ଷ ଏହି ପରିମାଣ ୧, ୭୨, ୭୫୨ କୋଟି ହେବା ଆକଳନ
- କୃଷି ଋଣ ପରିମାଣ ୧୬.୫ ଲକ୍ଷ କୋଟି ବୃଦ୍ଧି ଲକ୍ଷ୍ୟ
- ସ୍ୱାମିତ୍ୱ ଯୋଜନାରେ ୧.୮୦ ଲକ୍ଷ ଲୋକଙ୍କୁ ଜମିପଟ୍ଟା ମିଳିଛି
- ଚଳିତ ବର୍ଷ ଏହା ସବୁ ରାଜ୍ୟକୁ ସଂପ୍ରସାରଣ କରିବାକୁ ଯୋଜନା
- ୫ଟି ମେଗା ଫିସେରୀ ହାର୍ବର ପାଇଁ ବଜେଟରେ ଘୋଷଣା
- ୫ଟି ପ୍ରସ୍ତାବିତ ମେଗା ଫିସେରୀ ହାର୍ବର ମଧ୍ୟରେ ପାରାଦୀପ ସ୍ଥାନିତ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।