ୟୁକେ ହାଇକୋର୍ଟରୁ ଝଟ୍‌କା, ଏବେ ଭାରତ ଆସିବେ ନିରବ ମୋଦି!

ନୂଆଦିଲ୍ଲୀ:ଏବେ ପଳାତକ ନିରବ ମୋଦିଙ୍କୁ ଭାରତ ଆସିବାକୁ ପଡିବ । କାରଣ ବ୍ରିଟେନର ଏକ ଅଦାଲତ ନିରବ ମୋଦିଙ୍କୁ ବଡ଼ ଝଟ୍‌କା ଦେଇଛି । ୟୁକେ ହାଇକୋର୍ଟ ନିରବ ମୋଦିଙ୍କ ଭାରତ ପତ୍ୟର୍ପଣ ବିରୋଧରେ ଦାଖଲ ଆବେଦନକୁ ବୁଧବାର ଖାରଜ କରିଦେଇଛନ୍ତି । ଏବେ ନିରବ ମୋଦି ଅଦାଲତରେ ନିଜର ପ୍ରତ୍ୟର୍ପଣ ବିରୋଧରେ ଅପିଲ୍ କରି ପାରିବେ ନାହିଁ। ଉଚ୍ଚ ନ୍ୟାୟାଳୟର ଜଜ ଅଦାଲତରେ ଉପସ୍ଥାପନ କରାଯାଇଥିବା କାଗଜପତ୍ର ଉପରେ ନିଷ୍ପତ୍ତି ନେଇଛନ୍ତି। ବିଚାରପତି କହିଛନ୍ତି ଯେ, […]

Nirav-Modi

Nirav-Modi

Madhupriya Mistry
  • Published: Wednesday, 23 June 2021
  • Updated: 23 June 2021, 05:54 PM IST

Sports

Latest News

ନୂଆଦିଲ୍ଲୀ:ଏବେ ପଳାତକ ନିରବ ମୋଦିଙ୍କୁ ଭାରତ ଆସିବାକୁ ପଡିବ । କାରଣ ବ୍ରିଟେନର ଏକ ଅଦାଲତ ନିରବ ମୋଦିଙ୍କୁ ବଡ଼ ଝଟ୍‌କା ଦେଇଛି । ୟୁକେ ହାଇକୋର୍ଟ ନିରବ ମୋଦିଙ୍କ ଭାରତ ପତ୍ୟର୍ପଣ ବିରୋଧରେ ଦାଖଲ ଆବେଦନକୁ ବୁଧବାର ଖାରଜ କରିଦେଇଛନ୍ତି ।

ଏବେ ନିରବ ମୋଦି ଅଦାଲତରେ ନିଜର ପ୍ରତ୍ୟର୍ପଣ ବିରୋଧରେ ଅପିଲ୍ କରି ପାରିବେ ନାହିଁ। ଉଚ୍ଚ ନ୍ୟାୟାଳୟର ଜଜ ଅଦାଲତରେ ଉପସ୍ଥାପନ କରାଯାଇଥିବା କାଗଜପତ୍ର ଉପରେ ନିଷ୍ପତ୍ତି ନେଇଛନ୍ତି। ବିଚାରପତି କହିଛନ୍ତି ଯେ, ମନି ଲଣ୍ଡ୍ରିଂ ମାମଲାରେ ପ୍ରତ୍ୟର୍ପଣ ସପକ୍ଷରେ ଓ୍ଵେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ଫେବୃଆରୀରେ ଦେଇଥିବା ନିଷ୍ପତ୍ତି ବିରୋଧରେ ନିରବଙ୍କ ଅପିଲ୍ କରିବାର କୌଣସି ଆଧାର ନାହିଁ।

ନିବର ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ୧୪ ହଜାର କୋଟି ଟଙ୍କା ଠକି ନେଇ ଲଣ୍ଡନ ଫେରାର ହୋଇ ଯାଇଥିଲେ। ନିରବ ଗତ ମାସରେ ଲଣ୍ଡନ ହାଇକୋର୍ଟରେ ଭାରତରେ ନିଜର ପ୍ରତ୍ୟର୍ପଣ ବିରୋଧରେ ଆବେଦନ କରିଥିଲେ।

ସୂଚନା ମୁତାବକ ୨୦୧୯ ମାର୍ଚ୍ଚ ୧୯ରେ ଲଣ୍ଡନରେ ଗିରଫ ହେବା ପରଠୁ ନିରବ ଓ୍ଵାଣ୍ଡସଓ୍ଵର୍ଥ ଜେଲରେ ବନ୍ଦୀ ଅଛନ୍ତି।

https://twitter.com/ANI/status/1407644064602738688?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story