କ୍ଷମା ମାଗିଲେ ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ: ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ସେ କ୍ଷମା ମାଗିଲେ। ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ ପାଇଁ ଚିଠି ଲେଖି ସେ କ୍ଷମା ମାଗିଛନ୍ତି। ଏହା କହିବା ବେଳେ ପାଟିରୁ ଭୁଲ ବଶତଃ ରାଷ୍ଟ୍ରପତ୍ନୀ ବାହାରି ଯାଇଥିବା ସେ ଉଲ୍ଲେଖ କରିଛନ୍ତି। ‘ମୁଁ କ୍ଷମା ମାଗୁଛି, ଆପଣଙ୍କୁ ଗ୍ରହଣ କରିବା ପାଇଁ ଅନୁରୋଧ’ ବୋଲି ଚିଠିରେ ଅଧୀର ଲେଖିଛନ୍ତି। ସୂଚନା ଥାଉକି, ଶ୍ରୀଚୌଧୁରୀଙ୍କ ଏଭଳି […]

adhir

adhir

Niranjan Mishra
  • Published: Friday, 29 July 2022
  • Updated: 29 July 2022, 07:45 PM IST

Sports

Latest News

ନୂଆଦିଲ୍ଲୀ: ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ସେ କ୍ଷମା ମାଗିଲେ। ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ ପାଇଁ ଚିଠି ଲେଖି ସେ କ୍ଷମା ମାଗିଛନ୍ତି। ଏହା କହିବା ବେଳେ ପାଟିରୁ ଭୁଲ ବଶତଃ ରାଷ୍ଟ୍ରପତ୍ନୀ ବାହାରି ଯାଇଥିବା ସେ ଉଲ୍ଲେଖ କରିଛନ୍ତି।

‘ମୁଁ କ୍ଷମା ମାଗୁଛି, ଆପଣଙ୍କୁ ଗ୍ରହଣ କରିବା ପାଇଁ ଅନୁରୋଧ’ ବୋଲି ଚିଠିରେ ଅଧୀର ଲେଖିଛନ୍ତି।

ସୂଚନା ଥାଉକି, ଶ୍ରୀଚୌଧୁରୀଙ୍କ ଏଭଳି ମନ୍ତବ୍ୟ ପରେ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏକ ଭିଡ଼ିଓରେ ସେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି କହିଥିଲେ। ଯାହା ସମାଲୋଚନାର ବିଷୟ ହୋଇଥିଲା।

[caption id="attachment_753197" align="alignnone" width="300"] ଲେଖିଥିବା ଚିଠି।[/caption]

ଏହାଛଡ଼ା ଏଭଳି ମନ୍ତ୍ରବ୍ୟକୁ ନେଇ ମଧ୍ୟ ସଂସଦରେ ବିରୋଧୀଙ୍କୁ ଶାସକ ଦଳର ସାଂସଦମାନେ ଟାର୍ଗେଟ କରି ସମାଲୋଚନା କରିଥିଲେ। ମନ୍ତ୍ରୀ ସ୍ମୃତି ଇରାନୀ ଓ ନିର୍ମଳା ସୀତା ରମଣ ଏହି ମନ୍ତବ୍ୟକୁ ବିରୋଧ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story