ରେଜଲ୍ଟ ପୂର୍ବରୁ ବିଗିଡିଲା ମୁନୱରଙ୍କ ସ୍ୱାସ୍ଥ୍ୟାବସ୍ଥା, ବିଜେପି ଜିତିଲେ ୟୁପି ଛାଡିବେ ବୋଲି କହିଥିଲେ

ଲକ୍ଷ୍ନୌ: ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ ଉତ୍ତରପ୍ରଦେଶରେ କିଏ ସରକାର ଗଠନ କରିବ। ଜାରି ରହିଛି ନିର୍ବାଚନୀ ଗଣତି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ଉତ୍ତରପ୍ରଦେଶରେ ବିଜେପି ବହୁ ଆଗୁଆ ରହିଛି। ଏହାରି ଭିତରେ ଚୂଡାନ୍ତ ରେଜଲ୍ଟ ପୂର୍ବରୁ ବିଗିଡିଛି ପ୍ରସିଦ୍ଧ କବି ମୁନୱର ରାଣାଙ୍କ ସ୍ୱାସ୍ଥ୍ୟାବସ୍ଥା। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ-୨୦୨୨ରେ ବିଜେପି ଜିତିଲେ ୟୁପି ଛାଡିଦେବେ ବୋଲି ସେ ଘୋଷଣା କରିଥିଲେ। ତେବେ ଏହା ପୂର୍ବରୁ ସେ ଅସୁସ୍ଥ ହୋଇପଡିଛନ୍ତି। ସେପଟେ ରେଜେଲ୍ଟର ଟ୍ରେଣ୍ଡକୁ […]

munawwar-rana

munawwar-rana

Madhupriya Mistry
  • Published: Thursday, 10 March 2022
  • Updated: 10 March 2022, 01:56 PM IST

Sports

Latest News

ଲକ୍ଷ୍ନୌ: ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ ଉତ୍ତରପ୍ରଦେଶରେ କିଏ ସରକାର ଗଠନ କରିବ। ଜାରି ରହିଛି ନିର୍ବାଚନୀ ଗଣତି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ଉତ୍ତରପ୍ରଦେଶରେ ବିଜେପି ବହୁ ଆଗୁଆ ରହିଛି। ଏହାରି ଭିତରେ ଚୂଡାନ୍ତ ରେଜଲ୍ଟ ପୂର୍ବରୁ ବିଗିଡିଛି ପ୍ରସିଦ୍ଧ କବି ମୁନୱର ରାଣାଙ୍କ ସ୍ୱାସ୍ଥ୍ୟାବସ୍ଥା। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ-୨୦୨୨ରେ ବିଜେପି ଜିତିଲେ ୟୁପି ଛାଡିଦେବେ ବୋଲି ସେ ଘୋଷଣା କରିଥିଲେ। ତେବେ ଏହା ପୂର୍ବରୁ ସେ ଅସୁସ୍ଥ ହୋଇପଡିଛନ୍ତି। ସେପଟେ ରେଜେଲ୍ଟର ଟ୍ରେଣ୍ଡକୁ ନେଇ ମଧ୍ୟ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ମନା କରିଦେଇଛନ୍ତି।

କୁହାଯାଉଛି ଯେ, ମୁନୱର ଗଲା ତିନି ଦିନ ହେଲା ଅସୁସ୍ଥ ଅଛନ୍ତି। ସେ ଘରେ ହିଁ ନିଜ ଚିକିତ୍ସା ଜାରି ରଖିଛନ୍ତି। ଏପଟେ ୟୁପିରେ ବିଜେପି ଏକ ପ୍ରକାର ସରକାର ଗଠନ କରିବା ନେଇ ସୁନିଶ୍ଚିତ ହୋଇପଡିଥିବା ବେଳେ ମୁନୱର ନିଜ କହିବା କଥାରେ ବଜାୟ ରଖିବେ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ଗତ କିଛି ଦିନ ତଳେ ସେ ସର୍ବସମ୍ମୁଖରେ କହିଥିଲେ, 'ରାଜ୍ୟରେ ଯଦି ବିଜେପି ପୁଣି ଥରେ ସରକାର ଗଠନ କରେ ତେବେ ସେ ଉତ୍ତରପ୍ରଦେଶ ସବୁଦିନ ପାଇଁ ଛାଡିଦେବେ। ପାଞ୍ଚ ବର୍ଷ ବଞ୍ଚିଗଲୁ, ଯଦି ପୁଣି ଥରେ ଯୋଗର ଆଉ ପାଞ୍ଚ ବର୍ଷ ପାଇଁ ଆସନ୍ତି ତେବେ ଆମେ ଆଉ ଜୀବିତ ରହିପାରିବୁ ନାହିଁ। ବିଜେପି ନେତା ପଳାୟନ କରୁଥିବା ଲୋକଙ୍କୁ ପଶ୍ଚିମ ୟୁପିରେ ଖୋଜୁଛନ୍ତି। କିନ୍ତୁ ମୁଁ ମୋ ଘରେ ବସିଛି, ମୁଁ ପଳାୟନ କରିବି ନାହିଁ। ମୁଁ ଏହି ଦେଶରେ ହିଁ ମିରିବି।'

ଉଲ୍ଲେଖଯୋଗ୍ୟ ଯେ, ଉତ୍ତରପ୍ରଦେଶ ଭୋଟ ଗଣତିରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିବ ବୋଲି ଟ୍ରେଣ୍ଡରୁ ଜଣାପଡୁଛି। ବିଜେପି ୨୬୨ଟି ସିଟ୍‌ରେ ଆଗୁଆ ରହିଛି। ସେପଟେ ସମାଜବାଦୀ ପାର୍ଟି ୧୩୬ ସିଟ୍‌ରେ ଆଗୁଆ ରହି ବିଜେପିକୁ କଡା ଟକ୍କର ଦେଉଛି। ଗତଥର ଭଳି ଚଳିତ ଥର ମଧ୍ୟ କଂଗ୍ରେସ ଏବଂ ବିଏସ୍‌ପିର ସ୍ଥିତି ଖରାପ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story