ବିଜେପିକୁ 'ସାପ' ଓ ନିଜକୁ 'ନେଉଳ' କହୁଥିବା ନେତା ହାରିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୁଣି ଥରେ ବିଜେପି ଏକ ପ୍ରକାର ସରକାର ଗଠନ କରିବା ନିଶ୍ଚିତ ହୋଇଗଲାଣି। ୪୦୩ ବିଧାନସଭା ସିଟ୍‌ରୁ ମ୍ୟାଜିକ ନମ୍ବର ପାର୍‌ କରିସାରିଲାଣି ବିଜେପି। ଏଭଳି ସ୍ଥିତିରେ ପଦ୍ମ ଛାଡି ସାଇକେଲରେ ବସିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସାଇକେଲ ପଞ୍ଚର ହୋଇଯାଇଛି। ଚଳିତ ନିର୍ବାଚନରେ ସେ ପରଜାୟ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ବିଜେପି ଛାଡି ସମାଜବାଦୀ ପାର୍ଟିରେ ମିଶିଥିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ତେବେ ନିର୍ବାଚନ ପରେ ଏବେ ସେ ହାରି ଯାଇଛନ୍ତି। ବିଜେପିର […]

swami-prasad-maurya-1

swami-prasad-maurya-1

Madhupriya Mistry
  • Published: Thursday, 10 March 2022
  • Updated: 10 March 2022, 05:16 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୁଣି ଥରେ ବିଜେପି ଏକ ପ୍ରକାର ସରକାର ଗଠନ କରିବା ନିଶ୍ଚିତ ହୋଇଗଲାଣି। ୪୦୩ ବିଧାନସଭା ସିଟ୍‌ରୁ ମ୍ୟାଜିକ ନମ୍ବର ପାର୍‌ କରିସାରିଲାଣି ବିଜେପି। ଏଭଳି ସ୍ଥିତିରେ ପଦ୍ମ ଛାଡି ସାଇକେଲରେ ବସିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସାଇକେଲ ପଞ୍ଚର ହୋଇଯାଇଛି। ଚଳିତ ନିର୍ବାଚନରେ ସେ ପରଜାୟ ହୋଇଛନ୍ତି।

ନିର୍ବାଚନ ପୂର୍ବରୁ ବିଜେପି ଛାଡି ସମାଜବାଦୀ ପାର୍ଟିରେ ମିଶିଥିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ତେବେ ନିର୍ବାଚନ ପରେ ଏବେ ସେ ହାରି ଯାଇଛନ୍ତି। ବିଜେପିର ସୁରେନ୍ଦ୍ର କୁଶୱାହଙ୍କ ଠାରୁ ଫାଜିଲନଗର ଆସନରୁ ୨୬ ହଜାର ଭୋଟ୍‌ରେ ପରାସ୍ତା ହୋଇଛନ୍ତି ସ୍ୱାମୀ। ସେପଟେ ହାରିବା ପରେ ଟ୍ୱିଟ୍‌ କରି ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାମୀ। ଏଥିସହ ନିଜ ପରାଜୟ ମଧ୍ୟ ସ୍ୱୀକାର କରିଛନ୍ତି। ଏଥିସହ ସଙ୍ଘର୍ଷ ଅଭିଯାନ ଜାରି ରହିବ ବୋଲି କହିଛନ୍ତି।

https://twitter.com/SwamiPMaurya/status/1501873796034138116?s=20&t=Snw75aZD7vCMEo0YAAHUUg

ତେବେ ନିର୍ବାଚନ ହାରିବା ପରେ ସ୍ୱାମୀ ପ୍ରସାଦ ଦେଇଥିବା ଏକ ପୁରୁଣା ବୟାନ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସେ ବିଜେପି ଛାଡିବା ପରେ ନିଜକୁ ନେଉଳ ଓ ବିଜେପିକୁ ସାପ ବୋଲି କହିଥିଲେ। ଆର୍‌ଏସ୍‌ଏସ୍‌ ଓ ବିଜେପିକୁ ସେ ଶେଷ କରିବା ପରେ ହିଁ ଶାନ୍ତିରେ ବସିବୋ ବୋଲି ଦୃଢ଼ୋକ୍ତି ବାଢ଼ିଥିଲେ।

ସୂଚନା ମୁତାବକ, ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଜାନୁଆରୀ ୧୧ ତାରିଖରେ ଉତ୍ତରପ୍ରଦେଶ କ୍ୟାବିନେଟ୍‌ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ପରେ ସେ ବିଜେପି ମଧ୍ୟ ଛାଡିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story