ଜାଲ ଡକ୍ୟୁମେଣ୍ଟ ଦେଖାଇ ଜମି ହଡ଼ପ କରୁଥିଲେ ମନ୍ତ୍ରୀ

ଲକ୍ଷ୍ନୌ: ଧରାପଡିଲେ ମନ୍ତ୍ରୀ। ଜାଲ ଡକ୍ୟୁମେଣ୍ଟ ଦେଖାଇ ଜମି ହଡପ କରିଥିବା ନେଇ ଜଣେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ବୁଲନ୍ଦଶହରର ଏକ ସ୍ୱତନ୍ତ୍ର ଅଦାଲତ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅନିଲ ଶର୍ମାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ସାଂସଦ-ବିଧାୟକ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ (ଏଡିଜେ) ଜାଲ୍ କାଗଜପତ୍ର ଆଧାରରେ ଏକ ଘରୋଇ କାରଖାନାର ଜମିକୁ ବେଆଇନ ଭାବେ ହଡପ କରିଥିବା ଅଭିଯୋଗରେ ରାଜ୍ୟ ମନ୍ତ୍ରୀ ଅନିଲ ଶର୍ମାଙ୍କୁ […]

MP Anil Sharma

MP Anil Sharma

Madhupriya Mistry
  • Published: Thursday, 21 October 2021
  • Updated: 21 October 2021, 03:43 PM IST

Sports

Latest News

ଲକ୍ଷ୍ନୌ: ଧରାପଡିଲେ ମନ୍ତ୍ରୀ। ଜାଲ ଡକ୍ୟୁମେଣ୍ଟ ଦେଖାଇ ଜମି ହଡପ କରିଥିବା ନେଇ ଜଣେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ବୁଲନ୍ଦଶହରର ଏକ ସ୍ୱତନ୍ତ୍ର ଅଦାଲତ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅନିଲ ଶର୍ମାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସାଂସଦ-ବିଧାୟକ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ (ଏଡିଜେ) ଜାଲ୍ କାଗଜପତ୍ର ଆଧାରରେ ଏକ ଘରୋଇ କାରଖାନାର ଜମିକୁ ବେଆଇନ ଭାବେ ହଡପ କରିଥିବା ଅଭିଯୋଗରେ ରାଜ୍ୟ ମନ୍ତ୍ରୀ ଅନିଲ ଶର୍ମାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ନଭେମ୍ବର ୧୦ରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ମନ୍ତ୍ରୀଙ୍କୁ ଡାକରା ହେଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏହି ଦିନ ହିଁ ହେବ।

ଅକ୍ଟୋବର ୧୬ରେ ସ୍ୱତନ୍ତ୍ର ସାଂସଦ-ବିଧାୟକ ଅଦାଲତର ଏଡିଜେ ରାମ ପ୍ରତାପ ସିଂଙ୍କ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି, ଯାହାର ଏକ ନକଲ ବୁଧବାର ଉପଲବ୍ଧ କରାଯାଇଛି। ଏଥିରେ କୁହାଯାଇଛି ଯେ ପୀଡିତା କୋର୍ଟର ଜମିର ମୂଳ ଦଲିଲ ପ୍ରସ୍ତୁତ କରିଛନ୍ତି ଏବଂ ଏହାକୁ ବେଆଇନ ରୂପେ ହଡପ କରିବା ପାଇଁ ଜମିର ଜାଲ୍ ଡକ୍ୟୁମେଣ୍ଟ୍ ବ୍ୟବହାର କରିଯାଇଥିବା ଜଣାପଡିଛି।

ଏହି ମାମଲା ସାମ୍ନାକୁ ଆସିବା ପରେ ଆଇପିସିର ଧାରା ୪୨୦, ୪୬୮ ଏବଂ ୪୭୧ ଅନୁଯାୟୀ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ବୁଲନ୍ଦଶହରରେ ଅବସ୍ଥିତ ଏକ ଘରୋଇ ସଂସ୍ଥାର ନିର୍ଦ୍ଦେଶକ ମନ୍ତ୍ରୀଙ୍କ ନାଁ ଜମି ହଡପ ଅଭିଯୋଗ ଆଣିଥିଲେ।

ଅଭିଯୋଗକାରୀଙ୍କ କହିବାନୁସାରେ, ତାଙ୍କ କୋଟି କୋଟି ଟଙ୍କାର ଜମିର ନାଁରେ ମନ୍ତ୍ରୀ ଜାଲ ଡକ୍ୟୁମେଣ୍ଟ ତଆରି କରି ଜାଲିଆତି କରିଛନ୍ତି। ଏହି ଜମିକୁ ଯେପରି ମନ୍ତ୍ରୀ ଅକ୍ତିକାର କରିପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ଏହି ଜମିର ମ୍ୟାପିଂ କରାଯାଇ ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story