ଡକାୟତ ଦେଖି ଚିଲ୍ଲେଇବାକୁ ଭାରତୀୟ ଯୁବକଙ୍କୁ ମାସକୁ ୩୦,୦୦୦ ଟଙ୍କା ଦେବ ଆମେରିକୀୟ କମ୍ପାନୀ!

ନୂଆଦିଲ୍ଲୀ: ଡକାୟତଙ୍କୁ ଦେଖି ଚିଲ୍ଲେଇବାକୁ ଆମ ଦେଶର ଗାଁ ଗହଳିରେ ରହୁଥିବା ଯୁବକ ଯୁବତୀଙ୍କୁ ଚାକିରି ଦେବ ଆମେରିକୀୟ କମ୍ପାନୀ । ଏଥିପାଇଁ ଦରମା ବାବଦରେ କମ୍ପାନୀ ଜଣକ ପିଛା ମାସକୁ ୩୦ ହଜାର ଟଙ୍କା ଦେବ । ଶୁଣିବାକୁ ଅଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ । ଏହି ଆମେରିକୀୟ ସିସିଟିଭି କମ୍ପାନୀ ହେଲା ଲାଇଭ ଆଇ ସର୍ଭେଲାନ୍ସ । ୱାଶିଂଟନ୍ ସ୍ଥିତ ଏହି କମ୍ପାନୀ ନିଜର ଷ୍ଟୋର ଉପରେ ନଜର ରଖିବାକୁ ସର୍ଭେଲାନ୍ସ କ୍ୟାମେରା […]

company

company

Madhupriya Mistry
  • Published: Wednesday, 23 June 2021
  • Updated: 23 June 2021, 05:11 PM IST

Sports

Latest News

ନୂଆଦିଲ୍ଲୀ: ଡକାୟତଙ୍କୁ ଦେଖି ଚିଲ୍ଲେଇବାକୁ ଆମ ଦେଶର ଗାଁ ଗହଳିରେ ରହୁଥିବା ଯୁବକ ଯୁବତୀଙ୍କୁ ଚାକିରି ଦେବ ଆମେରିକୀୟ କମ୍ପାନୀ । ଏଥିପାଇଁ ଦରମା ବାବଦରେ କମ୍ପାନୀ ଜଣକ ପିଛା ମାସକୁ ୩୦ ହଜାର ଟଙ୍କା ଦେବ । ଶୁଣିବାକୁ ଅଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ ।

ଏହି ଆମେରିକୀୟ ସିସିଟିଭି କମ୍ପାନୀ ହେଲା ଲାଇଭ ଆଇ ସର୍ଭେଲାନ୍ସ । ୱାଶିଂଟନ୍ ସ୍ଥିତ ଏହି କମ୍ପାନୀ ନିଜର ଷ୍ଟୋର ଉପରେ ନଜର ରଖିବାକୁ ସର୍ଭେଲାନ୍ସ କ୍ୟାମେରା ଲଗାଇବ । ଆଉ କର୍ମଚାରୀର କାମ ହେଉଛି ତା’ ଉପରେ ୨୪ ଘଣ୍ଟା ନଜର ରଖିବ । ଷ୍ଟୋରରୁ ଯେପରି କୌଣସି ଚୋରି ନହେବ, ସେନେଇ ସବୁବେଳେ ସତର୍କ ରହିବ । ଯଦି କୌଣସି ଲୁଟପାଟ୍ ହେବାର ଦେଖାଯାଏ ତେବେ ତାକୁ ରୋକିବା ପାଇଁ ଚିଲ୍ଲେଇବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବ ।

ଖାଲି ସେତିକି ନୁହେଁ ଦୋକାନର ସମସ୍ତ କାର୍ଯ୍ୟ ଠିକ ଭାବେ ଚାଲିଛି କି ନାହିଁ ତାଉପରେ ନଜର ରଖିବା ସହ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ଉପରେ ବି ତୀକ୍ଷଣ ଦୃଷ୍ଟି ଦେବା, ମୁଖ୍ୟ କାମ ହେବ। ଏଥିସହ ଷ୍ଟୋରର କେସ୍ କାଉଣ୍ଟର ଉପରେ କ୍ୟାମେରା ଦ୍ୱାରା ନଜର ରଖିବାକୁ ପଡିବ। କେସ୍ କାଉଣ୍ଟରରେ ଥିବା କର୍ମଚାରୀ ଠିକ୍ ବିଲ କରୁଛି କି ନାହିଁ ତାକୁ ବି ଜଗିବ ଏବଂ ବିଲରେ କୌଣସି ତ୍ରୁଟି ହେଲେ ସଙ୍ଗେ ସଙ୍ଗେ ଜଣାଇବ । କ୍ୟାସ କାଉଣ୍ଟର ପାଖରେ ଥିବା ଅଜଣା ବ୍ୟକ୍ତିଙ୍କ ଉପରେ ବି ଦୃଷ୍ଟି ରଖିବ।

ହରିଆଣା କର୍ଣ୍ଣଲରେ ପ୍ରୋସେଲ ଆନାଲିଷ୍ଟ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ବି ଆରମ୍ଭ ହୋଇସାରିଥିବା ଲାଇଭ୍ ଆଇ ସର୍ଭେଲାନ୍ସ କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ପଦବୀରେ କାମ କରିବାକୁ ଥିବା ଯୁବକ କିମ୍ବା ଯୁବତୀ ଜଣକ କମ୍ପାନୀର ଭର୍ଚୁଆଲ ସୁପରଭାଇଜର ଭାବେ କାମ କରିବ । ଏଥିପାଇଁ କମ୍ପାନୀ ମାସକୁ ୨୯ ହଜାର ୬୪୪ ଟଙ୍କା ଦରମା ଦେବ ।

ଚାକିରି ଆଶାୟୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଯୁକ୍ତ ଦୁଇ । ତେବେ ଆଶାୟୀଙ୍କ କମ୍ପ୍ୟୁଟରରେ ଶହେ ପ୍ରତିଶତ ଅଭିଜ୍ଞତା ଥିବା ନିହାତୀ ଜରୁରୀ । ୭ ଇଲେଭେନ୍‌, ସେଲ୍‌, ଡେଇରୀ କୁଇନ୍ ଏବଂ ହଲିଡେ ଇନ୍ ଭଳି ସଂସ୍ଥା ଲାଇଭ୍ ଆଇ ସର୍ଭେଲାନ୍ସର ଗ୍ରାହକ ଥିବା ୱେବସାଇଟରେ ଦର୍ଶାଇଛି କମ୍ପାନୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story