'ଚୀନ-ପାକିସ୍ତାନ ନିବିଡ଼ତା’ ବୟାନ ଦେଇ ଏକଘରିଆ ହେଲେ ରାହୁଲ

ନୂଆଦିଲ୍ଲୀ: ମୋଦି ସରକାରର ଭୁଲ ନୀତି ପାଇଁ ପଡ଼ୋଶୀ ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ନିବିଡ଼ତା ବଢ଼ିଛି। ସଂସଦରେ ରାହୁଲ ଗାନ୍ଧି କେନ୍ଦ୍ର ସରକାରକୁ ଘେରିବାକୁ ଯାଇ ଏଭଳି ବିବୃତ୍ତି ରଖିଥିଲେ। କିନ୍ତୁ ଏବେ ଏପରି ବୟାନ ଦେଇ ଏକଘରିଆ ହୋଇଯାଇଛନ୍ତି ଗାନ୍ଧି ପରିବାରର ଏହି ପ୍ରମୁଖ ନେତା। ଆମେରିକା ଏପରି ମନ୍ତବ୍ୟକୁ ଖାରଜ କରିଛି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏପରି ବୟାନକୁ ଖାରଜ କରିଛନ୍ତି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ […]

Rahul Gandhi

Rahul Gandhi

Madhupriya Mistry
  • Published: Thursday, 03 February 2022
  • Updated: 03 February 2022, 01:21 PM IST

Sports

Latest News

ନୂଆଦିଲ୍ଲୀ: ମୋଦି ସରକାରର ଭୁଲ ନୀତି ପାଇଁ ପଡ଼ୋଶୀ ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ନିବିଡ଼ତା ବଢ଼ିଛି। ସଂସଦରେ ରାହୁଲ ଗାନ୍ଧି କେନ୍ଦ୍ର ସରକାରକୁ ଘେରିବାକୁ ଯାଇ ଏଭଳି ବିବୃତ୍ତି ରଖିଥିଲେ। କିନ୍ତୁ ଏବେ ଏପରି ବୟାନ ଦେଇ ଏକଘରିଆ ହୋଇଯାଇଛନ୍ତି ଗାନ୍ଧି ପରିବାରର ଏହି ପ୍ରମୁଖ ନେତା। ଆମେରିକା ଏପରି ମନ୍ତବ୍ୟକୁ ଖାରଜ କରିଛି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏପରି ବୟାନକୁ ଖାରଜ କରିଛନ୍ତି।

ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ରାହୁଲ ଗାନ୍ଧି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁଲ୍ ନୀତି ଯୋଗୁଁ ଚୀନ୍ ଏବଂ ପାକିସ୍ତାନ ପୂର୍ବ ଅପେକ୍ଷା ଅଧିକ ନିକଟତର ହୋଇଛନ୍ତି, ଏଭଳି ବିବୃତ୍ତିକୁ ମୁଁ ସମର୍ଥନ କରିବି ନାହିଁ। ସେ କହିଛନ୍ତି ଯେ, 'ପାକିସ୍ତାନ ଏବଂ ଚୀନ କାହିଁକି ନିବିଡ଼ ହେଲେ ସେ ବାବଦରେ ସେହି ଦୁଇ ଦେଶ ହିଁ କହିପାରିବେ।'

https://twitter.com/ANI/status/1489062784306274307?s=20&t=f4Lggesg_mL_f1TMlHAyMw

ଅନ୍ୟପଟେ ରାହୁଲଙ୍କୁ କଡା ଜବାବ ଦେଇଛି କେନ୍ଦ୍ର ସରକାର। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ପାକିସ୍ତାନ ଏବଂ ଚୀନ୍ ୧୯୭୦ ମସିହାରୁ ନିକଟତର, ବର୍ତ୍ତମାନ ନୁହେଁ। ଏଥିପାଇଁ ସେ କିଛି ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଉଲ୍ଲେଖଯୋଗ୍ୟ,ଏହି ସମୟରେ କେନ୍ଦ୍ରରେ କଂଗ୍ରେସ ସରକାର ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ କରି କହିଛନ୍ତି, 'ରାହୁଲ ଗାନ୍ଧି ଲୋକସଭାରେ କହିଛନ୍ତି ଯେ ଆମ ସରକାର ପାକିସ୍ତାନ ଏବଂ ଚୀନ୍‌କୁ ଏକାଠି କରିଛି। ପାକିସ୍ତାନ ୧୯୬୩ ମସିହାରେ ଶକ୍ସଗାମ ଉପତ୍ୟକାକୁ ବେଆଇନ ଭାବେ ଚୀନକୁ ଦେଇଥିଲା। ଆମେରିକା ପିଓକେ ଦେଇ ଜାତୀୟ ରାଜପଥ ନିର୍ମାଣ କରିଥିଲା। ୧୯୭୦ ଦଶକରୁ ଦୁଇ ଦେଶ ମଧ୍ୟରେ ଘନିଷ୍ଠତା ରହିଛି।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଗତକାଲି ଲୋକସଭାରେ ବିତର୍କ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଥିଲେ ଯେ ମୋଦି ସରକାରଙ୍କ ଭୁଲ ନୀତି ଯୋଗୁଁ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ନିବିଡତା ବଢିଛି। ଏହା ଭାରତ ପାଇଁ ଏକ ବିପଦ। ଏଭଳି ସ୍ଥିତି ପାଇଁ ମୋଦି ସରକାର ଦାୟୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story