ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କ ଝିଅ ମଲ୍ଲିକା ଦୁଆ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। କୋଭିଡ୍‌ ୧୯ରୁ ସୁସ୍ଥ ହେବା ପରେ ତାଙ୍କ ଠାରେ ସ୍ୱାସ୍ଥ୍ୟ ଜନିତ ଅନ୍ୟାନ୍ୟ ସମସ୍ୟା ଦେଖାଯାଉଥିଲା। ତେଣୁ ତାଙ୍କୁ ନିକଟରେ ପୁଣି ଥରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ଶେଷ ନିଃଶ୍ୱାସ ତ୍ୟାଗ […]

Late Vinod Dua

Late Vinod Dua

Jitendra Garnayak
  • Published: Saturday, 04 December 2021
  • Updated: 04 December 2021, 07:46 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କ ଝିଅ ମଲ୍ଲିକା ଦୁଆ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।

କୋଭିଡ୍‌ ୧୯ରୁ ସୁସ୍ଥ ହେବା ପରେ ତାଙ୍କ ଠାରେ ସ୍ୱାସ୍ଥ୍ୟ ଜନିତ ଅନ୍ୟାନ୍ୟ ସମସ୍ୟା ଦେଖାଯାଉଥିଲା। ତେଣୁ ତାଙ୍କୁ ନିକଟରେ ପୁଣି ଥରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆସନ୍ତାକାଲି ଦିଲ୍ଲୀ ବିନୋଦ ଦୁଆଙ୍କ ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କ ଝିଅ ଏହି ସୂଚନା ଦେଇଛନ୍ତି।

ଭାରତରେ ବୈଦ୍ୟୁତିକ ଗଣମାଧ୍ୟମ ଜଗତରେ ବିନୋଦ ଦୁଆ ବେଶ୍ ଜଣାଶୁଣା ଥିଲେ। ସେ ତାଙ୍କ କ୍ୟାରିୟରର ଅଧିକାଂଶ ଭାଗ ଦୂରଦର୍ଶନ ଓ ଏନ୍‌ଡିଟିଭିରେ କାମ କରିଥିଲେ। ଏହାବାଦ୍ ସେ ଅନ୍ୟ ଟେଲିଭିଜନ ଚ୍ୟାନେଲ୍‌ରେ ବିଭିନ୍ନ ଶୋ’ କରିଥିଲେ। ସେହିପରି ସେ ଡିଜିଟାଲ୍ ମିଡିଆରେ ବି ସକ୍ରିୟ ଥିଲେ।

ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ସମୟରେ ବିନୋଦ ଦୁଆ ଏଥିରେ ସଂକ୍ରମିତ ହୋଇଥିଲେ। ସେତେବେଳେ ବି ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ସେଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିନୋଦଙ୍କ ସହିତ ତାଙ୍କ ପତ୍ନୀ ପଦ୍ମାବତୀ ଦୁଆଙ୍କୁ ମଧ୍ୟ କରୋନା ହୋଇଥିଲା। ସେ ବି ସେତେବେଳେ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ଦିନ ଧରି କରୋନା ସହିତ ଲଢ଼େଇ କରିବା ପରେ ଗତ ଜୁନ୍ ମାସରେ ତାଙ୍କ ପତ୍ନୀଙ୍କ ପରଲୋକ ହୋଇଥିଲା। ଅନ୍ୟପକ୍ଷରେ କରୋନାରୁ ସୁସ୍ଥ ହେବା ପରେ ବିନୋଦଙ୍କ ସ୍ୱାସ୍ଥ୍ୟ ଆଉ ଭଲ ରହୁ ନଥିଲା। ତେଣୁ ତାଙ୍କୁ ତା’ ପରେ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story