ବିଦେଶରେ ଭାରତକୁ ଅପମାନ! କମେଡିଆନ୍‌ଙ୍କ ସମର୍ଥନରେ ଥରୁର-ଶିବଲ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବୀର ଦାସଙ୍କୁ ମହଙ୍ଗା ପଡିଛି କମେଡି କରିବା। ବିଦେଶ ମାଟିରେ ଭାରତକୁ ସେ ଅପମାନିତ କରିଥିବା ତାଙ୍କ ନାଁରେ ଅଭିଯୋଗ ହୋଇଛି। ତେବେ ଚାରିଆଡୁ ଏହି ଅଭିନେତାଙ୍କୁ ବିରୋଧ କରାଯାଉଥିବା ବେଳେ କଂଗ୍ରେସ କିନ୍ତୁ ତାଙ୍କୁ ସମର୍ଥନ କରିଛି। ଦୁଇ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବଂ କପିଲ ଶିବଲ କମେଡିଆନ୍‌ ବୀର ଦାସଙ୍କୁ ସମର୍ଥନ କରିଛନ୍ତି।  ଆମେରିକାର କେନେଡି ସେଣ୍ଟରରେ ବୀର ଦାସ କରିଥିବା ଷ୍ଟାଣ୍ଡ-ଅପ୍ କମେଡିକୁ ଶଶି ଥରୁର […]

Sibal and Tharoor on Vir das

Sibal and Tharoor on Vir das

Madhupriya Mistry
  • Published: Wednesday, 17 November 2021
  • Updated: 17 November 2021, 05:00 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବୀର ଦାସଙ୍କୁ ମହଙ୍ଗା ପଡିଛି କମେଡି କରିବା। ବିଦେଶ ମାଟିରେ ଭାରତକୁ ସେ ଅପମାନିତ କରିଥିବା ତାଙ୍କ ନାଁରେ ଅଭିଯୋଗ ହୋଇଛି। ତେବେ ଚାରିଆଡୁ ଏହି ଅଭିନେତାଙ୍କୁ ବିରୋଧ କରାଯାଉଥିବା ବେଳେ କଂଗ୍ରେସ କିନ୍ତୁ ତାଙ୍କୁ ସମର୍ଥନ କରିଛି।

ଦୁଇ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବଂ କପିଲ ଶିବଲ କମେଡିଆନ୍‌ ବୀର ଦାସଙ୍କୁ ସମର୍ଥନ କରିଛନ୍ତି।  ଆମେରିକାର କେନେଡି ସେଣ୍ଟରରେ ବୀର ଦାସ କରିଥିବା ଷ୍ଟାଣ୍ଡ-ଅପ୍ କମେଡିକୁ ଶଶି ଥରୁର ବ୍ରିଲିଆଣ୍ଟ ବୋଲି କହିଛନ୍ତି।

ସେହିପରି କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି 'ଭାରତରେ ସେହି ଷ୍ଟାଣ୍ଡଅପ୍ ଆକ୍ଟକୁ ନେଇ କରାଯାଉଥିବା ବିରୋଧ ଏହା ପ୍ରମାଣିତ କରୁଛି ଯେ ଆମେ ଅସହିଷ୍ଣୁ। 'ଦୁଇଟି ଭାରତ' ଅଛି, କିନ୍ତୁ ଲୋକମାନେ ଚାହାଁନ୍ତି ନାହିଁ ଯେ କେହି ଏହା ବିଷୟରେ ବିଶ୍ୱକୁ ଜଣାନ୍ତୁ କାରଣ ଆମେ 'ଅସହିଷ୍ଣୁ ଏବଂ କପଟୀ।'

କଂଗ୍ରେତ ନେତା ଶଶି ଥରୁର ମଧ୍ୟ ବୀର ଦାସଙ୍କ ସମର୍ଥନ କରିଛନ୍ତି। ସେ ବୀର ଦାସଙ୍କ କମେଡି ଭିଡିଓକୁ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। କହିଛନ୍ତି, ଜଣେ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା କେବଳ ଶାରୀରିକ ନୁହେଁ, ନୈତିକ ଦୃଷ୍ଟିରୁ ଠିଆ ହେବାର ପ୍ରକୃତ ଅର୍ଥ ଜାଣନ୍ତି। ବୀର ଦାସ ମାତ୍ର ୬ ମିନିଟରେ କୋଟି କୋଟି ଲୋକଙ୍କ ଆଗରେ ନିଜ କଥା ରଖିଛନ୍ତି। ଏହା ଅତ୍ୟନ୍ତ ଚମତ୍କାର।'

ଅନ୍ୟପଟେ କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଙ୍ଘଭୀ କିନ୍ତୁ ବୀର ଦାସଙ୍କୁ ଟାର୍ଗେଟ କରିଛନ୍ତି। କିଛି ଲୋକଙ୍କ ମନ୍ଦତାକୁ ବ୍ୟାପକ ରୂପ ଦେଇ ସାରା ବିଶ୍ୱ ସାମ୍ନାରେ ନିଜ ଦେଶ ବିଷୟରେ ଭୁଲ କହିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

ସୂଚନା ମୁତାବକ, ସୋମବାର ଦିନ ବୀର ଦାସ ନିଜ ୟୁଟ୍ୟୁବ ଚ୍ୟାନେଲରେ 'ଆଇ କମ୍‌ ଫ୍ରମ ଟୁ ଇଣ୍ଡିଆଜ୍‌' ଟାଇଟଲ ଥିବା ଏକ ଭିଡିଓ ଅପ୍‌ଲୋଡ କରିଥିଲେ। ଏହି ଭିଡିଓ ନିକଟରେ ସେ ୱାଶିଂଟନ୍‌ ଡିସିର କେନେଡି ସେଣ୍ଟରରେ ପ୍ରସ୍ତୁତ କରିଥିବା ଷ୍ଟାଣ୍ଡଅପ୍‌ କମେଡିର ଅଂଶ ଥିଲା।

ଛଅ ମିନିଟର ଏହି ଭିଡିଓରେ ବୀର ଦାସ ଦେଶର କଥିତ ଡୁଆଲ୍‌ ଚରିତ୍ର ବିଷୟରେ କହିଥିଲେ ଏବଂ COVID-19 ମହାମାରୀ, ବଳାତ୍କାର ଘଟଣା ତଥା ହାସ୍ୟ ଅଭିନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଠାରୁ ଆରମ୍ଭ କରି କୃଷକ ବିରୋଧ ପ୍ରଦର୍ଶନ ଯାଏଁ କଥା ଉଠାଇଥିଲେ। କରିଥିଲେ। ଭିଡିଓର ଦାସ କହିଛନ୍ତି, "ମୁଁ ସେହି ଭାରତରୁ ଆସିଛି ଯେଉଁଠାରେ ଦିନରେ ମହିଳାମାନେ ପୂଜା କରାଯାଏ ଏବଂ ରାତିରେ ସେମାନଙ୍କୁ ବଳାତ୍କାର କରାଯାଏ।' ତାଙ୍କର ଏଭଳି ବାୟନକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସେ ଭାରତ ଏବଂ ଭାରତୀୟଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି।

https://twitter.com/malluentreprenr/status/1460784313893470210?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story