‘ବିଦେଶକୁ ଟିକା ପଠେଇ ଦେଶବାସୀଙ୍କ ବିପଦ ବଢ଼େଇଛନ୍ତି ସରକାର’

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଉ କରୋନା ଟିକାର ଅଭାବ ମଧ୍ୟ ଅନେକ ରାଜ୍ୟରେ ଦେଖିବାକୁ ମିଳିଛି। ଯେହେତୁ ଦେଶବାସୀଙ୍କ ପାଇଁ ଟିକାର ଆବଶ୍ୟକତା ରହିଛି ତେଣୁ ବିଦେଶକୁ କରୋନା ଟିକା ରପ୍ତାନୀ କରିବା ଉପରେ ରୋକ୍ ଲଗାଇବା ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏପ୍ରିଲ ୮ ତାରିଖରେ ଚିଠି ଲେଖି ଏହା କହିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ। ଭାରତ ଏଯାବତ ଅନ୍ୟାନ୍ୟ ଦେଶକୁ ୬ କୋଟି ଟିକା ଦେଇଛି। […]

rahul

rahul

Subhransu Sekhar
  • Published: Friday, 09 April 2021
  • Updated: 09 April 2021, 03:03 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଉ କରୋନା ଟିକାର ଅଭାବ ମଧ୍ୟ ଅନେକ ରାଜ୍ୟରେ ଦେଖିବାକୁ ମିଳିଛି। ଯେହେତୁ ଦେଶବାସୀଙ୍କ ପାଇଁ ଟିକାର ଆବଶ୍ୟକତା ରହିଛି ତେଣୁ ବିଦେଶକୁ କରୋନା ଟିକା ରପ୍ତାନୀ କରିବା ଉପରେ ରୋକ୍ ଲଗାଇବା ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏପ୍ରିଲ ୮ ତାରିଖରେ ଚିଠି ଲେଖି ଏହା କହିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ। ଭାରତ ଏଯାବତ ଅନ୍ୟାନ୍ୟ ଦେଶକୁ ୬ କୋଟି ଟିକା ଦେଇଛି।

ରାହୁଲ ଗାନ୍ଧୀ କହିଛନ୍ତି ସରକାର ଯେଉଁଭଳି ଭାବରେ ‘ନଜର ଅନ୍ଦାଜ’ କରି ଏପରି ନିଷ୍ପତ୍ତି ନେଉଛନ୍ତି ତାହା ନିଜ ଦେଶବାସୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ତେଣୁ ସରକାର ଏବେ ବିଦେଶକୁ ଟିକା ରପ୍ତାନୀ  ବନ୍ଦ କରିବା ଦରକାର ବୋଲି ସେ କହିଛନ୍ତି।

ରାହୁଲ୍ ଗାନ୍ଧୀ ଚିଠି ଲେଖିଲା ବେଳେ କହିଛନ୍ତି ଅନେକ ରାଜ୍ୟ ଟିକା ଅଭାବର ଅଭିଯୋଗ ଆଣିଛନ୍ତି। ଆଉ ଏହି ରାଜ୍ୟରେ ଯେଉଁ ଦଳ ସରକାରରେ ରହିଛି ସେହି ଦଳ କେନ୍ଦ୍ରରେ ସରକାର ନାହିଁ। ରାଜ୍ୟ ଗୁଡ଼ିକ ଅଭିଯୋଗ ଆଣିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଟାର୍ଗେଟ କରୁଥିବା ସେ କହିଛନ୍ତି। ଏହାପୂର୍ବରୁ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଟିକା ଦେବାରେ କେନ୍ଦ୍ର ସରକାର ପକ୍ଷପାତ ନକରି ରାଜ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ୍ ବୋଲି କହିଥିଲେ।

ତେବେ ଏହାକୁ ନେଇ ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦେଶରେ କରୋନା ଟିକାର ଅଭାବ ରହିଛି ବୋଲି କହିବା ଭୁଲ୍। ସମସ୍ତ ରାଜ୍ୟକୁ ଆବଶ୍ୟକ ପରିମାଣରେ କରୋନା ଟିକା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

ଟିକା ଅଭାବ ନେଇ ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ର ଆଦି ରାଜ୍ୟ ଅଭିଯୋଗ କରିବା ପରେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଏକ ଟ୍ୱିଟ୍ କରିଥିଲେ। ଯେଉଁଥିରେ ସେ କହିଥିଲେ ଦେଶରେ ମୋଟ ୯.୧ କୋଟି ଡୋଜ୍ ଟିକା ବ୍ୟବହାର କରାଯାଇଛି ଏବଂ ୪.୩ କୋଟି ଡୋଜ ମହଜୁଦ ଅଛି। ଏହି ସବୁ ଟିକା ରାଜ୍ୟମାନଙ୍କୁ ଦିଆଯିବ। ଏଥି ସହିତ ଟିକା ଉତ୍ପାଦନ ବୃଦ୍ଧି ପାଇଁ ସରକାର ମଧ୍ୟ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି।

ଏହାପୂର୍ବରୁ ବୁଧବାର ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ, କିଛି ରାଜ୍ୟ ନିଜର ବିଫଳତାକୁ ଲୁଚାଇବାକୁ ଯାଇ ଏଭଳି ଟିକା ଅଭାବ ପ୍ରସଙ୍ଗ ଉଠାଇଛନ୍ତି। ଏଭଳି କରି ସଂପୃକ୍ତ ରାଜ୍ୟ ନିଜର ଦୁର୍ବଳତା ଲୁଚାଉଛନ୍ତି ଆଉ ଦେଶବାସୀଙ୍କୁ ଛାନିଆ କରୁଛନ୍ତି। ଚାହିଦା ଅନୁଯାୟୀ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଟିକା ଯୋଗାଇ ଦିଆଯାଉଛି। ଟିକା ଅଭାବ ଅଭିଯୋଗ ଭିତ୍ତିହୀନ। ଏହାକୁ ରାହୁଲ୍ ଗାନ୍ଧୀ ମୋଦିଙ୍କୁ ଚିଠି ଲେଖିଲା ବେଳେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story