ମୁମ୍ବାଇରୁ ଲଗେଜ ସ୍ଥାନାନ୍ତରକୁ ନେଇ ଶ୍ରଦ୍ଧା-ଅଫତାବଙ୍କ ମଧ୍ୟରେ ହୋଇ ଥିଲା ଝଗଡ଼ା

ନୂଆଦିଲ୍ଲୀ: ଆଳୁ ଖୋଳୁ ଖୋ, ମହାଦେବ ବାହାରିବା ପରି ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ତଦନ୍ତ ଯେତିକି ଆଗଉଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ପ୍ରେମରୁ ଆରମ୍ଭ ହୋଇ ପ୍ରତାରଣାର ଦି ଏଣ୍ଡ ହୋଇଥିବା ଶ୍ରଦ୍ଧା ଏବଂ ତାଙ୍କ ସୈତାନ ପ୍ରେମିକଙ୍କୁ ଆଉ ଏକ କାରନାମର ଗୁମର ଖୋଲିଛି। ଶ୍ରଦ୍ଧାଙ୍କୁ ହତ୍ୟା ପରେ ଅଫତାବ ମୁମ୍ବାଇରୁ ପୂର୍ବରୁ ଥିବା ୩୭ଟି ଲଗେଜ୍‌ ଦିଲ୍ଲୀକୁ ସ୍ଥାନାନ୍ତର କରିଛନ୍ତି। ଯାହା ହତ୍ୟାକାଣ୍ଡର ଏକ ମାତ୍ର ଅଭିଯୁକ୍ତ ଅଫତାବ […]

aftab

aftab

Tapas Behera
  • Published: Monday, 21 November 2022
  • Updated: 21 November 2022, 12:31 PM IST

Sports

Latest News

ନୂଆଦିଲ୍ଲୀ: ଆଳୁ ଖୋଳୁ ଖୋ, ମହାଦେବ ବାହାରିବା ପରି ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ତଦନ୍ତ ଯେତିକି ଆଗଉଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ପ୍ରେମରୁ ଆରମ୍ଭ ହୋଇ ପ୍ରତାରଣାର ଦି ଏଣ୍ଡ ହୋଇଥିବା ଶ୍ରଦ୍ଧା ଏବଂ ତାଙ୍କ ସୈତାନ ପ୍ରେମିକଙ୍କୁ ଆଉ ଏକ କାରନାମର ଗୁମର ଖୋଲିଛି। ଶ୍ରଦ୍ଧାଙ୍କୁ ହତ୍ୟା ପରେ ଅଫତାବ ମୁମ୍ବାଇରୁ ପୂର୍ବରୁ ଥିବା ୩୭ଟି ଲଗେଜ୍‌ ଦିଲ୍ଲୀକୁ ସ୍ଥାନାନ୍ତର କରିଛନ୍ତି। ଯାହା ହତ୍ୟାକାଣ୍ଡର ଏକ ମାତ୍ର ଅଭିଯୁକ୍ତ ଅଫତାବ ପୁଲିସ ନିକଟରେ ସ୍ୱୀକାର କରିଛି। ୩୬ଟି ଲଗେଜ୍‌ ବା ବାକ୍ସ ସ୍ଥାନାନ୍ତର ପାଇଁ ଅଫତାବଙ୍କୁ ୨୦,୦୦୦ ଟାଙ୍କା ଦେୟ ଦେବାକୁ ପଡ଼ିଛି। ଟ୍ରାନ୍ସପୋର୍ଟ ସଂସ୍ଥା ଗୁଡ୍ ଲକ ପ୍ୟାକର୍ସ ପକ୍ଷରୁ ଏହି ସୂଚନା  ପାଇଛି ପୁଲିସ। ପୂର୍ବରୁ ଶ୍ରଦ୍ଧା ଏବଂ ଅଫତାବ ମୁମ୍ବାଇରେ ରହୁଥିଲେ।

ଉଭୟେ ଯେବେ ଦିଲ୍ଲୀ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିଲା।  କିନ୍ତୁ ବାକି ଥିବା ୩୭ଟି ଲଗେଜ୍ ସ୍ଥାନାନ୍ତର ନେଇ ଉଭୟଙ୍କ ମଧ୍ୟରେ କଳହ ଉପୁଜିଥିଲା। ଏତେ ସାମଗ୍ରୀ ସ୍ଥାନ୍ତାନ୍ତର ପାଇଁ କିଏ ଟଙ୍କା ଖର୍ଚ୍ଚ କରିବ ବୋଲି ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ସେମାନେ ଏହି ଲଗେଜ ଗୁଡ଼ିକୁ ଛାଡ଼ି ଦିଲ୍ଲୀ ଚାଲି ଯାଇଥିଲେ। କିନ୍ତୁ ପ୍ରତ୍ୟକ ଦିନ ଉଭୟଙ୍କ ମଧ୍ୟରେ ଲଗେଜ ପ୍ରସଙ୍ଗ ସହ ପ୍ରତିଟି କଥାରେ କଳହ ଉପୁଜୁଥିଲା। ପାଟିତୁଣ୍ଡ ଝଗଡ଼ା ହେଉଥିଲା। ଏହି ତିକ୍ତ ସମ୍ପର୍କ ମଧ୍ୟରେ ଅଫତାବ ଶ୍ରନ୍ଧାଙ୍କୁ ଗତ ମେ ମାସରେ ନାରକୀୟ ଭାବେ ହତ୍ୟା କରିଥିଲେ। ପରେ ଅଫତାବ ଜୁନ୍‌ ମାସରେ ମୁମ୍ବାଇରେ ଭଡ଼ାଘରେ ରହିଯାଇଥିବା  ବାକି ୩୭ଟି ଲଗେଜ ସ୍ଥାନାନ୍ତରର କରଥିଲେ। ଏଥିପାଇଁ ଟ୍ରାନ୍ସପୋର୍ଟ ଖର୍ଚ୍ଚ ୨୦,୦୦୦ ଟଙ୍କା ପେମେଣ୍ଟ କରିଥିଲେ ଅଫତାବ। ଅଭିଯୁକ୍ତକୁ ମାରଥାନ୍ ଜେରା କରିବା ସହିତ ଭିନ୍ନ ଭିନ୍ନ ସ୍ଥାନରେ ଛାନବିନ୍ କରୁଛି ପୁଲିସ। ପୁଲିସ ଶ୍ରଦ୍ଧାଙ୍କ ମୃତଦେହର ପ୍ରତି ଖଣ୍ଡକୁ ସଂଗ୍ରହ କରିବାରେ ଲାଗି ପଡିଛି । ମୈଦାନଗଢି ଅଞ୍ଚଳ ଥିବା ପୋଖରୀରେ ଶରୀରର କିଛି ଅଂଶ ପଡ଼ିଥିବା ଜାଣିବା ପରେ ପୋଲିସ ପାଣି ଶୁଖାଇ ଯାଞ୍ଚ କରୁଛି ।

ଅଭିଯୁକ୍ତ ପ୍ରେମିକ ଅବତାବ ପୁନାୱାଲା ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଶରୀରକୁ ୩୫ଖଣ୍ଡ କରିଥିଲା । ପରେ ଘଟଣାକୁ ଲୁଚାଇବାକୁ ଯାଇ, ମୃତଦେହର ଖଣ୍ଡ ବିଖଣ୍ଡିତ ଅଂଶକୁ ମେହରୁଲିର ବିଭିନ୍ନ ସ୍ଥାନରେ ପିଙ୍ଗିଥିଲା । ତେବେ କେଉଁ କେଉଁ ସ୍ଥାନରେ ଅଭିଯୁକ୍ତ ଫିଙ୍ଗିଛି, ସେ ସବୁ ସ୍ଥାନରେ ତନତନ କରି ତଦନ୍ତ କରୁଛି ପୁଲିସ । ସେହିପରି ଦିଲ୍ଲୀ ଯିବା ପରେ ଅଫତାବ ଓ ଶ୍ରଦ୍ଧା ଆଫାବ ହିମାଚଳ ପ୍ରଦେଶ ସମେତ ଅନେକ ସ୍ଥାନକୁ ଯାତ୍ରା କରିଥିଲେ । ସେହି ସବୁ ସ୍ଥାନକୁ ପୁଲିସ ଗସ୍ତ କରି କାଳେ ସେଠାରୁ କୌଣସି ହତ୍ୟା ଷଡ଼ଯନ୍ତ୍ରର ଖିଅ ମିଳିପାରେ ତାହା ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story