କାଲି ରାତି ୮ରୁ ମେ’ ୧ ତାରିଖ ସକାଳ ୭ଟା ଯାଏ କ’ଣ ସବୁ ବନ୍ଦ ରହିବ

ମୁମ୍ବାଇ: କରୋନାର ଉଗ୍ର ରୂପ ଦେଖଇ ମହାରାଷ୍ଟ୍ର ସରକାର ଦେଶର ପ୍ରଥମ ରାଜ୍ୟ ଭାବେ ବଡ଼ କଟକଣା ଲାଗୁ କରିଛନ୍ତି। ସିଧାସଳଖ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯାଇ ନଥିଲେ ହେଁ କାଲି ରାତି ୮ଟାରୁ ୧୫ ଦିନ ଯାଏ ପୂରା ରାଜ୍ୟରେ ଜନତା କର୍ଫ୍ୟୁ ପାଳନ କରାଯିବ। ୧୫ ଦିନ ଯାଏ ମହାରାଷ୍ଟ୍ରରେ ୧୪୪ ଧାରା ଲାଗୁ ହେବ। ବିନା କାମରେ କେହି ବି ବି ଘରୁ ବାହାପାରିବେ ନାହିଁ। ମେ’ ୧ ତାରିଖ ସକାଳ ୭ଟା […]

LockDown

LockDown

Hemant Lenka
  • Published: Tuesday, 13 April 2021
  • Updated: 13 April 2021, 09:55 PM IST

Sports

Latest News

ମୁମ୍ବାଇ: କରୋନାର ଉଗ୍ର ରୂପ ଦେଖଇ ମହାରାଷ୍ଟ୍ର ସରକାର ଦେଶର ପ୍ରଥମ ରାଜ୍ୟ ଭାବେ ବଡ଼ କଟକଣା ଲାଗୁ କରିଛନ୍ତି। ସିଧାସଳଖ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯାଇ ନଥିଲେ ହେଁ କାଲି ରାତି ୮ଟାରୁ ୧୫ ଦିନ ଯାଏ ପୂରା ରାଜ୍ୟରେ ଜନତା କର୍ଫ୍ୟୁ ପାଳନ କରାଯିବ।

୧୫ ଦିନ ଯାଏ ମହାରାଷ୍ଟ୍ରରେ ୧୪୪ ଧାରା ଲାଗୁ ହେବ। ବିନା କାମରେ କେହି ବି ବି ଘରୁ ବାହାପାରିବେ ନାହିଁ। ମେ’ ୧ ତାରିଖ ସକାଳ ୭ଟା ଯାଏ କ’ଣ ସବୁ ବନ୍ଦ ରହିବ ଓ କ’ଣ ଖୋଲା ରହିବ, ସେ ବିଷୟରେ ସରକାର ଗାଇଡଲାଇନ ଜାରି କରିଛନ୍ତି।

୧-ଲକଡାଉନ ନୁହେଁ, କାଲି(ଏପ୍ରିଲ ୧୪) ରାତି ୮ଟାରୁ ମେ’ ୧ ତାରିଖ ସକାଳ ୭ଟା ଯାଏ ଜନତା କର୍ଫ୍ୟୁ ଲାଗୁ ହେବ।

୨-୧୫ ଦିନ ପାଇଁ ପୂରା ରାଜ୍ୟରେ ୧୪୪ ଧାରା ଲାଗୁ ହେବ।

୩-ଜରୁରୀ ନଥିଲେ କେହି ବି ରାସ୍ତାକୁ ବାହାରିବେ ନାହିଁ।

୪-ଘରୋଇ ଗାଡ଼ିଗୁଡ଼ିକ କେବଳ ଜରୁରୀ ଓ ଅତ୍ୟାବଶ୍ୟକ ସେବା ପାଇଁ ଚାଲି ପାରିବ

୫-ସାଧାରଣ ପରିବହନ କଟକଣା ମଧ୍ୟରେ କାର୍ଯ୍ୟ କରିବ। ଅଟୋରେ ଡ୍ରାଇଭରଙ୍କ ସହ ଦୁଇ ଜଣ ଯାତ୍ରୀ। ଟ୍ୟାକ୍ସିରେ ଡ୍ରାଇଭରଙ୍କ ସହ କ୍ଷମତାର ୫୦% ଯାତ୍ରୀ। ବସ୍‌ ପୂର୍ଣ୍ଣ କ୍ଷମତାରେ ଚାଲିବ, କିନ୍ତୁ କେହି ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ।

୬-ଟ୍ରେନ ଓ ବିମାନ ସେବା ଜାରି ରହିବ।

୭-କୌଣସି ସ୍କୁଲ ଓ କଲେଜ ଖୋଲିବ ନାହିଁ। ଘରୋଇ କୋଚିଂ ସେଣ୍ଟର ବନ୍ଦ ରହିବ।

୮- ବୈଧ ଆଡମିଟ୍ କାର୍ଡ ଦେଖାଇ ଜଣେ ପ୍ରାପ୍ତ ବୟସ୍କଙ୍କ ସହ ଶିକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାଇପାରିବେ।

୯-ରେଷ୍ଟୁରାଣ୍ଟରେ କେବଳ ଟେକ୍‌ ହୋମ ବ୍ୟବସ୍ଥା ରହିବ।

୧୦-ସିନେମା ହଲ, ଡ୍ରାମା କ୍ଲବ, ଜିମ, ସୁଇମିଂ ପୁଲ, ଥିଏଟର ଓ ପାର୍କ ବନ୍ଦ ରହିବ।

୧୧- ସିନେମା, ସିରିଏଲ ଓ ବିଜ୍ଞାପନ ଶୁଟିଂ ୧୫ ଦିନ ପାଇଁ ବନ୍ଦ।

୧୨-କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ ଅଫିସ ବନ୍ଦ ରହିବ।

୧୩- ଜରୁରୀ ସାମଗ୍ରୀ ଯୋଗାଉଥିବା ଇ-କର୍ମସ ଜାରି ରହିବ।

୧୪-ଅତ୍ୟାବଶ୍ୟକ ସେବା ଯୋଗାଉ ନଥିବା ମଲ ଓ ଦୋକାନ ଖୋଲିବ ନାହିଁ।

୧୫-ସମୁଦ୍ର କୂଳକୁ ଯିବା ଆସିବା ଓ ଗାର୍ଡେନ ବନ୍ଦ ରହିବ।

୧୬-ସମସ୍ତ ଧର୍ମାନୁଷ୍ଠାନରେ ତାଲା ପଡ଼ିବ।

୧୭-ସେଲୁନ, ସ୍ପା, ବିୟୁଟି ପାର୍ଲର ଖୋଲିବ ନାହିଁ।

୧୮-ସର୍ବାଧିକ ୨୫ ଜଣଙ୍କୁ ନେଇ ବାହାଘର ଓ ୨୦ ଜଣ ଲୋକଙ୍କୁ ନେଇ ଶୁଦ୍ଧିକ୍ରିୟା କରାଯାଇ ପାରିବ।

୧୯- କୌଣସି ରାଜନୀତିକ ସମାବେଶ ହୋଇପାରିବ ନାହିଁ।

୨୦-ଗ୍ରୋସରୀ, ପନି ପରିବା ଓ ଫଳ ଭଳି ଜରୁରୀ ଖାଦ୍ୟର ବ୍ୟବସାୟ କରୁଥିବା ଭେଣ୍ଡର ସେବା ଯୋଗାଇ ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story