କୋଭାକ୍ସିନ୍‌କୁ ମିଳିବ କି ମଞ୍ଜୁରୀ?

ନୂଆଦିଲ୍ଲୀ: ଆଜି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାକୁ ମିଳିବ କି ମଞ୍ଜୁରୀ। କ’ଣ ହେବ କୋଭାକ୍ସିନ୍‌ର ଭାଗ୍ୟ। ଗ୍ରୀନ୍‌ ସିଗ୍‌ନାଲ ମିଳିବ ନା ପୁଣି ଦିନ ଗଡିବ? କୋଭାକ୍ସିନ୍‌ ଟିକାକୁ ଜରୁରୀକାଳୀନ ବ୍ୟବହାର ତାଲିକାରେ ସାମିଲ କରାଯିବ କି ନାହିଁ, ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେଉଛି। ପୂର୍ବରୁ ଅକ୍ଟୋବର ୨୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ଭାରତ ବାୟୋଟେକକୁ ଅତିରିକ୍ତ ତଥ୍ୟ ମଗାଯାଇଥିଲା।  ଏହାପରେ […]

Covaxin

Covaxin

Madhupriya Mistry
  • Published: Wednesday, 03 November 2021
  • Updated: 03 November 2021, 05:39 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାକୁ ମିଳିବ କି ମଞ୍ଜୁରୀ। କ'ଣ ହେବ କୋଭାକ୍ସିନ୍‌ର ଭାଗ୍ୟ। ଗ୍ରୀନ୍‌ ସିଗ୍‌ନାଲ ମିଳିବ ନା ପୁଣି ଦିନ ଗଡିବ? କୋଭାକ୍ସିନ୍‌ ଟିକାକୁ ଜରୁରୀକାଳୀନ ବ୍ୟବହାର ତାଲିକାରେ ସାମିଲ କରାଯିବ କି ନାହିଁ, ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେଉଛି।

ପୂର୍ବରୁ ଅକ୍ଟୋବର ୨୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ଭାରତ ବାୟୋଟେକକୁ ଅତିରିକ୍ତ ତଥ୍ୟ ମଗାଯାଇଥିଲା।  ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟେକନିକାଲ ଆଡଭାଇଜରି ଗ୍ରୁପର ବୈଠକ ହେଉଛି। ଭାରତ ବାୟୋଟେକ୍ ଏପ୍ରିଲରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିଥିଲା ​​| WHO ଏବେ ଏହାର କ'ଣ ଲାଭ ହେବ ଏବଂ କ'ଣ କ୍ଷତି ହୋଇପାରେ ସେନେଇ ମୂଲ୍ୟାଙ୍କନ କରୁଛି।

ପୂର୍ବରୁ ଫାଇଜର, କୋଭିସିଲ୍ଡ ସହ ୬ଟି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଅନ୍ୟପକ୍ଷରେ କୋଭାକ୍ସିନ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ପକ୍ଷରୁ ସବୁଜ ସଙ୍କେତ ମିଳି ନଥିଲେ ମଧ୍ୟ ଅଷ୍ଟ୍ରେଲିଆ, ଗ୍ରୀସ, ଶ୍ରୀଲଙ୍କା, ଇରାନ, ମେକ୍ସିକୋ ସହ  ୧୩ଟି ଦେଶ ଅନୁମତି ଦେଇ ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story