ସାରା ଦେଶରେ ୟୁନିଫର୍ମ ସିଭିଲ୍ କୋଡ୍‌ ଲାଗୁ ହେଉ, ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଗୁଜରାଟରେ ୟୁନିଫର୍ମ ସିଭିଲ୍ କୋର୍ଡ- ସମାନ ନାଗରିକ ସଂହିତା   ଲାଗୁ  କରିବାକୁ ନେଇ ଘୋଷଣା ହେବା ପରେ ଏହାକୁ ନେଇ ତେଜିଛି ରାଜନୀତି। ଆଜି ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବିଜେପି ଜାଣିଶୁଣି ଲୋକଙ୍କ ସହ ଛଳନା କରୁଛି। ଗୁଜରାଟ ନିର୍ବାଚନ ପୂର୍ବରୁ  ଏପରି କହି ଭୋଟ୍ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା  ଆପ୍ କହିଛି । ଏହାପୂର୍ବରୁ ଉତ୍ତରାଖଣ୍ଡରେ ବି ସମାନ ଘୋଷଣା ହୋଇଥିଲା ଉତ୍ତରାଖଣ୍ଡ  ନିର୍ବାଚନ […]

kejriwal

kejriwal

Tapas Behera
  • Published: Sunday, 30 October 2022
  • Updated: 30 October 2022, 06:42 PM IST

ନୂଆଦିଲ୍ଲୀ: ଗୁଜରାଟରେ ୟୁନିଫର୍ମ ସିଭିଲ୍ କୋର୍ଡ- ସମାନ ନାଗରିକ ସଂହିତା   ଲାଗୁ  କରିବାକୁ ନେଇ ଘୋଷଣା ହେବା ପରେ ଏହାକୁ ନେଇ ତେଜିଛି ରାଜନୀତି। ଆଜି ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବିଜେପି ଜାଣିଶୁଣି ଲୋକଙ୍କ ସହ ଛଳନା କରୁଛି। ଗୁଜରାଟ ନିର୍ବାଚନ ପୂର୍ବରୁ  ଏପରି କହି ଭୋଟ୍ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା  ଆପ୍ କହିଛି । ଏହାପୂର୍ବରୁ ଉତ୍ତରାଖଣ୍ଡରେ ବି ସମାନ ଘୋଷଣା ହୋଇଥିଲା ଉତ୍ତରାଖଣ୍ଡ  ନିର୍ବାଚନ ପୂର୍ବରୁ  ୟୁନିଫର୍ମ ସିଭିଲ୍ କୋର୍ଡ ଲାଗୁ ନେଇ ପ୍ରକ୍ରିୟା ଆରମ୍ଭ  ହୋଇଥିଲା । ଏଥିପାଇଁ ଏକ କମିଟି ଗଠନ ବି ହୋଇଥିଲା। ହେଲେ ନିର୍ବାଚନ ସରିବା  ପରେ ସେ କମିଟିର କଣ ହେଲା ତାହା କାହାକୁ ଜଣାନାହିଁ।

ସେହିପରି  ମଧ୍ୟପ୍ରଦେଶରେ ବି ସମାନ ଘଟଣା ଘଟିଥିଲା ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି। ୟୁନିଫର୍ମ ସିଭିଲ୍ କୋର୍ଡ ଲାଗୁ ପୂର୍ବରୁ ସମସ୍ତ ପକ୍ଷଙ୍କ ସହ ଆଲୋଚନା  ହେବା ଜରୁରୀ । ସମସ୍ତ ଧର୍ମ ଓ ଗୋଷ୍ଠୀର ଲୋକଙ୍କ ସହ ଆଲୋଚନା କରିବା  ପରେ ନିଷ୍ପତ୍ତି ହେବା ଜରୁରୀ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି । ଯଦି,  ୟୁସିସି ଲାଗୁ କରିବାକୁ ଯୋଜନା ରହିଛି ତାହେଲେ ବିଲମ୍ବ କାହିଁକି କରୁଛନ୍ତି  କେନ୍ଦ୍ର ସରକାର ।

ସାରା ଦେଶରେ ଏହାକୁ ଲାଗୁ କରାଯାଉ ବୋଲି ସେ  ଦୋହରାଇଛନ୍ତି ।  କେଜ୍ରିୱାଲଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛି ବିଜେପି।  ଗୁଜରାଟ ସରକାର ଗତକାଲି ୟୁନିଫର୍ମ ସିଭିଲ୍ କୋର୍ଡ ସ୍ଥାପନ ନେଇ  କ୍ୟାବିନେଟରେ ଆଲୋଚନା କରିଥିଲେ । ଏନେଇ ଏକ କମିଟି ଗଠନ  କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେପଟେ ଆଗାମୀ କିଛି ମାସରେ  ଗୁଜରାଟରେ ନିର୍ବାଚନ ହେବାକୁ ଥିବାରୁ ଏହାକୁ ନେଇ ରାଜନୀତି ଜୋର  ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story