ଗୋଆରେ ଅସହାୟ ହୋଇପଡ଼ିଲେ କି ଦିଦି ?

ପାଣାଜି: ଗୋଆରେ ଅସହାୟ ପଡିଗଲା କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି? କଂଗ୍ରେସର ବିଧାୟକଙ୍କୁ ଆମଦାନୀ କରି ନିଜ ଦଳ ଟିଏମସିରେ ନିଅଁ ପକାଇଥିଲେ ଦିଦି। ଏବେ କିନ୍ତୁ ନିର୍ବାଚନ ବେଳେ ମେଣ୍ଟ କରିବାକୁ କଂଗ୍ରେସକୁ ପ୍ରସ୍ତାବ ଦେଇଛନ୍ତି। ଯାହାକୁ ନେଇ ଗୋଆ ରାଜନୀତି ଏବେ ସରଗରମ। କିନ୍ତୁ ଏବେ କଂଗ୍ରେସ, ଦିଦିଙ୍କ ପାର୍ଟି ସହିତ ମେଂଟ କରିବ କି ନାହିଁ, ସେହି ପ୍ରସ୍ତାବର ଉତ୍ତର ଦେଇନି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିକଟରେ ଉଭୟ […]

mamata and Sonia

mamata and Sonia

Madhupriya Mistry
  • Published: Tuesday, 18 January 2022
  • Updated: 18 January 2022, 02:33 PM IST

Sports

Latest News

ପାଣାଜି: ଗୋଆରେ ଅସହାୟ ପଡିଗଲା କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି? କଂଗ୍ରେସର ବିଧାୟକଙ୍କୁ ଆମଦାନୀ କରି ନିଜ ଦଳ ଟିଏମସିରେ ନିଅଁ ପକାଇଥିଲେ ଦିଦି। ଏବେ କିନ୍ତୁ ନିର୍ବାଚନ ବେଳେ ମେଣ୍ଟ କରିବାକୁ କଂଗ୍ରେସକୁ ପ୍ରସ୍ତାବ ଦେଇଛନ୍ତି। ଯାହାକୁ ନେଇ ଗୋଆ ରାଜନୀତି ଏବେ ସରଗରମ। କିନ୍ତୁ ଏବେ କଂଗ୍ରେସ, ଦିଦିଙ୍କ ପାର୍ଟି ସହିତ ମେଂଟ କରିବ କି ନାହିଁ, ସେହି ପ୍ରସ୍ତାବର ଉତ୍ତର ଦେଇନି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିକଟରେ ଉଭୟ ମମତା ଏବଂ ତାଙ୍କ ଦଳର ନିର୍ବାଚନ ରଣନୀତିଜ୍ଞ କଂଗ୍ରେସର ହାଇକମାଣ୍ଡଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଥିଲେ। ଏମିତିକି କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ବ୍ୟକ୍ତିଗତ ଆକ୍ଷେପ କରିଥିଲେ।

କାହିଁକି ଦିଦି ମାଗିଲେ 'ହାତ'ର ସହଯୋଗ?

ରାଜ୍ୟର ନୂଆ ରାଜନୈତିକ ଦଳ ଟିଏମସି

ବିଭିନ୍ନ ରାଜନୈତିକ ଦଳ ସହ ମିଶି ଟିଏମସି ମେଂଟ କରିଛି

ସମସ୍ତ ଆସନରେ ପ୍ରାର୍ଥୀ ଦେବାକୁ ଟିଏମସି ପାଖରେ ନେତା ନାହାନ୍ତି

କଂଗ୍ରେସ ପାଇଁ ୧୬-୧୮ ଆସନ ଦେବାକୁ ଟିଏମସି ରାଜି

ଏମଜେପିକୁ ୯ଟି ଆସନ ଦେବାକୁ ରାଜି

ଏମଜେପିର ଗୋଟିଏ ସିଟକୁ କଂଗ୍ରେସ ଚାହୁଁଛି, ମେଂଟ ଦୃଷ୍ଟିରୁ ସେହି ସିଟକୁ ଦେବାକୁ ପ୍ରସ୍ତୁତ କହିଲା ଟିଏମସି

ଟିଏମସି କହିଲା ଗୋଆରେ ଟିଏମସି-କଂଗ୍ରେସ ସମାନ ସିଟରେ ନିର୍ବାଚନ ଲଢିପାରନ୍ତି

ଉଭୟ ଦଳ ଏକାଠି ହେଲେ ଶାସକ ବିଜେପିକୁ ଚେକ୍ ଦେଇ ହେବ କହିଲା ଟିଏମସି

କାହିଁକି ଜବାବ ଦେଉନି କଂଗ୍ରେସ ?

ଜଣେ କଂଗ୍ରେସ ନେତା କହିଛନ୍ତି, ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ। ଗୋଟିଏ ନୂଆ ଦଳ ଭାବେ ଟିଏମସିକୁ ଦେବା ପାଇଁ କଂଗ୍ରେସ ପାଖରେ କିଛି ନାହିଁ। ରାଜ୍ୟରେ ଅନ୍ୟତମ ନୂଆ ରାଜନୈତିକ ଦଳ ଆପ୍ ସହିତ ଟିଏମସିର ମେଂଟ ନେଇ କଂଗ୍ରେସ ଆଶ୍ୱସ୍ତ ନୁହେଁ। ସେ ଆହୁରି କହିଛନ୍ତି, ଟିଏମସିର ବୟାନବାଜିକୁ ନେଇ କଂଗ୍ରେସ ହାଇକମାଣ୍ଡ ବହୁତ ଦୁଃଖିତ। ଗୋଆରେ ଆମ ବିଧାୟକଙ୍କୁ ନେଇ ଟିଏମସି ନିଜର ମୂଳଦୁଆ ପକାଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଆମ ଦଳକୁ ଭାଙ୍ଗିବା ପରେ ଆମ ସହିତ ମେଂଟ ଚାହୁଁଛି ଟିଏମସିା

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଟିଏମସି ଏକ ନୂଆ ଦଳ। ତେଣୁ ନିଜର ଭୋଟ୍ ବ୍ୟାଙ୍କ ଏବେ ନାହିଁ। ଯାହା ଅଛି କଂଗ୍ରେସରୁ ଆମଦାନୀ ହୋଇଥିବା ନେତାଙ୍କର। ହେଲେ ସେମାନେ ଏବେ ଟିଏମସି ବ୍ୟାନରରେ ନିର୍ବାଚନ ଲଢିଲେ ଏହି ଦଳଡିଆଁ ନେତାଙ୍କୁ ଭୋଟର ପୂର୍ବଭଳି ସମର୍ଥନ କରିବେ କି ନାହିଁ ଦୋ'ଛକରି ଦିଦି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story