ସୋମବାର ସଂସଦ ସ୍ୱାଭାବିକ ହେବ ନା ବାଧାପ୍ରାପ୍ତ?

ନୂଆଦିଲ୍ଲୀ: ଦୁଇ ସପ୍ତାହରେ କେବଳ କିଛି ବିଧେୟକ ସଂସଦରେ ପାରିତ ହୋଇଛି। ପେଗାସସକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ବିବାଦ ଜୋରଦାର ଚାଲିଥିବାରୁ ଅନେକ କିଛି ପ୍ରସଙ୍ଗରେ ଏଯାଏ ତର୍କ ହୋଇପାରି ନାହିଁ। ଆସନ୍ତାକାଲି ପୁଣି ସଂସଦ ଚାଲିବ। ହେଲେ ଠିକ୍ ଭାବରେ ଚାଲିପାରୁ ନଥିବାରୁ ଆଗାମୀ ଦିନରେ ଚଳିତ ଅଧିବେଶନ ଧୋଇ ହୋଇଯାଇପାରେ ନଚେତ ଆଗୁଆ ବନ୍ଦ ହୋଇଯାଇ ପାରେ ଆଶଙ୍କା କରାଯାଉଛି। ବିରୋଧୀ ପେଗାସସ ପ୍ରସଙ୍ଗରେ ତର୍କ ପାଇଁ ଦାବି କରୁଥିବା ବେଳେ […]

Parliamnet

Parliamnet

Subhransu Sekhar
  • Published: Sunday, 01 August 2021
  • Updated: 01 August 2021, 09:05 PM IST

Sports

Latest News

ନୂଆଦିଲ୍ଲୀ: ଦୁଇ ସପ୍ତାହରେ କେବଳ କିଛି ବିଧେୟକ ସଂସଦରେ ପାରିତ ହୋଇଛି। ପେଗାସସକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ବିବାଦ ଜୋରଦାର ଚାଲିଥିବାରୁ ଅନେକ କିଛି ପ୍ରସଙ୍ଗରେ ଏଯାଏ ତର୍କ ହୋଇପାରି ନାହିଁ। ଆସନ୍ତାକାଲି ପୁଣି ସଂସଦ ଚାଲିବ। ହେଲେ ଠିକ୍ ଭାବରେ ଚାଲିପାରୁ ନଥିବାରୁ ଆଗାମୀ ଦିନରେ ଚଳିତ ଅଧିବେଶନ ଧୋଇ ହୋଇଯାଇପାରେ ନଚେତ ଆଗୁଆ ବନ୍ଦ ହୋଇଯାଇ ପାରେ ଆଶଙ୍କା କରାଯାଉଛି। ବିରୋଧୀ ପେଗାସସ ପ୍ରସଙ୍ଗରେ ତର୍କ ପାଇଁ ଦାବି କରୁଥିବା ବେଳେ ସରକାର କହିଛନ୍ତି କେନ୍ଦ୍ର ଆଇଟ୍ ମନ୍ତ୍ରୀ ଏହାର ଜବାବ ରଖିସାରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ କହିଛନ୍ତି, ପେଗାସସ ଗୋଟିଏ ପ୍ରସଙ୍ଗ ନୁହେଁ।

ଆରୋପ ଓ ପ୍ରତ୍ୟାରୋପ ମଧ୍ୟରେ ସଂସଦ ଦୁଇ ସପ୍ତାହରେ ମାତ୍ର ୧୦୫ ଘଣ୍ଟା ଚାଲିଛି। ସଂସଦର ଉଭୟ ସଦନ ଏଥିମଧ୍ୟରୁ ମାତ୍ର ୧୮ ଘଣ୍ଟା ଠିକ୍ ଭାବରେ ଚାଲିଛି। ଏହି ସମୟରେ ରାଜ୍ୟସଭାରେ କେବଳ କୋଭିଡ ପ୍ରସଙ୍ଗରେ ଠିକ୍ ଭାବରେ ତର୍କ ହୋଇଥିବା ବେଳେ ଲୋକସଭାରେ କୌଣସି ପ୍ରସଙ୍ଗରେ ତର୍କ ହୋଇ ନାହିଁ।

ରାଜ୍ୟସଭାରେ ପ୍ରାୟ ୧୧ ଘଣ୍ଟାରେ ତିନୋଟି ବିଧେୟକ ପାରିତ କରିଛନ୍ତି। ସେହିପରି ଲୋକସଭାରେ ୭ ଘଣ୍ଟା ମଧ୍ୟରେ ଗୋଟିଏ ବିଧେୟକ ପାରିତ ହୋଇଛି। ତେବେ ଗୃହ କାର୍ଯ୍ୟ ଠିକ୍ ଭାବରେ ନଚାଲିବାର କାରଣ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷ ଦେଉଛନ୍ତି। ସଂସଦରେ ଆଲୋଚନା ପାଇଁ ସରକାର ରାଜି ବୋଲି କହିଛନ୍ତି। ହେଲେ ବିରୋଧୀ ଏହା ନକରାଇ ଦେବା ପାଇଁ ପଣ ଖାଇଛନ୍ତି ବୋଲି ସଂସଦୀୟ ମନ୍ତ୍ରୀ କହିଛନ୍ତି। ତେଣୁ ଗୃହରେ ଆଲୋଚନା ହୋଇପାରୁ ନାହିଁ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଓ ରାଜ୍ୟସଭାର ନେତା ପୀୟୁଷ ଗୋଏଲ ବିରୋଧୀଙ୍କୁ ଭେଟି ସଂସଦ କାର୍ଯ୍ୟ ଠିକ୍ ଭାବରେ କିଭଳି ଚାଲିବ ସେ ନେଇ ଆଲୋଚନା କରିଛନ୍ତି। ହେଲେ ଏହାର ସମାଧାନ ହୋଇପାରିନଥିବା ସୂଚନା ରହିଛି।

ପ୍ରହ୍ଲାଦ ଜୋଶୀ କହିଛନ୍ତି, ୩୧୫ ସଦସ୍ୟ ସଂସଦରେ ପ୍ରଶ୍ନକାଳ ହେଉ ବୋଲି ଦାବି କରୁଛନ୍ତି। ହେଲେ ଦୁର୍ଭାଗ୍ୟ ଯେ ଏହା ପରେ ବି ବିରୋଧୀ ସଂସଦ ଚଲାଇ ନଦେବା ଜିଦରେ ରହିଛନ୍ତି। ଆଇଟି ମନ୍ତ୍ରୀ ବିରୋଧୀଙ୍କ ପ୍ରଶ୍ନର ଯଦିଓ ଜବାବ ଦେଇଛନ୍ତି ହେଲେ ଏହାକୁ ଗ୍ରହଣ ନକରିବାକୁ ବିରୋଧୀ ନାରାଜ। ସରକାର କିଛି ବିଧେୟକ ଆଣିବାକୁ ଯାଉଛନ୍ତି। ଏହି ବିଧେୟକରେ ଲୋକଙ୍କର ସ୍ୱାର୍ଥ ରହିଛି। ତେଣୁ ଏହି ବିଧେୟକକୁ ନେଇ ସଂସଦରେ ତର୍କ ହେବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି। ହେଲେ ବିରୋଧୀ ତର୍କ କରିବାରେ ବାଧକ ସାଜିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ସଂସଦରେ ଗତିରୋଧ ପାଇଁ ଏଯାବତ ୧୩୩ କୋଟି ଟଙ୍କା ବରବାଦ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story