ମୋଦିଙ୍କ ବିରୋଧରେ କେସିଆରଙ୍କ ରାଜନୈତିକ ବ୍ରହ୍ମାସ୍ତ୍ର

ହାଇଦ୍ରାବାଦ: ମିଶନ ୨୦୨୪। ଲକ୍ଷ୍ୟ କେନ୍ଦ୍ରରୁ ବିଜେପିକୁ ଅପସାରଣ। ଏହି ଲକ୍ଷ୍ୟରେ ବିରୋଧୀ ସଜବାଜ ହେଉଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏକ ବଡ଼ ରଣନୀତି ଅଭିଯାନରେ ଅଛନ୍ତି।  ସେ ଖୁବଶୀଘ୍ର ଏକ ଜାତୀୟ ରାଜନୈତିକ ଦଳ ଶୁଭାରମ୍ଭ  କରିବେ ବୋଲି କହିଛନ୍ତି। ଏଥିପାଇଁ କାର୍ଯ୍ୟକ୍ରମ ଚାଲୁଛି। ଦଳର ନୀତିନିୟମ ସମ୍ପର୍କରେ ମଧ୍ୟ ଯୋଜନା  ପ୍ରସ୍ତୁତ କରାଯାଉଛି। ତେବେ ଖୁବ୍ ଶୀଘ୍ର ଏହି ଦଳ ଫ୍ଲୋରକୁ ଆସିବ ବୋଲି ସେ କହିଛନ୍ତି । ଏକ ବିକଳ୍ପ ଜାତୀୟ […]

kcr-1

kcr-1

Tapas Behera
  • Published: Sunday, 11 September 2022
  • Updated: 11 September 2022, 10:26 PM IST

Sports

Latest News

ହାଇଦ୍ରାବାଦ: ମିଶନ ୨୦୨୪। ଲକ୍ଷ୍ୟ କେନ୍ଦ୍ରରୁ ବିଜେପିକୁ ଅପସାରଣ। ଏହି ଲକ୍ଷ୍ୟରେ ବିରୋଧୀ ସଜବାଜ ହେଉଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏକ ବଡ଼ ରଣନୀତି ଅଭିଯାନରେ ଅଛନ୍ତି।  ସେ ଖୁବଶୀଘ୍ର ଏକ ଜାତୀୟ ରାଜନୈତିକ ଦଳ ଶୁଭାରମ୍ଭ  କରିବେ ବୋଲି କହିଛନ୍ତି। ଏଥିପାଇଁ କାର୍ଯ୍ୟକ୍ରମ ଚାଲୁଛି। ଦଳର ନୀତିନିୟମ ସମ୍ପର୍କରେ ମଧ୍ୟ ଯୋଜନା  ପ୍ରସ୍ତୁତ କରାଯାଉଛି। ତେବେ ଖୁବ୍ ଶୀଘ୍ର ଏହି ଦଳ ଫ୍ଲୋରକୁ ଆସିବ ବୋଲି ସେ କହିଛନ୍ତି । ଏକ ବିକଳ୍ପ ଜାତୀୟ ଏଜେଣ୍ଡା ପାଇଁ ଦେଶର ବିଭିନ୍ନ ବର୍ଗର ଲୋକଙ୍କ ସହ ସେ ପରାମର୍ଶ ଲୋଡ଼ିଥିଲେ।  ଏଥିରେ ବୁଦ୍ଧିଜୀବୀ, ଅର୍ଥନୀତିଜ୍ଞ ଓ ବିଭିନ୍ନ କ୍ଷେତ୍ରା ବିଶେଷଜ୍ଞମାନେ ମାନେ ମତ ଦେଇଥିଲେ।

ଏମାନଙ୍କ ସହ ଆଲୋଚନା ପରେ  ଦଳର  ବିକଳ୍ପ ଜାତୀୟ ଏଜେଣ୍ଡା ଉପରେ ଏକ ସହମତି ପ୍ରକାଶ ପାଇଛି ବୋଲି କୁହାଯାଇଛି। ଖୁବ୍ ଶୀଘ୍ର ଏକ ଜାତୀୟ ଦଳ ଗଠନ ଏବଂ ଏହାର ନୀତି ପ୍ରଣୟନ ହେବ ବୋଲି ଅଶା କରାଯାଉଛି । କୁହାଯାଉଛି ମୋଦିଙ୍କ ବିରୋଧରେ ଯେଉଁ କେତେକ  ପ୍ରମୁଖ ଚେହେରା ନିଜର ଉପସ୍ଥିତି ଜାହରି କରିଛନ୍ତି ସେମାନଙ୍କ ମଧ୍ୟରେ  କେସିଆର ଅଛନ୍ତି। କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱାଧୀନ  ଏନଡିଏ ସରକାରକୁ ମୁକାବିଲା କରିବାରେ କଂଗ୍ରେସ ବିଫଳ ହେବା ପରେ ଦେଶର ଆଞ୍ଚଳିକ ଦଳର ଶକ୍ତିଶାଳୀ ଚେହେରା ମାନେ ଆଗକୁ ଆସିଥିଲେ। ଏହି ତାଲିକାରେ ସବୁଠୁ ଆଗରେ ଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।  ବିରୋଧୀ ଶକ୍ତିଙ୍କୁ ଏକାଠି କରିବା ଅଭିଯାନରେ ବାହାରିଥିବା ମମତା କଂଗ୍ରେସକୁ ବାଦ ଦେଇଥିଲେ। ହେଲେ ବିଜେପି ବିରୋଧରେ ଲଢ଼ୁ ଲଢ଼ୁ କଂଗ୍ରେସକୁ ନିଜ ବିରୋଧରେ ଶତ୍ରୁ କରିଦେଲେ ମମତା। ଇତିମଧ୍ୟରେ ସେ ଦେଶର ବିରୋଧୀ ନେତାଙ୍କୁ ଭେଟି  ବଳ ଗୋଟାଉ ଥିବା ବେଳେ କେନ୍ଦ୍ରରୁ ସିବିଆଇ ଏବଂ ଇଡିର ଘନ ଘନ  ଆକ୍ରମଣ ହେଲା।

ମମତାଙ୍କର ଜଣକ ପରେ ଜଣେ ନେତା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଜାଲରେ ଫସିବା ପରେ  ମମତାଙ୍କ ଦମ୍ଭ ଭାଙ୍ଗିଗଲା। ସିକନ୍ଦର ହେବା ଅଭିଯାନରେ ବାହାରିଥିବା ମମତାଙ୍କ ଶିବିର ଉପରେ ଲଗାତାର ଆକ୍ରମଣ ଅସମ୍ଭାଳ ଥିଲା। ଫଳରେ ବିରୋଧୀଙ୍କ ପକ୍ଷରୁ ନେତୃତ୍ୱ ନେବାକୁ ସ୍ୱପ୍ନ ଦେଖୁଥିବା ମମତା ନିଜ ଦୁର୍ଗର ସୁରକ୍ଷା ପାଇଁ ଫେରି ଆସିଲେ। ବାରମ୍ବାର ‌ଆକ୍ରମଣରୁ ବିର୍ତ୍ତିବା ପାଇଁ  ଶେଷରେ ମମତା ଏକପ୍ରକାର ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ପାଖରେ ଶରଣ ପଶିଲେ । ଏହି ସମୟରେ ଜାତୀୟ ମଞ୍ଚରେ ଯେଉଁ ଖାଲିସ୍ଥାନ ସୃଷ୍ଟି ହେଲା ସେଇ ଜାଗାକୁ କେସିଆର ଦଖଲ କଲେ। କେସିଆର ମୋଦିଙ୍କ ବିରୋଧରେ ଶାଣିତ ଆକ୍ରମଣ କରି ଲଢ଼େଇକୁ ଜୋରଦାର କରିଥିଲେ ମଧ୍ୟ ବିରୋଧୀଙ୍କୁ ଏକାଠି କରିବାରେ ତାଙ୍କ ପାଖରେ ସେମିତି କିଛି କଳା ଦେଖିବାକୁ ମିଳି ନଥିଲା। ପରେ କେଜ୍ରିୱାଲ ଓ ନୀତୀଶ କୁମାର ଅଭିଯାନ ଆରମ୍ଭ କରିଛନ୍ତି। କିନ୍ତୁ ଯେତେ ଯାହା ହେଲେ ବି ଗୋଟିଏ ମଞ୍ଚରେ ବିରୋଧୀ ଏକାଠି ହେବା ଏକ ଅବାସ୍ତବ ପରିକଳ୍ପନା ଭାବି ନିଜେ ଗୋଟିଏ ଜାତୀୟ ଦଳ ଗଢ଼ିବା ପାଇଁ କେସିଆର ଯୋଜନା କରିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story