ନିର୍ବାଚନ ଲଢ଼ିବେ କଙ୍ଗନା ରାଣାୱତ, କହିଲେ ମୋଦି ଜଣେ ମହାପୁରୁଷ

ନୂଆଦିଲ୍ଲୀ: ରାଜନୀତିରେ ପାଦ ଥାପିବେ ବିବାଦୀୟ କୁଇନ୍‌। ନେତ୍ରୀ ହେବେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌। ୨୦୨୪ରେ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଲୋକସଭା ଆସନ ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଯଦି ଲୋକେ ଚାହାନ୍ତି ସେ ନିର୍ବାଚନ ଲଢ଼ିବାକୁ ରାଜି ଅଛନ୍ତି ବୋଲି କଙ୍ଗନା କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରଦେଇ ସେ ଏହା କହିଛନ୍ତି। ବିଜେପି ଟିକେଟରେ ସେ ଲଢ଼ିବା ପାଇଁ ତାଙ୍କର ଇଚ୍ଛା ବୋଲି ସେ କହିଛନ୍ତି।  ମୁଁ ରାଜନୀତିରେ ପ୍ରବେଶ ଲାଗି […]

kangana-ranaut

kangana-ranaut

Tapas Behera
  • Published: Saturday, 29 October 2022
  • Updated: 29 October 2022, 03:57 PM IST

Sports

Latest News

ନୂଆଦିଲ୍ଲୀ: ରାଜନୀତିରେ ପାଦ ଥାପିବେ ବିବାଦୀୟ କୁଇନ୍‌। ନେତ୍ରୀ ହେବେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌। ୨୦୨୪ରେ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଲୋକସଭା ଆସନ ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଯଦି ଲୋକେ ଚାହାନ୍ତି ସେ ନିର୍ବାଚନ ଲଢ଼ିବାକୁ ରାଜି ଅଛନ୍ତି ବୋଲି କଙ୍ଗନା କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରଦେଇ ସେ ଏହା କହିଛନ୍ତି।

ବିଜେପି ଟିକେଟରେ ସେ ଲଢ଼ିବା ପାଇଁ ତାଙ୍କର ଇଚ୍ଛା ବୋଲି ସେ କହିଛନ୍ତି।  ମୁଁ ରାଜନୀତିରେ ପ୍ରବେଶ ଲାଗି ଭାରି ଉତ୍ସାହିତ ବୋଲି ସେ କହିଛନ୍ତି।  ରାଜନୀତି ମାଧ୍ୟମରେ ଲୋକଙ୍କ ସେବା ପାଇଁ କରିବାକୁ ଇଚ୍ଛା ଅଛିକି ପ୍ରଶ୍ନ ହୋଇଥିଲା। । ଉତ୍ତରେ ସେ ସବୁ ପ୍ରକାର ଫ୍ଲାଟଫର୍ମକୁ ଓହ୍ଲେଇବାକୁ ଇଚ୍ଛା ବୋଲି ସେ କହିଛନ୍ତି। କଙ୍ଗନା କହିଛନ୍ତି ଯେ, ଯେଉଁଭଳି ସରକାର ଚାଲିଛି, ଯଦି ସରକାର ମୋର ଭାଗିଦାରୀ ଚାହାନ୍ତି ତେବେ ମୁଁ ମଧ୍ୟ ରାଜି ଅଛି। ଯଦି ହିମାଚଳ ପ୍ରଦେଶରୁ ଲୋକଙ୍କ ସେବା ପାଇଁ ମୌକା ମିଳେ ତେବେ ଏହା ମୋ ପାଇଁ ସୌଭାଗ୍ୟ ହେବ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ପ୍ରଶ୍ନ ହେବାରୁ, ମୋଦି ଜଣେ ମହାପୁରୁଷ ବୋଲି କଙ୍ଗନା କହିଛନ୍ତି ।

କୁହାଯାଉଛି ମୋଦି ଏବଂ ରାହୁଲ ଗାନ୍ଧି ହେଉଛନ୍ତି  ପରସ୍ପର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ। କିନ୍ତୁ ମୋଦି ଜାଣିଛନ୍ତି ତାଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି। ଆଗକୁ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ରହିଛି। ଏ ସମ୍ପର୍କରେ ମତ ଦେଇ କଙ୍ଗନା କହିଛନ୍ତି ଯେ, ଆମ ଆଦମୀ ପାର୍ଟିର ମିଥ୍ୟା ପ୍ରତିଶ୍ରୁତିରେ ସେଠିକାର ଲୋକେ ଭାସିଯିବେ ନାହିଁ।  ସେଠିକାର ଲୋକଙ୍କ ପାଖରେ ନିଜସ୍ୱ ସୌର ଶକ୍ତି ରହିଛି। ତେଣୁ ସେଠାରେ ମାଗଣା ବିଜୁଳି କଥା କହିଲେ ଲୋକେ ଶୁଣିବେ ନାହିଁ। ସେଠାରେ ମାଗଣା ବଣ୍ଟନ କଥାର ଲୋକେ ଶୁଣିବେନି।  ସୂଚନା ଅନୁଯାୟୀ, ଆଗକୁ କଙ୍ଗନାଙ୍କ ‘ଇମାରଜେନ୍ସି’ ଫିଲ୍ମ ଆସୁଛି। ସେଥିରେ କଙ୍ଗନା ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅନୁପମ ଖେର, ସତିଶ କୌସିକ, ମିଲିନ୍ଦ ସୋମନ ପ୍ରମୁଖ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story