ପେଟ୍ରୋଲ ପମ୍ପ ମହିଳା କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ନାସିକ: ମହାରାଷ୍ଟ୍ରରୁ ଏକ ଭୟାନକ ଭିଡିଓ ଆସିଛି।  ପେଟ୍ରୋଲ ପମ୍ପର ଜଣେ ମହିଳା କର୍ମଚାରୀଙ୍କୁ ଜଣେ ବ୍ୟକ୍ତି ଗୋଡ଼ାଇ ଗୋଡ଼ାଇ ଛୁରୀରେ ହତ୍ୟା ଉଦ୍ୟମ କରୁଥିବା ଦେଖାଯାଇଛି। ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ମହିଳା ଜଣକ ତାଙ୍କ ଜୀବନ ବଞ୍ଚାଇବା ପାଇଁ ପେଟ୍ରୋଲ ପମ୍ପ ପରିସରରେ ଇତଃସ୍ତତ ହୋଇ ଦଉଡ଼ୁଥିବା ଦେଖାଯାଥିଲା। ତାଙ୍କୁ ଆକ୍ରମଣକାରୀ ଜଣକ ଗୋଡ଼ାଉଥିବା ମଧ୍ୟ ନଜର ଆସିଛି। କିଛି ସମୟରେ ମହିଳା ଜଣକ ତଳେ ପଡ଼ିଯାଉଛନ୍ତି। ଏହି […]

Knife-attack

Knife-attack

Tapas Behera
  • Published: Thursday, 25 August 2022
  • Updated: 25 August 2022, 08:01 PM IST

Sports

Latest News

ନାସିକ: ମହାରାଷ୍ଟ୍ରରୁ ଏକ ଭୟାନକ ଭିଡିଓ ଆସିଛି।  ପେଟ୍ରୋଲ ପମ୍ପର ଜଣେ ମହିଳା କର୍ମଚାରୀଙ୍କୁ ଜଣେ ବ୍ୟକ୍ତି ଗୋଡ଼ାଇ ଗୋଡ଼ାଇ ଛୁରୀରେ ହତ୍ୟା ଉଦ୍ୟମ କରୁଥିବା ଦେଖାଯାଇଛି। ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ମହିଳା ଜଣକ ତାଙ୍କ ଜୀବନ ବଞ୍ଚାଇବା ପାଇଁ ପେଟ୍ରୋଲ ପମ୍ପ ପରିସରରେ ଇତଃସ୍ତତ ହୋଇ ଦଉଡ଼ୁଥିବା ଦେଖାଯାଥିଲା। ତାଙ୍କୁ ଆକ୍ରମଣକାରୀ ଜଣକ ଗୋଡ଼ାଉଥିବା ମଧ୍ୟ ନଜର ଆସିଛି। କିଛି ସମୟରେ ମହିଳା ଜଣକ ତଳେ ପଡ଼ିଯାଉଛନ୍ତି। ଏହି ସମୟରେ  ବ୍ୟକ୍ତି ଜଣକ ତାଙ୍କୁ ଛୁରୀରେ ବାରମ୍ବାର ଆଘାତ ଦେଇଥିଲେ । ଜଣେ ଯାତ୍ରୀ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ।

ଆକ୍ରମଣକାରୀଙ୍କ ଉପରକୁ ସେ ଚେୟାର ଫିଙ୍ଗିଥିଲେ। ଯତେବେଳେ ସଠାରା ଅଧିକ ଲୋକେ ମହିଳା ଜଣଙ୍କୁ  ବଞ୍ଚାଇବା ପାଇଁ ଆସିଥିଲେ ଆକ୍ରମଣକାରୀ ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଦୁଇଜଣ ବ୍ୟକ୍ତି ତାଙ୍କ ହାତରେ ଅଗ୍ନି ନିର୍ବାପକ ଯନ୍ତ୍ର ସହିତ ଗୋଡ଼ାଉଥିବା ନଜର ଆସିଥିଲେ। ଆଜି ଅପରାହ୍ନରେ ନାଶିକର ଯାଦବ ପେଟ୍ରୋଲ ପମ୍ପରେ ଏହି ଘଟଣା ଘଟିଛି। ପୀଡିତା ଜୁବେଦା ଶେଖଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story